Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ମଞ୍ଚେଶ୍ବର ଥାନା ଅଞ୍ଚଳରେ ବାଲ୍ଯ ବିବାହ ରୋକିଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ମଙ୍ଗଳ ସଂଗଠନ

Sanchar Live by Sanchar Live
September 13, 2024
in ଅପରାଧ, ଓଡିଶା
0
ମଞ୍ଚେଶ୍ବର ଥାନା ଅଞ୍ଚଳରେ ବାଲ୍ଯ ବିବାହ ରୋକିଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ମଙ୍ଗଳ ସଂଗଠନ
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରେ ବାଲ୍ଯ ବିବାହ ରୋକିଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ମଙ୍ଗଳ ସଂଗଠନ । କନ୍ୟାର ପିତାମାତା ଆନ୍ଧ୍ରପ୍ରଦେଶ କୋଲାର ଜିଲ୍ଲାର ୩୦ ବର୍ଷୀୟ ସୁନିଲ କୁମାର ପାତ୍ରଙ୍କ ସହ ପାଣ୍ଡରା ଜଗନ୍ନାଥ ମନ୍ଦିରରେ କରାଯିବାର ବ୍ୟବସ୍ଥା କରିଥିଲେ । ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକଙ୍କ ଠାରୁ ସୂଚନା ପାଇ ବିଏମସି ୩ର ବାଲ୍ୟ ବିବାହ ନିରୋଧ ଅଧିକାରୀ ସଂଗୀତା ପାଢ଼ୀ, ରୁଚିକା ସମାଜ ମଙ୍ଗଳ ସଂଗଠନର ସ୍ୱେଚ୍ଛାସେବୀ ଶିବାନୀ ନାୟକ, ହରପ୍ରିୟା ପତି, ଓ ବିଏମସି. ୩ର ଅଙ୍ଗନବାଡ଼ି ସୁପରଭାଇଜର ଅନନ୍ୟା ଜେନା, ଅଙ୍ଗନବାଡ଼ି କର୍ମୀ ସୁଜାତା ଦାସ, ଆଶାକର୍ମୀ ଚନ୍ଦନା ଚଇନି, ଚାଇଲ୍ଡ ଲାଇନ କର୍ମୀ ପିଣ୍ଟୁ ମଲ୍ଲିକ ଓ ନିତୁ ସିଂ ଘଟଣା ସ୍ଥଳରେ ପହଞ୍ଚି ମଞ୍ଚେଶ୍ୱର୍ ପୋଲିସ ସହାୟତାରେ ଏହି ବାଲ୍ୟ ବିବାହ ବନ୍ଦ କରିବା ସହ ୧୫ ବର୍ଷର ନାବାଳିକାକୁ ଉଦ୍ଧାର କରିଥିଲେ । ଏନେଇ ମଞ୍ଚେଶ୍ବର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ନାବାଳିକାଙ୍କୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ହାଜର କରାଯାଇ ବିଶ୍ୱ ଜୀବନ ସେବା ସଂଘ ଓପନ ସେଲଟରରେ ରଖାଯାଇ କାଉନସେଲିଂ କରାଯାଉଛି ।

Tags: bhubaneswarchild marrige
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ କେମିତି କଟିବ ଆଜି ?

ଜାଣନ୍ତୁ କେମିତି କଟିବ ଆଜି ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଖେଳୁଥିବା ସମୟରେ ପୋଖରୀରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ
  • ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କୁ ଦୁଷ୍କର୍ମ
  • ସୁନା-ରୂପା କିଣିବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ ସହରରେ କଣ ରହିଛି ଦାମ..

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.