Saturday, September 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…

Sanchar Live by Sanchar Live
September 12, 2026
in ଭାରତ
0
କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
0
SHARES
11
VIEWS
FacebookTwitter

ଫେସବୁକରୁ ଇନଷ୍ଟାଗ୍ରାମ, ହ୍ବାଟ୍ସଆପରୁ ଏକ୍ସ । ମୋବାଇଲ୍ ଖୋଲିବା ମାତ୍ରେ ଏମିତି ଲାଗୁଛି ଯେମିତି ଆମେ ୮୦ ଦଶକକୁ ଚାଲିଯାଇଛେ । ଆଉ ସମେସ୍ତ ଏଭଳି ଫଟୋ ପଛରେ ବାଇଆ ହୋଇଛନ୍ତି । ନିଜର ସାଥୀ ଏବଂ ନିଜର ଫଟୋକୁ ଏଭଳି କରୁଥିବା ଦେଖିବାକୁ ମିଳିଛି । ଯେଉଁଥିରୁ ବାଦ୍ ପଡ଼ିନାହାନ୍ତି ବଡ଼ ବଡ଼ ସେଲିବ୍ରିଟି ଏବଂ ରାଜନେତା । ମୁଖ୍ୟତଃ ଆଧୁନିକ ଯୁଗ ଭିତରେ ଆମେ ୮୦ ଦଶକରେ କେମିତି ଦେଖାଯାଇଥାନ୍ତେ ଏହାକୁ ଦେଖିବା ପାଇଁ ଏବେ ସମସ୍ତଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଥିବାବେଳେ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି ।

ସେପଟେ ଅନେକ ଏହା କିପରି ତିଆରି କରାଯାଉଛି ତାହା ଜାଣିନଥିବା ମଧ୍ୟ କହୁଛନ୍ତି । ଆଉ ଅନ୍ୟକୁ ନିଜର ଫଟୋକୁ ପଠାଇ ମୋର ଟିକେ ତୋ ଭଳି ଫଟୋ ବନାଇଦେ ବୋଲି ଅନୁରୋଧ କରୁଛନ୍ତି । ତେବେ ଏଥିପାଇଁ କୌଣସି ଟଙ୍କା କିମ୍ବା ଏଡିଟିଙ୍ଗ୍ ଶିଖିବାର ଆବଶ୍ୟକ ନାହିଁ । ଆପଣ ମଧ୍ୟ ନିଜ ମୋବାଇଲରେ ତିଆରି କରିପାରିବେ । ତେବେ ଏହି ଟ୍ରେଣ୍ଡରେ କେବଳ ଫଟୋରେ କୌଣସି ପୁରୁଣା ଫିଲ୍ଟର୍ ଲଗାଯାଉ ନାହିଁ, ବରଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାୟତାରେ ବ୍ୟକ୍ତିଙ୍କ ମୂଳ ଚେହେରାକୁ ଅକ୍ଷୁର୍ଣ୍ଣ ରଖି ପୋଷାକ, ହେୟାରଷ୍ଟାଇଲ୍, ଗହଣା ଏବଂ ପୁରୁଣା ଜମାନାର ବ୍ୟାକଗ୍ରାଉଣ୍ଡକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦିଆଯାଉଛି । ତେବେ ଆପଣ ମଧ୍ୟ କିପରି ମାଗଣାରେ ଏଭଳି ସୁନ୍ଦର ଫଟୋ ତିଆରି କରିପାରିବେ, ଆସନ୍ତୁ ଜାଣିବା।

କିପରି ତିଆରି କରିବେ ଏହି ରେଟ୍ରୋ ଫଟୋ?

ଏଥିପାଇଁ ଆପଣଙ୍କୁ କୌଣସି ପ୍ରଫେସନାଲ୍ ଫଟୋ ଏଡିଟିଂ ଜ୍ଞାନର ଆବଶ୍ୟକତା ନାହିଁ । ଆପଣ କେବଳChatGPTବ୍ୟବହାର କରି ଏହା କରିପାରିବେ । ପ୍ରଥମେ ChatGPT କୁ ଖୋଲନ୍ତୁ ଏବଂ ନିଜର ଏକ ସ୍ପଷ୍ଟ ଫଟୋ ଅପ୍ଲୋଡ୍ କରନ୍ତୁ । ଏହାପରେ ତଳେ ଦିଆଯାଇଥିବା ପ୍ରମ୍ପ୍ଟ (Prompts) ଗୁଡ଼ିକୁ କପ୍ କରି ଚାଟ୍ ବକ୍ସରେ ପେଷ୍ଟ କରନ୍ତୁ ।

କ୍ଲାସିକ୍ ବଲିଉଡ୍ ହିରୋଇନ୍ ଲୁକ୍ ପାଇଁ

“Transform this photo into a classic 1980s Bollywood heroine portrait. Keep the person’s facial features, face shape, skin tone and identity unchanged. Give her voluminous 1980s hair, expressive eyes, a traditional silk saree, gold earrings and soft studio makeup. Use warm vintage studio lighting, subtle film grain and slightly faded colours. Make it look like an authentic Indian film photograph from the 1980s, without modern objects or styling.”

ରେଟ୍ରୋ ବଲିଉଡ୍ ହିରୋ ଲୁକ୍ ପାଇଁ

“Transform this photo into a classic 1980s Bollywood hero portrait. Preserve the person’s facial features and identity. Add neatly styled 1980s hair, a thick moustache, a tucked-in shirt, high-waisted trousers anda vintage watch. Use warm studio lighting, soft shadows, slightly faded colours and realistic 35mm film grain.Make the image look like a genuine 1980s Indian cinema publicity photograph.”

ପୁରୁଣା ଫ୍ୟାମିଲି ଆଲବମ୍ ଫଟୋ ପାଇଁ

“Recreate my uploaded photo as an authentic Indian family photograph from the mid-1980s. Keep my face, identity and natural expression recognisable and unchanged. Give me clothing, hairstyle and styling appropriate for an Indian family photograph from the 1980s. Use a simple, natural home setting with realistic period details. Add the look of an old analogue camera: soft lighting, subtle film grain, slightly faded colours, natural shadows and mild imperfections from an old printed photograph.”

Tags: 80s vibesretro pic
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.