Thursday, March 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ୱେଟ୍ ଲସ୍ ପାଇଁ ଲାଭଦାୟକ ହୋଇପାରେ ମୁଢ଼ି

Sanchar Live by Sanchar Live
October 2, 2024
in ଜୀବନ ଶୈଳୀ
0
ୱେଟ୍ ଲସ୍ ପାଇଁ ଲାଭଦାୟକ ହୋଇପାରେ ମୁଢ଼ି
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ସମସ୍ତେ ସ୍ନାକ୍ସ ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକ ଚା’ ସହିତ ସ୍ନାକ୍ସ ଖାଇବାକୁ ପସନ୍ଦ କରନ୍ତି ତ କିଛି ଲୋକ ଅଫିସରେ କାମ କରିବା ସମୟରେ ସ୍ନାକ୍ସ ଖାଇବାକୁ ପସନ୍ଦ କରନ୍ତି । ତେବେ ସ୍ନାକ୍ସରେ ପ୍ରାୟ ଲୋକେ ଚଟପଟା ଏବଂ ନମକିନ ଜିନିଷ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ନିଜ ସ୍ନାକ୍ସରେ ହେଲ୍ଦି ଜିନିଷ ମଧ୍ୟ ସାମିଲ କରିପାରିବେ ଯାହା ଦ୍ୱାରା ଆପଣଙ୍କ ଶରୀର ଏନର୍ଜି ପାଇବ ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହୁଏ ।

ଏଥିପାଇଁ ଆପଣ ମୁଢ଼ି଼କୁ ସ୍ନାକ୍ସ ଭାବରେ ଖାଇପାରିବେ । ଏହା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ବ୍ୟତୀତ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ମୁଢ଼ିରେ କମ୍ କ୍ୟାଲୋରୀ ଏବଂ ଅଧିକ ଫାଇବର ରହିଥାଏ, ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ । ଫାଇବରରେ ଭରପୂର ଜିନିଷ ଖାଇବା ଦ୍ୱାରା ପେଟ ବହୁତ ସମୟ ପର୍ଯ୍ୟନ୍ତ ଫୁଲ୍ ଲାଗିଥାଏ ଯାହା ୱେଟ ଲସ୍ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ମୁଢ଼ି ଆମ ହଜମ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ, ବିଶେଷତଃ ଯେତେବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ସଠିକ୍ ତେଲ ଏବଂ ମସଲା ବ୍ୟବହାର କରାଯାଏ ତେବେ ଆପଣ ଏହାକୁ ନିଜ ଡାଏଟରେ ମଧ୍ୟ ସାମିଲ କରିପାରିବେ ।

ସ୍ନାକ୍ସ:
ଆପଣ ସ୍ନାକ୍ସ ଭାବରେ ମଧ୍ୟ ସିଧାସଳଖ ମୁଢ଼ି ଖାଇପାରିବେ । ଆପଣ ଟିକେ ଲୁଣ ଏବଂ ଲଙ୍କା ଗୁଣ୍ଡ ମିଶାଇ ଏହାକୁ ସ୍ୱାଦିଷ୍ଟ କରି ସ୍ନାକ୍ସ ଭାବରେ ଖାଇପାରିବେ । ଯେଉଁ ଲୋକମାନଙ୍କୁ ମସଲାଯୁକ୍ତ ଖାଦ୍ୟ ପସନ୍ଦ ନୁହେଁ ସେମାନେ ଏଭଳି ମୁଢ଼ି ଖାଇପାରିବେ ।

ପୋହା:
ଯେଉଁ ଲୋକମାନଙ୍କୁ ମସଲାଯୁକ୍ତ ଖାଦ୍ୟ ପସନ୍ଦ ସେମାନେ ମୁଢ଼ିରେ ପୋହା ତିଆରି କରି ମଧ୍ୟ ଖାଇପାରିବେ । ଏହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ । ଗରମ ତେଲରେ ପିଆଜ, କଞ୍ଚାଲଙ୍କା, ସୋରିଷ, ଭୃସଙ୍ଗ ପତ୍ର ଏବଂ ଆପଣଙ୍କ ପ୍ରିୟ ମସଲା ମିଶାଇ ସୁସ୍ୱାଦୁ ପୋହା ତିଆରି କରିପାରିବେ । କିନ୍ତୁ ଗୋଟିଏ ଜିନିଷ ଧ୍ୟାନରେ ରଖନ୍ତୁ ସବୁବେଳେ ତେଲ, ମସଲା କମ୍ ପରିମାଣରେ ବ୍ୟବହାର ଉଚିତ ।

ମୁଢ଼ି ଚାଟ୍:
ଯଦି ଆପଣ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି, ତେବେ ଆପଣ ମୁଢ଼ି ଚାଟ୍ ତିଆରି କରି ଏହାକୁ ଖାଇପାରିବେ । ଏଥିପାଇଁ ଆପଣ ମୁଢ଼ିରେ ସିଝା ଆଳୁ, ପିଆଜ, ଟମାଟୋ, ଗ୍ରୀନ ଚଟନି, ଇମଲି ଚଟନି ଏବଂ ଚାଟ୍ ମସଲା ମିଶାଇ ଦିଅନ୍ତୁ । ଏହା ପରେ ମୁଢ଼ି ଚାଟର ମଜା ନିଅନ୍ତୁ ।

Tags: lifestylemudhi
ShareTweetShareSend
Sanchar Live

Sanchar Live

Next Post
ଆଜି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ

ଆଜି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.