Friday, August 21, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ନୋ-ବଲର ଇତିହାସ: ଯେବେ ଗୋଟିଏ ମ୍ୟାଚରେ ପଡ଼ିଥିଲା ୧୦୩…

Sanchar Live by Sanchar Live
August 21, 2026
in କ୍ରୀଡ଼ା
0
ନୋ-ବଲର ଇତିହାସ: ଯେବେ ଗୋଟିଏ ମ୍ୟାଚରେ ପଡ଼ିଥିଲା ୧୦୩…
0
SHARES
2
VIEWS
FacebookTwitter

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଜିତି ନେଇଛି ଟିମ୍ ଇଣ୍ଡିଆ । ସିଂହଳୀ ଦଳକୁ ଘରୋଇ ମାଟିରେ ପାଣି ପିଆଇଛି ଗିଲ୍ ବାହିନୀ । ତେବେ ଏହି ମ୍ୟାଚରେ ୪ଟି ନୋ-ବଲ ପକାଇଥିଲେ ଭାରତର ଅଭିଜ୍ଞ ବୋଲର ରବିନ୍ଦ୍ର ଜାଡେଜା । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏମିତି ସେହି ନୋ-ବଲ ପକାଉଥିବାର ଭିଡିଓକୁ ସେୟାର କରି ଟ୍ରୋଲ୍ କରାଯାଉଛି । ଶ୍ରୀଲଙ୍କାର ଅଧିନାୟକ ଯେଉଁ ବଲରେ ଜାଡେଜା ଆଉଟ୍ କରିଥିଲେ ସେହି ବଲଟି ନୋ-ବଲ୍ ହୋଇଥିଲା । ଯାହାକୁ ନେଇ ଚର୍ଚ୍ଚା ଅଧିକ ହେଉଛି । ତେବେ ନୋ-ବଲରେ ଫ୍ରିଽହିଟ୍ ରହଥିବାବେଳେ ଏହା ବୋଲରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ତେବେ କ୍ରିକେଟରେ ପ୍ରଥମ ନୋ-ବଲ୍ କିଏ ପକାଇଥିଲେ ?

ନୋ-ବଲର ଇତିହାସର ପୃଷ୍ଠାକୁ ଯଦି ଓଲଟାଇବା ତାହେଲେ ୧୮୨୨ ମସିହା ଜୁଲାଇ ୧୫ ତାରିଖରେ ପ୍ରଥମ ନୋ-ବଲ୍ ପଡ଼ିଥିଲା । ଲର୍ଡ୍ସରେ ଖେଳାଯାଉଥିବା କେଣ୍ଟ ଏବଂ ଏମସିସି ମଧ୍ୟରେ ଅନୁଷ୍ଠି ମ୍ୟାଚରେ ଜନ୍ ଓ୍ବିଲ୍ସ ପ୍ରଥମ ନୋ-ବଲ ପକାଇଥିଲେ । ତେବେ ରାଉଣ୍ଡ ଆର୍ମ ପାଇଁ ସେତେବେଳେ କେବଳ ନୋ-ବଲ୍ ନିୟମ ରହିଥିଲା । ୱିଲ୍ସ ତାଙ୍କ ଭଉଣୀ କ୍ରିଷ୍ଟିନାଙ୍କ ସହ ଅଭ୍ୟାସ କରିବା ସମୟରେ ରାଉଣ୍ଡ-ଆର୍ମ ବୋଲିଂ ଶିଖିଥିଲେ। ଏହା ଇତିହାସରେ ପ୍ରଥମ ଥର ପାଇଁ ହୋଇଥିଲା ଯେ ଜଣେ ବୋଲରଙ୍କୁ ବେଆଇନ ଆକ୍ସନ୍ ପାଇଁ ନୋ-ବଲ୍ କରାଯାଇଥିଲା।

ଆରମ୍ଭ କାଳରେ ‘ନୋ-ବଲ୍’ ଡାକିବା ପଛରେ କାରଣ ଆଜିଠାରୁ ଭିନ୍ନ ଥିଲା । ସେ ସମୟରେ ବୋଲର ଯଦି କ୍ରିଜ୍ ଅତିକ୍ରମ କରୁଥିଲେ କିମ୍ବା ବୋଲିଂ କରିବା ସମୟରେ ନିୟମ ଭଙ୍ଗ କରୁଥିଲେ, ତେବେ ଅମ୍ପାୟାର ‘ନୋ-ବଲ୍’ ଦେଉଥିଲେ । କାଳକ୍ରମେ, ବୋଲିଂ ଶୈଳୀରେ ପରିବର୍ତ୍ତନ ଆସିବା ସହ ଏହାର ନିୟମରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି।

କ୍ରିକେଟ୍ ଜଗତରେ ଏପରି କିଛି ମହାନ ବୋଲର ରହିଛନ୍ତି ଯେଉଁମାନଙ୍କ ବିଷୟରେ କୁହାଯାଏ ଯେ, ସେମାନେ ନିଜ ପୂରା କ୍ୟାରିୟରରେ କେବେ ବି ନୋ-ବଲ୍ ପକାଇ ନଥିଲେ। ଏହି ତାଲିକାରେ ଭାରତର କପିଲ ଦେବ, ଅଷ୍ଟ୍ରେଲିଆର ଡେନିସ୍ ଲିଲି, ଇଂଲଣ୍ଡର ଇଆନ୍ ବୋଥାମ୍, ପାକିସ୍ତାନର ଇମ୍ରାନ ଖାନ ଏବଂ ୱେଷ୍ଟଇଣ୍ଡିଜର ଲାନ୍ସ ଗିବ୍ସଙ୍କ ନାମ ନିଆଯାଏ । ଆଜିକାଲି ଟେକ୍ନୋଲୋଜିର ଯୁଗରେ ପ୍ରତିଟି ବଲ୍କୁ କ୍ୟାମେରା ଓ ଟେକ୍ନୋଲୋଜି ଦ୍ୱାରା ଯାଞ୍ଚ କରାଯାଉଛି, ଯାହା ଫଳରେ ନୋ-ବଲ୍ ଧରିବା ସହଜ ହୋଇଛି । କିନ୍ତୁ ପ୍ରାଚୀନ କ୍ରିକେଟ୍ର ସେହି ପ୍ରଥମ ନୋ-ବଲ୍ କିଏ ପକାଇଥିଲେ, ତାହା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏବେ ବି ଏକ ରହସ୍ୟ ହୋଇ ରହିଛି।

୧୯୭୭ ମସିହାରେ ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ନୋ-ବଲ୍ ପଡ଼ିଥିଲା। ବ୍ରିଜଟାଉନ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଉଭୟ ଦଳ ମିଶି ମୋଟ ୧୦୩ଟି ନୋ-ବଲ୍ ପକାଇଥିଲେ। କ୍ରିକେଟ୍ ଇତିହାସରେ ଏହା ଏକମାତ୍ର ମ୍ୟାଚ୍ ଯେଉଁଠାରେ ଗୋଟିଏ ମ୍ୟାଚ୍ରେ ୧୦୦ରୁ ଅଧିକ ନୋ-ବଲ୍ ପଡ଼ିଥିଲା। ୧୯୮୮ ମସିହାରେ ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ୯୦ଟି ନୋ-ବଲ୍ ପଡ଼ିଥିଲା। ସେପଟେ ଟେଷ୍ଟ କ୍ରିକେଟରେ ସର୍ବାଧିକ ନୋ-ବଲ୍ ପକାଇଥିବା ବୋଲର ହେଉଛନ୍ତି ବ୍ରେଟ୍-ଲି । ଯିଏକି ନିଜର ଟେଷ୍ଟ କଶରିୟରରେ ୪୭୨ଟି ନୋ-ବଲ୍ ପକାଇଛନ୍ତି ।

Tags: cricket historyNoball
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ନୋ-ବଲର ଇତିହାସ: ଯେବେ ଗୋଟିଏ ମ୍ୟାଚରେ ପଡ଼ିଥିଲା ୧୦୩…
  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି
  • କ୍ୟାବିନେଟ୍ ନିଷ୍ପତ୍ତିର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ସରକାରଙ୍କ ଗୁରୁତ୍ୱ
  • ଜାଣନ୍ତୁ କେଉଁ ଦିନ ବାନ୍ଧିବେ ରାକ୍ଷୀ?
  • LPG ଉପଭୋକ୍ତା ଜାଣିରଖ କାହିଁକି ଜରୁରୀ e-KYC?

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.