Wednesday, May 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

କେନ୍ଦୁପତ୍ର ତୋଳାଳିଙ୍କୁ ପ୍ରତିଶୃତି ଦେଇ ବାରମ୍ବାର ପ୍ରତାରିତ କରୁଛି ବିଜେପି

Sanchar Live by Sanchar Live
August 6, 2024
in ରାଜନୀତି
0
କେନ୍ଦୁପତ୍ର ତୋଳାଳିଙ୍କୁ ପ୍ରତିଶୃତି ଦେଇ ବାରମ୍ବାର ପ୍ରତାରିତ କରୁଛି ବିଜେପି
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: କେନ୍ଦୁପତ୍ର ତୋଳାଳିଙ୍କୁ ପ୍ରତିଶୃତି ଦେଇ ବାରମ୍ବାର ପ୍ରତାରିତ କରୁଛି ବିଜେପି । କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ନେଇ ବିଜେଡିର ଦାବି ସମ୍ପର୍କରେ ଉପମୁଖ୍ଯମନ୍ତ୍ରୀ କେଭି ସିଂହଦେଓଙ୍କ ପ୍ରତିକ୍ରିୟାକୁ ନେଇ ବର୍ଷିଛି ବିଜେଡି ।

ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ବିଜେପି ନିର୍ବାଚନୀ ଇସ୍ତାହାର ପ୍ରଦାନ କରିଥିଲା ।  ତଥ୍ଯ ପ୍ରମାଣ ସହ ବିଜେଡି କହିଛି, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି କହିଥିଲା ସରକାରକୁ ଆସିଲେ କେନ୍ଦୁପତ୍ରରୁ ଜିଏସଟି ହଟିବ । ବରିଷ୍ଠ ବିଜେପି ନେତାମାନେ ମଧ୍ୟ ନିର୍ବାଚନ ପ୍ରଚାରରେ ସେହି କଥା କହିଥିଲେ ।

ହେଲେ ଏବେ ଉପମୁଖ୍ୟମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତଥ୍ୟ ଆଧାରିତ ନୁହେଁ।   ଏହା କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ବିରୋଧୀ । କେନ୍ଦ୍ରପତ୍ର ଉପରେ ଜିଏସଟି ଲାଗିବା ପୂର୍ବରୁ ଶତପ୍ରତିଶତ ବୋନସ ଦେଉଥିଲେ ପୂର୍ବ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଏସଟି ଲାଗୁ ହେବାପରେ କେନ୍ଦୁପତ୍ରରୁ ଲାଭ ହ୍ରାସ ପାଇଛି ।

ବିଜେଡି ସରକାର ଦେଇଥିବା ସାମାଜିକ ସୁରକ୍ଷା ସହାୟତା, ବିବାହ, ମୃତୁକାଳୀନ ସହାୟତା ଯୋଜନାର ସୁଫଳ ନୂଆ ସରକାର ପ୍ରଦାନ କରିବ ନାହିଁ । ଉପମୁଖ୍ଯମନ୍ତ୍ରୀଙ୍କ ବୟାନକୁ ଦୁର୍ଭାଗ୍ୟଜନକ କହିବଛି । ବିଡି କମ୍ପାନୀଙ୍କୁ ସୁହାଇବାକୁ  ବିଜେପି ପୂର୍ବରୁ ଜିଏସଟି ଛାଡ଼ କରିବାକୁ ପ୍ରତିଶୃତି ଦେଇଥିଲା କି ବୋଲି ବିଜେଡି ପ୍ରଶ୍ନ କରିଛି ।

Tags: bjdkendupatra
ShareTweetShareSend
Sanchar Live

Sanchar Live

Next Post
ମୁଖ୍ୟମନ୍ତ୍ରୀଙ୍କ ସହ ନୀତି ଆୟୋଗ ସି.ଇ.ଓଙ୍କ ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କ ସହ ନୀତି ଆୟୋଗ ସି.ଇ.ଓଙ୍କ ଆଲୋଚନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସହିଦ ନଗର ସବର ସାହିରେ ଛୁରା ମାଡ଼
  • ଟେବୁଲ ଟପ୍ପର ହେବାକୁ RCB ର ଲକ୍ଷ୍ୟ, ଆଗରେ କୋଲକାତା
  • ମହଙ୍ଗା ହେଲା ସୁନା ଓ ରୁପା
  • ଆଜି ଏହି ରାଶିକୁ ମିଳିବ ଶୁଭଫଳ
  • ପାକିସ୍ତାନରେ ଫୁଟିଲା ବୋମା, ଚାଲିଗଲା ୯ ଜୀବନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.