Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ମହିଳା ଟି-୨୦ ବଶ୍ବକପ : ଆଜିଠୁ ଭାରତର ଅଭିଯାନ ଆରମ୍ଭ

Sanchar Live by Sanchar Live
October 4, 2024
in କ୍ରୀଡ଼ା
0
ମହିଳା ଟି-୨୦ ବଶ୍ବକପ : ଆଜିଠୁ ଭାରତର ଅଭିଯାନ ଆରମ୍ଭ
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ମହିଳା ଟି-୨୦ ବଶ୍ବକପରେ ଟିମ ଇଣ୍ଡିଆ ଆଜିଠାରୁ ଅଭିଯାନ ଆରମ୍ଭ କରିବ। ଆଜି ନୁଜିଲାଣ୍ଡକୁ ଭେଟିବ ଭାରତ। ଗତବର୍ଷ ଭାରତ ସେମିଫାଇନାଲରେ ପରାଜିତ ହୋଇଥିଲା। ମହିଳା କ୍ରିକେଟରେ ଭାରତ ଏକ ଶକ୍ତିଭାବେ ବିବେଚିତ ହେଉଥିଲେ ମଧ୍ୟ ସୀମିତ ଓଭରରେ ଆଦୌ ଟାଇଟଲ ନ ଜିତିବା ଦଳକୁ ଶୀର୍ଷସ୍ଥାନକୁ ନେଇପାରି ନାହିଁ। ଅମୋଲ ମଜୁମଦାର ପ୍ରଶିକ୍ଷକ ଦାୟିତ୍ୱ ନେବା ପରେ ଚାପକୁ କିପରି ମୁକାବିଲା କରିବାକୁ ହେବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି। ଖେଳାଳିମାନଙ୍କୁ ମନସ୍ତତ୍ତ୍ୱବିତ୍‌‌ଙ୍କ ସହାୟତାରେ ପ୍ରସ୍ତୁତ କରିଛନ୍ତି। ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରିଛନ୍ତି। ତଥାପି ଦଳ ଏସିଆ କପ୍‌‌ ଫାଇନାଲରେ ଶ୍ରୀଲଙ୍କା ନିକଟରୁ ପରାଜିତ ହେବା ଦଳର ଆତ୍ମବିଶ୍ୱାସକୁ ଆଘାତ ପହଞ୍ଚାଇଛି। ଏହି ମ୍ୟାଚ୍‌‌ରେ ହାରିବା ପରେ ଭାରତ ଏବେ ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଯାଉଛି।

ଭାରତ ଆଜି ଗ୍ରୁପ୍‌‌-ଏ’ରେ ପ୍ରଥମ ମ୍ୟାଚ୍‌‌ ନ୍ୟୁଜିଲାଣ୍ଡ ସହ ଖେଳିବ। ଚଳିତବର୍ଷ ଭାରତ ଏହି ପ୍ରତିଯୋଗିତାର ଦୁଇ ଶକ୍ତିଶାଳୀ ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ୩ ଥର ଲେଖାଏଁ ପରାସ୍ତ କରିଛି। ଚେନ୍ନଇରେ ଦଳ ଦକ୍ଷିଣ ଆଫ୍ରିକା ପ୍ରଦତ୍ତ ୧୯୦ ପ୍ଲସ୍‌‌ ଟାର୍ଗେଟକୁ ହାସଲ କରିଛି। କହିବାକୁ ଗଲେ ଦଳ ଭଲ ଫର୍ମରେ ରହିଛି। ଗତ ବିଶ୍ୱକପ୍‌‌ ଖେଳିଥିବା ଭାରତୀୟ ଦଳର ୧୦ଜଣ ଖେଳାଳି ଏଥର ସ୍ଥାନ ବଜାୟ ରଖିଛନ୍ତି। ଏଭଳି ସ୍ଥିତିରେ ଭାରତ ନିକଟରେ ଯେପରି ଅଭିଜ୍ଞତା ରହିଛି, ସେହିପରି ପ୍ରତିଭା ମଧ୍ୟ ଅଛି। ଏଣୁ ହରମନପ୍ରୀତ କୌର କିପରି ନିଜର ଖେଳାଳିମାନଙ୍କୁ ବ୍ୟବହାର କରିବେ ତାହା ଟୁର୍ଣ୍ଣାମେଣ୍ଟରେ ଜଣାପଡ଼ିବ।

Tags: indianewslandWoman t20 world cup
ShareTweetShareSend
Sanchar Live

Sanchar Live

Next Post
ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ଦୁର୍ଗନ୍ଧଯୁକ୍ତ ପଚା ଘିଅର ବ୍ୟବହାରକୁ ନେଇ ସେବାୟତ ମହଲରେ ଅସନ୍ତୋଷ

ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ଦୁର୍ଗନ୍ଧଯୁକ୍ତ ପଚା ଘିଅର ବ୍ୟବହାରକୁ ନେଇ ସେବାୟତ ମହଲରେ ଅସନ୍ତୋଷ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.