Friday, June 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜିଠୁ ଆଇସିସି ମହିଳା ଟି୨୦ ବିଶ୍ବକପ ୨୦୨୬

Sanchar Live by Sanchar Live
June 12, 2026
in କ୍ରୀଡ଼ା
0
ଆଜିଠୁ ଆଇସିସି ମହିଳା ଟି୨୦ ବିଶ୍ବକପ ୨୦୨୬
0
SHARES
13
VIEWS
FacebookTwitter

ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା ଟି୨୦ ବିଶ୍ବକପ ୨୦୨୬ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ହରମନପ୍ରୀତଙ୍କ ନେତ୍ତ୍ବରେ ଟିମ୍ ଇଣ୍ଡିଆ ଜୁନ୍ ୧୪ରୁ ନିଜ ଅଭିଯାନ ଆରମ୍ଭ କରିବ । ତେବେ ମହିଳା କ୍ରିକେଟ ପ୍ରତି ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ଦେଖି ଆଇସିସି ଏକ ବଡ଼ ନିଷ୍ପତ୍ତି ନେଇଛି । ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ପୁରସ୍କାର ରାଶିରେ ବୃଦ୍ଧି କରାଯାଇଛି । ମହିଳା ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ୧୨ଟି ଦଳ ଅଂଶଗ୍ରହଣ କରିବେ । ଇଂଲଣ୍ଡର ସାତଟି ଗ୍ରାଉଣ୍ଡରେ ମୋଟ ୩୩ଟି ମ୍ୟାଚ୍ ଖେଳାଯିବ ।

ଏହି ବିଶ୍ୱକପ୍ ପାଇଁ ଆଇସିସି ପୁରସ୍କାର ରାଶି ବୃଦ୍ଧି କରିଛି । ଚାମ୍ପିଅନ ଦଳ ୨.୩୪ ମିଲିୟନ ଡଲାର ଏବଂ ରନର୍ସଅପ୍ ୧.୧୭ ମିଲିୟନ ଡଲାର ପାଇବେ । ବିଶ୍ବକପରେ ଖେଳିବାକୁ ଥିବା ପ୍ରତ୍ୟେକ ଦଳ ୨୪୭,୫୦୦ ଡଲାର ପାଇବେ । ସେମିଫାଇନାଲରେ ପରାଜିତ ଦଳକୁ ପ୍ରାୟ ୬୫.୬ ମିଲିୟନ ଡଲାର ମିଳିବ ।

ଆଇସିସି କେବଳ ନକଆଉଟ୍ ମ୍ୟାଚ୍ ପାଇଁ ନୁହେଁ ବରଂ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ମଧ୍ୟ ପୁରସ୍କାର ରାଶି ସ୍ଥିର କରିଛି । ଗ୍ରୁପ୍ ପର୍ଯ୍ୟାୟରେ ଜିତିଥିବା ପ୍ରତ୍ୟେକ ଦଳକୁ ପ୍ରାୟ ୨.୯ ନିୟୁତ ବୋନସ୍ ମିଳିବ । ମହିଳା ଟି-୨୦ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ୧୦ ବଦଳରେ ୧୨ ଦଳ ଅଂଶଗ୍ରହଣ କରୁଛନ୍ତି । ସମସ୍ତ ୧୨ ଦଳକୁ ଛଅ ଜଣିଆ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଲିଗ୍ ପର୍ଯ୍ୟାୟରେ, ପ୍ରତ୍ୟେକ ଦଳ ନିଜ ଗ୍ରୁପର ଅନ୍ୟ ପାଞ୍ଚଟି ଦଳ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ସିଧାସଳଖ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଟୁର୍ଣ୍ଣାମେଣ୍ଟରେ ମୋଟ ୩୩ଟି ମ୍ୟାଚ୍ ଖେଳାଯିବ ।

ବିଶ୍ୱକପ୍ ୨୦୨୬ ଗ୍ରୁପ୍ : 

ଗ୍ରୁପ୍ ୧: ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲ୍ୟାଣ୍ଡସ୍
ଗ୍ରୁପ୍ ୨: ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ସ୍କଟଲ୍ୟାଣ୍ଡ, ଆୟର୍ଲାଣ୍ଡ

Tags: cricketIcc t20 worldcupwomen team
ShareTweetShareSend
Sanchar Live

Sanchar Live

Next Post
ମନରୁ ଲିଭୁନି ସେହି କାଳଦିନ, ଆଜିର ଦିନରେ ଯାଇଥିଲା ୨୬୦ ଜୀବନ

ମନରୁ ଲିଭୁନି ସେହି କାଳଦିନ, ଆଜିର ଦିନରେ ଯାଇଥିଲା ୨୬୦ ଜୀବନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ
  • ଭାରତରେ ନିପା ଭାଇରସର ପ୍ରଥମ ମାମଲା
  • ମନରୁ ଲିଭୁନି ସେହି କାଳଦିନ, ଆଜିର ଦିନରେ ଯାଇଥିଲା ୨୬୦ ଜୀବନ
  • ଆଜିଠୁ ଆଇସିସି ମହିଳା ଟି୨୦ ବିଶ୍ବକପ ୨୦୨୬
  • କାଲା ହିରଣ-ଦ ବ୍ୟାଟେଲ ଫର୍ ଲେଗେସି’ର ଟିଜର ରିଲିଜ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.