Thursday, April 30, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ସତ ହେଵ କି EXIT POLL ଆକଳନ, ହାରିଯିବ କି TMC?

Sanchar Live by Sanchar Live
April 30, 2026
in ରାଜନୀତି
0
ସତ ହେଵ କି EXIT POLL ଆକଳନ, ହାରିଯିବ କି TMC?
0
SHARES
25
VIEWS
FacebookTwitter

ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ଅର୍ଥାତ ଭୋଟ୍ ବାହୁଡ଼ା ମତ। ଅନେକ ଏକଜିଟ୍ ପୋଲରୁ କେବଳ ଏତିକି ସ୍ପଷ୍ଟ ଯେ, ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ହେଉଛି।  ଲଗାତାର ତୃତୀୟ ଥର ଜିତି ମୁଖ୍ୟମନ୍ତ୍ରୀ ରହିଥିବା ମମତା ବାନାର୍ଜୀଙ୍କ ହାତରୁ କ୍ଷମତା ଖସୁଥିବା କିଛି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ପ୍ରଥମ ଥର ବିଜେପି ସରକାର ଗଢୁଥିବା ଆକଳନ କରାଯାଇଛି। ମୋଟାମୋଟି ଭାବେ ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ପ୍ରଥମ ଥର ସରକାର ଗଢୁଥିବା ପୂର୍ବାନୁମାନ କରାଯାଇଛି। ତେବେ ମେ ୪ରେ ହିଁ ଫଳାଫଳରେ ସ୍ପଷ୍ଟ ହେବ, ପଶ୍ଚିମବଙ୍ଗରେ କିଏ ଗଢିବ ସରକାର। ଉଲ୍ଲେଖନୀୟ ଏଥର ନିର୍ବାଚନରେ ରେକର୍ଡ ମତଦାନ ହୋଇଛି

ପିପୁଲ୍ସ ପଲ୍ସ

ପିପୁଲ୍ସ ପଲ୍ସର ଏକଜିଟ୍ ପୋଲ୍ ଅନୁସାରେ, ୨୯୪ ସିଟରୁ ଟିଏମସି ୧୭୭ରୁ ୧୮୭ ସିଟ୍ ଜିତି ବହୁମତ ହାସଲ କରୁଛି। ସେହିପରି ବିଜେପି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରି ୯୫ରୁ ୧୧୦ ସିଟ୍ ଜିତୁଥିବା ପିପୁଲ୍ସ ପଲ୍ସ ଆକଳନ କରିଛି। କଂଗ୍ରେସ ଖାତାକୁ ୧ରୁ ୩ ଆସନ ଯାଇପାରେ। ସ୍ଵାଧୀନ ପ୍ରାର୍ଥୀ ୧ରୁ ୨ ସିଟ୍ ଜିତିପାରେ।

ଟିଏମସି- ୧୭୭ରୁ ୧୮୭ ସିଟ୍

ବିଜେପି- ୯୫ରୁ ୧୧୦ ସିଟ୍

କଂଗ୍ରେସ- ୧ରୁ ୩ ସିଟ୍

ପି ମାର୍କ

ପି ମାର୍କ ଏକଜିଟ୍ ପୋଲ୍ ଅନୁସାରେ, ବିଜେପି ପ୍ରଥମ ଥର ପଶ୍ଚିମବଙ୍ଗ ଗଢ ଦଖଲ କରିପାରେ। ଦଳ ୧୫୦ରୁ ୧୭୫ ଆସନ ଜିତିପାରେ। ଅନ୍ୟପଟେ ଚତୁର୍ଥ ଥର କ୍ଷମତାକୁ ଆସିବା ପାଇଁ ଅଣ୍ଟା ଭିଡ଼ିଥିବା ଟିଏମସି ଖାତାକୁ ୧୧୮ରୁ ୧୩୮ ଆସନ ଯାଇପାରେ। କଂଗ୍ରେସ ଖାତା ମଧ୍ୟ ଖୋଲି ପାରୁ ନ ଥିବା ଏହ ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି।

ଟିଏମସି- ୧୧୮ରୁ ୧୩୮ ସିଟ୍

ବିଜେପି- ୧୫୦ରୁ ୧୭୫ ସିଟ୍

କଂଗ୍ରେସ- ୦ ସିଟ୍

ଲେଫ୍ଟ- ୦ ସିଟ୍

ଚାଣକ୍ୟ ଷ୍ଟ୍ରାଟେଜିକ

ଚାଣକ୍ୟ ଷ୍ଟ୍ରାଟେଜିକର ଏକଜିଟ୍ ପୋଲ୍ ଅନୁସାରେ, ମମତା ବାନାର୍ଜୀଙ୍କ ଟିଏମସିକୁ ଏଥର ନିର୍ବାଚନରେ ବମ ଝଟକା ଲାଗିବା ସହ କ୍ଷମତା ହାତରୁ ଚାଲି ଯାଇପାରେ। ଟିଏମସିକୁ ୧୩୦ରୁ ୧୪୦ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ। ଅନ୍ୟପଟେ ବିଜେପି ୧୫୦ରୁ ୧୬୦ ସିଟ୍ ଜିତି ପ୍ରଥମ ଥର ପଶ୍ଚିମବଙ୍ଗରେ ସରକାର ଗଢୁଥିବା ଆକଳନ କରାଯାଇଛି। ଅନ୍ୟ ଖାତାକୁ ୬ରୁ ୧୦ ସିଟ୍ ଜିତିପାରେ। କଂଗ୍ରେସ ଓ ଲେଫ୍ଟ ଖାତା ବି ଖୋଲି ପାରୁ ନାହାନ୍ତି।

ଟିଏମସି – ୧୩୦ରୁ ୧୪୦ ସିଟ୍ଟ

ବିଜେପି- ୧୫୦ରୁ ୧୬୦ ସିଟ୍ଟ

କଂଗ୍ରେସ- ୦ ସିଟ୍

ଲେଫ୍ଟ- ୦ ସିଟ୍

ଅନ୍ୟ- ୬ରୁ ୦ ସିଟ୍

ପୋଲ୍ ଅଫ ଏଜଜିଟ୍ ପୋଲ୍ସ

ପୋଲ୍ ଅଫ ଏଜଜିଟ୍ ପୋଲ୍ସ ଅନୁସାରେ, ଟିଏମସି ଓ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ।କାରଣ କାହାକୁ ବହୁମତ ମିଳୁ ନ ଥିବା ଏଥିରେ ଭବିଷ୍ୟତବାଣୀ କରାଯାଇଛି। ଟିଏମସି ୧୪୪ ସିଟ୍ ଜିତୁଥିବା ବେଳେ ବିଜେପି ଖାତାକୁ ୧୪୩ ସିଟ୍ ଯାଉଥିବା ପୂର୍ବାନୁମାନ କରାଯାଇଛି।  କଂଗ୍ରେସ ମାତ୍ର ୨ଟି ଏବଂ ଅନ୍ୟ ୫ ସିଟ୍ ଜିତିପାରେ ବୋଲି ଆକଳନ କରାଯାଇଛି।

ଟିଏମସି- ୧୪୪

ବିଜେପି- ୧୪୩

କଂଗ୍ରେସ- ୨

ଅନ୍ୟ- ୫

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ଟିଏମସି ୨୦୧୧, ୨୦୧୬ ଓ ୨୦୨୧ରେ ଲଗାତାର  ତୃତୀୟ ଥର ନିର୍ବାଚନ ଜିତିଥିଲା। ହେଲେ ଏଥର ଦଳ କ୍ଷମତାଚ୍ୟୁତ ହେବାର ଆଶଙ୍କା ରହିଛି। ୨୯୪ ସିଟ୍ ବିଶିଷ୍ଟ  ପଶ୍ଚିମବଙ୍ଗ ବିଧାନସଭାର ମ୍ୟାଜିକ ନମ୍ବର ହେଉଛି ୧୪୮।  ଗତ ନିର୍ବାଚନରେ ପ୍ରଥମ ଥର ଟିଏମସିକୁ ଟକ୍କର ଦେଇଥିଲା ବିଜେପି। ତଥାପି ଟିଏମସି ୨୧୫ ସିଟ୍ ଜିତି ପ୍ରଚଣ୍ଡ ବହୁମତ ସହ ସରକାର ଗଢିଥିଲା। ଆଉ ବିଜେପି ଯିଏ ୨୦୧୬ରେ ୩ ସିଟ୍ ଜିତିଥିଲା ତାହା ୨୦୨୧ରେ ୭୭ ସିଟ୍ ଜିତିଥିଲା। ହେଲେ ଏଥର ଫଳାଫଳ ଭିନ୍ନ ରହିପାରେ ବୋଲି ଏକଜିଟ୍ ପୋଲରେ ଆକଳନ କରାଯାଇଛି।

Tags: bjpTmcWestbengal
ShareTweetShareSend
Sanchar Live

Sanchar Live

Next Post
ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ବାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ବାଦଶ ପରୀକ୍ଷା ଫଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • NASM-SR ର ସଫଳ ‘ସାଲଭୋ ଲଞ୍ଚ’
  • ଲଦାଖ ଲେହରେ ଭୁକମ୍ପ ଅନୁଭୂତ
  • ଆଜି ଗୁଜୁରାଟ- RCB ମୁକାବିଲା
  • ମଧ୍ୟପ୍ରଦେଶ ଦୁର୍ଘଟଣା ଘଟଣା : ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ବାଦଶ ପରୀକ୍ଷା ଫଳ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.