Wednesday, August 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଅଭିଷେକ ନାୟର କେକେଆରର ନୂଆ କୋଚ୍

Sanchar Live by Sanchar Live
October 26, 2025
in କ୍ରୀଡ଼ା
0
ଅଭିଷେକ ନାୟର କେକେଆରର ନୂଆ କୋଚ୍
0
SHARES
14
VIEWS
FacebookTwitter

ସଂଚାର ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲର ଆଗାମୀ ସିଜିନ୍ ପାଇଁ ସବୁ ଦଳର ସେମାନଙ୍କର ବିଭିନ୍ନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଖେଳାଳିଠୁ ଆରମ୍ଭ କରି କୋଚ୍ ଏବଂ ଷ୍ଟାଫ୍ ମଧ୍ୟ ପରିବର୍ତ୍ତନ କରୁଛନ୍ତି । ସେହି ଅନୁସାରେ ଶାହାରୁଖ ଖାନଙ୍କ କୋଲକାତା ନାଇଟ ରାଇଡର୍ସ ତାର କୋଚ୍ ପରିବର୍ତ୍ତନ କରିଛି ।

ପୂର୍ବରୁ କେକେଆରର କୋଚ୍ ଥିଲେ ପୂର୍ବତନ ଖେଳାଳି ଚନ୍ଦ୍ରକାନ୍ତ ପଣ୍ଡିତ । ଏବେ ତାଙ୍କ ସ୍ଥାନରେ ଅନ୍ୟତମ ପୂର୍ବତନ ଖେଳାଳି ଅଭିଷେକ ନାୟରଙ୍କୁ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ବ ଦିଆଯାଇଛି । ଗତ ସିଜିନରେ କେକେଆରର ପ୍ରଦର୍ଶନ ଖରାପ ଥିଲା । ତେଣୁ କୋଚ୍ ବଦଳାଇବାର ନିଷ୍ପତ୍ତି ନିଆଯାଇଛି । ଅବଶ୍ୟ ଚନ୍ଦ୍ରକାନ୍ତ ପଣ୍ଡିତ ନିଜ ଆଡୁ କେକେଆର ସହିତ ତାଙ୍କ ସମ୍ବନ୍ଧ ତୁଟାଇ ଥିଲେ ।

ଆଗାମୀ ନଭେମ୍ବର ୧୫ ତାରିଖ ସୁଦ୍ଧା ଆଇପିଏଲ୍ ଟିମ ସବୁ ସେମାନଙ୍କ ତାଲିକା ଦେବେ । କାହାକୁ ରଖିଲେ ଓ କାହାକୁ ବିଦା କଲେ ତାର ତାଲିକା ପ୍ରଦାନ କରିବେ । ତେଣୁ ବିଭିନ୍ନ ଦଳ ସେମାନଙ୍କ ଟିମରେ ପରିବର୍ତ୍ତନ କରୁଛନ୍ତି ।

Tags: Abhishek nayaripl 2025Kkr
ShareTweetShareSend
Sanchar Live

Sanchar Live

Next Post
ବାତ୍ୟା ପୂର୍ବରୁ ରାଜ୍ୟରେ ପୁଣି ଆଳୁ ସଙ୍କଟ: ଗୋଦାମରୁ ଆଳୁ ଉଭାନ

ବାତ୍ୟା ପୂର୍ବରୁ ରାଜ୍ୟରେ ପୁଣି ଆଳୁ ସଙ୍କଟ: ଗୋଦାମରୁ ଆଳୁ ଉଭାନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଯଦି ଆପଣଙ୍କ ଗାଡିର ବୀମା ନାହିଁ, ତେବେ ତୁରନ୍ତ କରାଇ ନିଅନ୍ତୁ…
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ଚିତାଲାଗି ନୀତି
  • ଆଜିଠୁ ଲଘୁଚାପ: ପୁଣି ରାଜ୍ୟରେ ବଡ଼ ବର୍ଷା
  • ଆଜି ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଘରୁ ବାହାରିବା ପୂର୍ବରୁ ସତର୍କ ରୁହନ୍ତୁ….
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଏକ୍ ଭାରତ ଓ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସଫଳ କରିବା ଆମର ଲକ୍ଷ୍ୟ: ଜଗନ୍ନାଥ ପ୍ରଧାନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.