ସଂଚାର ବ୍ୟୁରୋ: ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ବିପୁଳ ରୁପା ଓ ରୁପା ଅଳଂକାର l ସମ୍ବଲପୁର ଝୁରିପଡା ନିକଟରୁ ଶହେ କେଜିରୁ ଅଧିକ ରୂପା ସିଜ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ରୂପା ଅଳଙ୍କାର କିଏ କେଉଁ ସ୍ଥାନକୁ ନେଉଥିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ଜିଏସଟି ବିଭାଗ ଖୋଳତାଡ଼ ଆରମ୍ଭ କରିଛି । ତେବେ କାର ପଛପଟ କାହିଁକି ଏତେ ରୂପା ରଖା ଯାଇଥିଲା ତାହା ସ୍ପଷ୍ଟ ହୋଇନି । ସମ୍ବଲପୁର ସହରରୁ ରେଙ୍ଗାଲି ଦେଇ କେଉଁ ସ୍ଥାନକୁ ନିଆ ଯାଉଥିଲା, ଜିଏସଟି ଫାଙ୍କି ଏହି ୱୁ ରୁପା ଚାଲାଣ କରାଯାଉଥିଲା କି ? ସେ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି ଜିଏସଟି ବିଭାଗ ।