Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

କାହିଁକି ଆସେ ନକାରାତ୍ମକ ଚିନ୍ତାଧାରା?

Sanchar Live by Sanchar Live
September 9, 2024
in ଜୀବନ ଶୈଳୀ
0
କାହିଁକି ଆସେ ନକାରାତ୍ମକ ଚିନ୍ତାଧାରା?
0
SHARES
18
VIEWS
FacebookTwitter

ସଂଚାର ବ୍ୟୁରୋ: ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ ଯୋଗୁ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାଫଳରେ ଲୋକମାନେମେଣ୍ଟାଲ ଷ୍ଟ୍ରେସ୍‌ ଏବଂ ନକାରାତ୍ମକ ଚିନ୍ତାଧାରା ଯୋଗୁ ସମସ୍ୟାରେ ପଡୁଛନ୍ତି । ଯଦି ନକାରାତ୍ମକ ଚିନ୍ତାଧାରା ସବୁବେଳେ ଆପଣଙ୍କ ମନରେ ଚାଲିଥାଏ, ତେବେ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏପରି ହେବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହ ସବୁ ବେଳେ ଆପଣ ଦୁଃଖରେ ମଧ୍ୟ ରହିପାରନ୍ତି । ସେଥିପାଇଁ ଆମେ ଆଜି ଆପଣଙ୍କ ଜଣାଇବୁ ଯେ କିପରି ଭାବେ ଏହି ନକାରାତ୍ମକ ଚିନ୍ତାଧାରାରୁ ଆପଣ ସହଜରେ ବାହାରିବେ ।

ନକାରାତ୍ମକ ଚିନ୍ତାଧାରା କାହିଁକି ଆସେ ?
ଅନେକ କାରଣରୁ ନକାରାତ୍ମକ ଚିନ୍ତାଧାରା ଆସିପାରେ । ଏଥିରେ ଓ୍ଵାର୍କ ପ୍ରେସର, ପର୍ସନାଲ ସମସ୍ୟା, ସାମାଜିକ ପରିସ୍ଥିତି ଏବଂ ପୁରୁଣା ସ୍ମୃତି ଭଳି ଅନେକ ଜିନିଷ ଅନ୍ତର୍ଭୁକ୍ତ ରହିଛି । ଯେତେବେଳେ ଆପଣ ଓ୍ଵାର୍କ ପ୍ରେସରର ସମ୍ମୁଖୀନ ହୋଇଥାନ୍ତି, ସେତେବେଳେ ମେଣ୍ଟାଲ ଷ୍ଟ୍ରେସ୍‌ ହୁଏ ଏବଂ ନକାରାତ୍ମକ ଚିନ୍ତାଧାରା ହେବାକୁ ଆରମ୍ଭ କରେ । ସେହିଭଳି, ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ଜଡିତ ସମସ୍ୟା ମଧ୍ୟ ନକାରାତ୍ମକ ଚିନ୍ତାଧାରା ମୁଣ୍ଡକୁ ଆଣିଥାଏ ।

ଭୁଲ ବୁଝାମଣା କିମ୍ବା କାହା ସହିତ ହୋଇଥିବା ଝଗଡା ଭଳି ସାମାଜିକ ପରିସ୍ଥିତି ମଧ୍ୟ ନକାରାତ୍ମକ ଚିନ୍ତାଧାରା ଆଣିପାରେ । ଏହା ବ୍ୟତୀତ ପୁରୁଣା ସ୍ମୃତି ମଧ୍ୟ ବେଳେବେଳେ ଆମ ମନକୁ ଆସେ, ଯାହା ଫଳରେ ଆମେ ନକାରାତ୍ମକ ଚିନ୍ତାଧାରା କରିଥାଉ । ଯେତେବେଳେ ଆମେ ଏହି ଜିନିଷଗୁଡ଼ିକ ବିଷୟରେ ବାରମ୍ବାର ଚିନ୍ତା କରୁ, ଯାହା ଆମ ମନରେ ନକାରାତ୍ମକ ଚିନ୍ତାଧାରା ତିଆରି କରିଥାଏ । ଏହି ନକାରାତ୍ମକ ଚିନ୍ତାଧାରା ଆମର ମାନସିକ ସ୍ୱାସ୍ଥ୍ୟକୁ ଖରାପ କରିଥାଏ ଏବଂ ଆମେ ଉଦାସ ଅନୁଭବ କରୁ ।

ନକାରାତ୍ମକ ଚିନ୍ତାଧାରାରୁ କିପରି ମୁକ୍ତି ପାଇବେ ?

ସକରାତ୍ମକ ଚିନ୍ତା କରନ୍ତୁ : ନକାରାତ୍ମକ ଚିନ୍ତାଧାରା ସହିତ ଲଢିବାକୁ ହେଲେ, ପ୍ରଥମେ ଆପଣଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରନ୍ତୁ । ଯେତେବେଳେ ବି ନକାରାତ୍ମକ ଚିନ୍ତାଧାରା ଆସେ, ସେଗୁଡ଼ିକୁ ସକରାତ୍ମକ ଚିନ୍ତାଧାରା ସହିତ ବଦଳାଇବାକୁ ଚେଷ୍ଟା କରନ୍ତୁ ।

ଧ୍ୟାନ କରନ୍ତୁ : ଧ୍ୟାନ କରିବା ଦ୍ୱାରା ଷ୍ଟ୍ରେସ୍‌ କମ୍‌ ହେବା ସହ ମନ ଶାନ୍ତ ରହିଥାଏ । ସେଥିପାଇଁ ପ୍ରତିଦିନ ୧୦ ରୁ ୧୫ ମିନିଟ୍ ପାଇଁ ଧ୍ୟାନ କରନ୍ତୁ ।

ଏକ୍ସରସାଇଜ୍‌ କରନ୍ତୁ : ଏକ୍ସରସାଇଜ୍‌ କିମ୍ବା ଯୋଗ କରିବା ଆପଣଙ୍କ ଶରୀର ଏବଂ ମନ ପାଇଁ ଭଲ ହୋଇଥାଏ । ଯେପରି ବୁଲାବୁଲି କରିବା, ଦୌଡିବା କିମ୍ବା ଖେଳିବା ଭଳି ଜିନିଷ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ବେଶ ଲାଭଦାୟକ ହୋଇଥାଏ ।

ଭଲ ନିଦରେ ଶୋଇବାକୁ ଚେଷ୍ଟା କରନ୍ତୁ : ଭଲ ନିଦରେ ଶୋଇବା ଦ୍ୱାରା ନକାରାତ୍ମକ ଚିନ୍ତାଧାରା ଦୂରେଇ ରହିଥାଏ । ଶୋଇବା ପୂର୍ବରୁ ମୋବାଇଲ୍ ଏବଂ ଟିଭି ବନ୍ଦ କରନ୍ତୁ, ଯାହା ଦ୍ୱାରା ଆପଣ ଭଲ ନିଦରେ ଶୋଇ ପାରିବେ ।

ନିଜର ଇଚ୍ଛା ପୂରା କରନ୍ତୁ : ଯଦି ଆପଣ ମଧ୍ୟ ନକାରାତ୍ମକ ଚିନ୍ତାଧାରା ଯୋଗୁ ଷ୍ଟ୍ରେସ୍‌ରେ ରହୁଛନ୍ତି, ତେବେ ବହି ପଢବା, ଚିତ୍ର ଆଙ୍କିବା, କିମ୍ବା ଗୀତ ଶୁଣିବା ପରି କାର୍ଯ୍ୟ କରନ୍ତୁ । ଯାହା ଫଳରେ ଆପଣ ଖୁସି ରହିପାରିବେ । ଏହା ଆପଣଙ୍କ ମନକୁ ଖୁସି ରଖିବ ଏବଂ ନକାରାତ୍ମକ ଚିନ୍ତାଧାରା କମ୍‌ କରିବେ ।

ସକରାତ୍ମକ ଲୋକଙ୍କ ସହିତ ସମୟ ବିତାନ୍ତୁ : ସେହି ଲୋକମାନଙ୍କ ସହିତ ସମୟ ବିତାନ୍ତୁ, ଯେଉଁମାନେ ଆପଣଙ୍କୁ ଖୁସି ଏବଂ ପ୍ରେରଣା ଦିଅନ୍ତି । ଏହିପରି ଲୋକମାନେ ଆପଣଙ୍କ ମନୋବଳ ବଢାନ୍ତି ଏବଂ ଆପଣଙ୍କୁ ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରଖନ୍ତି ।

ନିଜ ପାଇଁ ସମୟ ବାହାର କରନ୍ତୁ : କାମ କରିବା ବେଳେ କିଛି ଟାଇମ୍‌ ପାଇଁ ବ୍ରେକ୍‌ ନିଅନ୍ତୁ ଏବଂ ନିଜକୁ ବିଶ୍ରାମ ଦିଅନ୍ତୁ । ଏହା ସହିତ ଆପଣ ଷ୍ଟ୍ରେସ୍‌ ଫ୍ରି ରହିବେ ଏବଂ ସମସ୍ତ କାମ ମଧ୍ୟ ଭଲ ଭାବେ କରିପାରିବେ । ତେବେ ଆପଣ ଏହି କାମ କରି ନିଜକୁ ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରଖିପାରିବେ ।

Tags: lifestylenegetive tention
ShareTweetShareSend
Sanchar Live

Sanchar Live

Next Post
ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗ୍ରାମରେ ଡାଇରିଆ ଆତଙ୍କ

ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗ୍ରାମରେ ଡାଇରିଆ ଆତଙ୍କ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବିହାର ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ଼ ଘୋଷଣା, ବଢ଼ିଲା ଏମାନଙ୍କ ଭତ୍ତା
  • ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ
  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.