Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ସ୍ତ୍ରୀ କଳା ବୋଲି ମାଡ଼ମାରି ଘରୁ ତଡ଼ିଦେଲା ସ୍ବାମୀ

Sanchar Live by Sanchar Live
September 25, 2024
in ଅପରାଧ
0
ସ୍ତ୍ରୀ କଳା ବୋଲି ମାଡ଼ମାରି ଘରୁ ତଡ଼ିଦେଲା ସ୍ବାମୀ
0
SHARES
17
VIEWS
FacebookTwitter

ସଂଚାର ବ୍ୟୁରୋ: ସ୍ତ୍ରୀ କଳା ବୋଲି ମାଡ଼ମାରି ଘରୁ ତଡ଼ିଦେଲା ସ୍ବାମୀ । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଚାଞ୍ଚଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ଅନୁସାରେ, ଗତ ଜୁଲାଇ ମାସରେ କିଶୋର ଦଳାଇ ଭଦ୍ରେଶ୍ୱର ଥାନା ଅଞ୍ଚଳର ମାନସୀ ପାତ୍ରଙ୍କୁ ବିବାହ କରିଥିଲେ । ବାପାମାଆଙ୍କ ପସନ୍ଦ ଅନୁସାରେ ମାନସୀଙ୍କ ହାତ ଧରିଥିଲେ କିଶୋର । ହେଲେ ସ୍ତ୍ରୀ କଳା ହୋଇଥିବାରୁ ବିବାହ ପରଠୁ କିଶୋର ତାଙ୍କୁ ଘୃଣା କରିବା ଆରମ୍ଭ କରିଥିଲେ । ବାରମ୍ବାର ସ୍ତ୍ରୀଙ୍କୁ କଳା ଓ ଅସୁନ୍ଦର କହି ନିର୍ଯାତନା ଦେଉଥିଲେ । ଅନେକ ସମୟରେ ମାଡ଼ ମଧ୍ଯ ମାରିଥିବା ଅଭିଯୋଗ ହୋଇଛି । ଦୁଇଦିନ ତଳେ ପୁଅର ପ୍ରରୋଚନାରେ ଶାଶୂଶ୍ବଶୁର ମଧ୍ଯ ବୋହୂକୁ ମାଡ଼ମାରି ଘରୁ ବାହାର କରିଦେଇଥିଲେ । ଏନେଇ ମାନସୀ ଥାନାରେ ଅଭିଯୋଗ କରି ନ୍ଯାୟ ମାଗିଛନ୍ତି । ବିବାହ ଏକ ପବିତ୍ର ସମ୍ପର୍କ । ହୋମ ନିଆଁ ଆଗରେ ହାତଗଣ୍ଠି ଓ ସାତଘେରା ସାତଜନମ ସମ୍ପର୍କର ସାକ୍ଷୀ । ହେଲେ ସ୍ତ୍ରୀ କଳା ହେଲା ବୋଲି ସ୍ବାମୀ ଘରୁ ତଡ଼ିଦେବା ଯେତିକି ନିନ୍ଦନୀୟ ସେତିକି ପ୍ରଶ୍ନବାଚୀ । ପ୍ରଶ୍ନ ଉଠୁଛି ମାନସୀଙ୍କୁ ବିବାହ କରିବା ଆଗରୁ ଦେଖିନଥିଲେ କି କିଶୋର । ଯଦି ଦେଖିଥିଲେ ସେତେବେଳେ କାହିଁକି ବିବାହ ପାଇଁ ମନା କରିନଥିଲେ । ବାହାଘର ଆଗରୁ ବାପାମାଆ ପୁଅକୁ ଝିଅ ପସନ୍ଦ କି ନାହିଁ ପଚାରିନଥିଲେ କି । ପୁଅ ଯଦି ରାଜି ନଥିଲା ତେବେ କାହିଁକି ବାଧ୍ଯକରି ବିବାହ କରାଯାଇଥିଲା । ଗୋଟିଏ ଝିଅର ଜୀବନ ନଷ୍ଟ କାହିଁକି କରାଗଲା ବୋଲି ପ୍ରଶ୍ନ ଉଠିଛି । ତେବେ ଏନେଇ ପୁଅପକ୍ଷର ପ୍ରତିକ୍ରିୟା ମିଳିପାରିନି ।

Tags: bhubaneswarcrimeodisha
ShareTweetShareSend
Sanchar Live

Sanchar Live

Next Post
ପୟରା ଗାଁରେ ମାଙ୍କଡ ଆତଙ୍କ

ପୟରା ଗାଁରେ ମାଙ୍କଡ ଆତଙ୍କ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.