Thursday, June 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଧୁମ୍ରପାନଠୁ ଦୂର କରିବ କଦଳୀ…

Sanchar Live by Sanchar Live
July 11, 2025
in ଜୀବନ ଶୈଳୀ
0
ଧୁମ୍ରପାନଠୁ ଦୂର କରିବ କଦଳୀ…
0
SHARES
81
VIEWS
FacebookTwitter

କଦଳୀ ଖାଇବାକୁ କାହାକୁ ବା ଭଲ ନଲାଗେ। ଅନେକ ଲୋକଙ୍କର ପ୍ରିୟ ଫଳ ହେଉଛି କଦଳୀ। କଦଳୀ ଆମ ଶରୀର ଏବଂ ସ୍କିନ ପାଇଁ ବି ବହୁତ ଭଲ। ହେଲେ ଆପଣ ଜାଣନ୍ତି କି ? କଦଳୀ ଛଡାଇବ ଧୁମ୍ରପାନ। ଆଜ୍ଞା ହଁ, ଯଦି ଆପଣ ସ୍ମୋକିଙ୍ଗ ଛାଡିବାକୁ ଚେଷ୍ଟା କରୁଛନ୍ତି ? କଦଳୀ ଏଥିରେ ଆପଣଙ୍କୁ ସାହାଯ୍ୟ କରିପାରିବ । କଦଳୀରେ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ମିଶ୍ରଣ ଯୋଗୁ ନିକୋଟିନ୍ ଲାଳସାକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ । କଦଳୀରେ ପ୍ରାକୃତିକ ଚିନି ଥାଏ, ଯେଉଁଥିରେ ଆପଣଙ୍କୁ ଇନ୍‌ଷ୍ଟାଣ୍ଟ ଏନର୍ଜି ମିଳିଥାଏ। ଯାହାଦ୍ୱାରା ଜଣେ ଶୀଘ୍ର ଧୁମ୍ରପାନ ଛାଡିଦେଇଥାଏ।

ଠିକ ସେହିପରି ପୋଟାସିୟମ ହାର୍ଟ ପାଇଁ ବହୁତ ଭଲ । ଯାହା କଦଳୀରେ ଭରପୁର ମାତ୍ରାରେ ରହିଥାଏ । ଏହି ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ ଆପଣଙ୍କ ରକ୍ତଚାପକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ ଯାହା ଫଳରେ ଆପଣଙ୍କ ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ । ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ମଧ୍ୟ ଶୀରରକୁ ଆବଶ୍ୟକ । ଆମ ଶରୀର ପାଇଁ କଦଳୀ ବେଶ ଗୁଣକାରୀ । ପ୍ରତିଦିନ ଦୁଇଟି କଦଳୀ ଖାଇବା ଦ୍ବାରା ଶରୀର ଉପରେ ଏହାର ବଡ଼ ପ୍ରଭାପ ପଡିଥାଏ ।

ନ୍ୟାସନାଲ ଲାଇବ୍ରେରୀ ଅଫ୍‌ ମେଡିସିନ୍‌ ଦ୍ବାରା କରଯାଇଥିବା ଅଧ୍ୟୟନ ଅନୁସାରେ, କଦଳୀରେ ଫେନୋଲିକ ଏସିଡ୍‌ ଏବଂ ଫ୍ଲାଭୋନଏଡ୍ସ ବାୟୋଏକ୍ଟିଭ୍‌ ପରି ଜୈବିକ ଭରପୁର ମାତ୍ରାରେ ରହିଛି । ଏଥିରେ ଗୁଣକାରୀ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିରାଡିକାଲ୍ ଗୁଣ ଅଛି ଯାହା ଶରୀରକୁ ଅକ୍ସିଡେଟିଭ୍ ଚାପରୁ ରକ୍ଷା କରିବାରେ ସାହାଯ୍ୟ କରେ । କଣ ଆପଣ ଚାପଗ୍ରସ୍ତ ଏବଂ ଉଦାସ ଅନୁଭବ କରୁଛନ୍ତି କି ? ଏହାର କାରଣ ଆଇରନ୍‌ ଅଭାବ ହୋଇଥାଇପାରେ । କଦଳୀରେ ପ୍ରଚୁର ଆଇରନ ଥାଏ ଯାହା ଆପଣଙ୍କ ଶରୀରକୁ ଅଧିକ ଲାଲ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରେ ।

Tags: helthtipslifestyleodishasmoking
ShareTweetShareSend
Sanchar Live

Sanchar Live

Next Post
ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବେଦୀରେ ବସିବା ପରେ ବଦଳିଗଲା ବରର ମନ
  • ଶ୍ରୀମନ୍ଦିରରେ ହେବ ଇ- ହୁଣ୍ଡି ବ୍ୟବସ୍ଥା
  • ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡିଲେ ବିରାଟ
  • ଆଜି ପୁଣି କମିଲା ସୁନା ଦର, ଜାଣନ୍ତୁ କେତେ?
  • ବିହାରରେ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୩ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.