Friday, July 17, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କାଲିଠୁ ଅମରନାଥ ଯାତ୍ରା, ଜମ୍ମୁରେ ପହଞ୍ଚିଲେ ଶ୍ରଦ୍ଧାଳୁ

Sanchar Live by Sanchar Live
July 2, 2025
in ଭାରତ
0
କାଲିଠୁ ଅମରନାଥ ଯାତ୍ରା, ଜମ୍ମୁରେ ପହଞ୍ଚିଲେ ଶ୍ରଦ୍ଧାଳୁ

Oplus_131072

0
SHARES
28
VIEWS
FacebookTwitter

ଆସନ୍ତା କାଲି ଅର୍ଥାତ୍ ଜୁଲାଇ ୩ରୁ ଆରମ୍ଭ ହେଉଛି ପବିତ୍ର ଅମରନାଥ ଯାତ୍ରା । ଏଥିପାଇଁ ପ୍ରଥମ ଦଳ ଆଜି ଜମ୍ମୁ ବେସ୍ କ୍ୟାମ୍ପରେ ପହଞ୍ଚିଛନ୍ତି । ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

ଆସନ୍ତା କାଲି ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପାଇଁ ଜମ୍ମୁର ରାମବନସ୍ଥିତ ଚନ୍ଦରକୋଟ୍ ଲାଙ୍ଗର ସ୍ଥଳରେ ଶ୍ରଦ୍ଧାଳୁମାନେ ପହଞ୍ଚିବାରେ ଲାଗିଛନ୍ତି । ଗୁରୁବାରଦିନ ସେଠାରୁ ପ୍ରଥମ ଦଫାରେ ପ୍ରାୟ ୫୮୯୨ ଜଣ ଶ୍ରଦ୍ଧାଳୁ ଯାତ୍ରାରମ୍ଭ କରିବେ ।

ଗୁରୁବାରଦିନ ପ୍ରଥମ ଦଫାରେ ପ୍ରାୟ ୫୮୯୨ ଜଣ ଶ୍ରଦ୍ଧାଳୁ ଯାତ୍ରାରମ୍ଭ କରିବେ । ଏହି ଯାତ୍ରା ପାଇଁ ଦୁଇଟି ବେସ କ୍ୟାମ୍ପ ଅନନ୍ତନାଗ ଜିଲ୍ଲାର ପହଲଗାମ ଓ ଗନ୍ଦରବଲ ଜିଲ୍ଲାର ବଲତାଲରେ ସ୍ଥାପନ କରାଯାଇଛି । ଶ୍ରଦ୍ଧାଳୁମାନେ ଏହି ବେସ କ୍ୟାମ୍ପରେ ପହଞ୍ଚିବା ପରେ ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରାରମ୍ଭ କରିବେ ।

ଏହି ଯାତ୍ରା ପାଇଁ ଦୁଇଟି ବେସ କ୍ୟାମ୍ପ ଅନନ୍ତନାଗ ଜିଲ୍ଲାର ପହଲଗାମ ଓ ଗନ୍ଦରବଲ ଜିଲ୍ଲାର ବଲତାଲରେ ସ୍ଥାପନ କରାଯାଇଛି । ଶ୍ରଦ୍ଧାଳୁମାନେ ଏହି ବେସ କ୍ୟାମ୍ପରେ ପହଞ୍ଚିବା ପରେ ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରାରମ୍ଭ କରିବେ । ପହଲଗାମର ନୁନଓ୍ବାନ ବେସ କ୍ୟାମ୍ପରୁ ୩୪୦୩ ଜଣ ଶ୍ରଦ୍ଧାଳୁ ଓ ବଲତାଲ ବେସ କ୍ୟାମ୍ପରୁ ୨୪୮୯ ଜଣ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରିବେ ।

Tags: amarnath jatraJammukashmir
ShareTweetShareSend
Sanchar Live

Sanchar Live

Next Post
ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆକ୍ରମଣରେ ୪୫ ଜଣ ପାକିସ୍ତାନୀ ସେନାଙ୍କ ମୃତ୍ୟୁ
  • ଭକ୍ତଙ୍କୁ ରଥରୁ ଚାହିଁଛି କାଳିଆ
  • କିଡନୀ ଷ୍ଟୋନ୍ ଏବଂ କଫି ମଧ୍ୟରେ ସମ୍ପର୍କ, ଜାଣନ୍ତୁ ଅଜଣା କଥା
  • ପ୍ରେମ ପାଇଁ ଜୀବନ ହାରିଦେଲେ ନର୍ସ
  • ଫିଫା ବିଶ୍ୱକପ: ଫାଇନାଲରେ ସ୍ପେନ୍

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.