Friday, May 8, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

DC VS KKR : ଆଜିର ମ୍ୟାଚ ହେଵ ସଂଘର୍ଷପୂର୍ଣ୍ଣ

Sanchar Live by Sanchar Live
May 8, 2026
in କ୍ରୀଡ଼ା
0
DC VS KKR : ଆଜିର ମ୍ୟାଚ ହେଵ ସଂଘର୍ଷପୂର୍ଣ୍ଣ
0
SHARES
9
VIEWS
FacebookTwitter

ଚଳିତ ଆଇପିଏଲ ୫୧ତମ ଲିଗ୍ ମୁକାବିଲାରେ ଆଜି ଦିଲ୍ଲୀ ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ । ଉଭୟ ଦଳ ପାଇଁ ବିଜୟ ଜରୁରି ହୋଇ ପଡ଼ିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଦିଲ୍ଲୀ ୧୦ଟି ମ୍ୟାଚ ଖେଳି ୮ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । କୋଲକାତା ୯ଟି ମ୍ୟାଚ ଖେଳିଛି ଓ ୭ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି । ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ଅତି କମ୍‌ରେ ୧୪ ପଏଣ୍ଟର ଆବଶ୍ୟକତା ରହିଛି । ତେଣୁ ଉଭୟ ଦଳ ବେଶୀ ପରିକ୍ଷା ନକରି ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।

କୋଲକାତା ପ୍ରଥମ ୬ଟି ମ୍ୟାଚରୁ ୫ଟିରେ ପରାଜିତ ହୋଇଥିଲା । ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ୧ ପଏଣ୍ଟ ଅର୍ଜନ କରିଥିଲା । ମାତ୍ର ଏହାପରେ କୋଲକାତା ଲଢୁଆ ଖେଳ ପ୍ରଦର୍ଶନ କ୍ରମାନ୍ୱୟରେ ୩ଟି ମ୍ୟାଚ ଜିତିଛି । ବର୍ତ୍ତମାନ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଥିଲେ ହେଁ ଓପନିଂ ବିଭାଗର ବିଫଳତାକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛି । ଅଜିଙ୍କ୍ୟ ରାହାଣେଙ୍କ ସହ ଫିନ ଆଲେନ ଓ ଟିମ ସାଇଫର୍ଟ ଓପନ କରିଥିଲେ ହେଁ ଏପର୍ଯ୍ୟନ୍ତ ଅସଲ ଦକ୍ଷତା ଦେଖାଇବାରେ ବିଫଳ ହୋଇଛନ୍ତି । ଦିଲ୍ଲୀର ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି । ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଦିଲ୍ଲୀ ଆଜି ସବୁ ତ୍ରୁଟି ସୁଧାରି ପୁଣି ଥରେ ବିଜୟଧାରାକୁ ଫେରିବା ପାଇଁ ପ୍ରୟାସ କରିବ । ମାତ୍ର ଏଥିପାଇଁ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ବିଶେଷ କରି ସ୍ପିନ ବିଭାଗ ୱିକେଟ୍ ହାତେଇବା ଆବଶ୍ୟକ । ପୂର୍ବ ରେକର୍ଡ କୋଲକାତା ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୩୫ଥର ଭେଟିଛନ୍ତି । ଏଥିରୁ ଦିଲ୍ଲୀ ୧୫ଟି ମ୍ୟାଚ ଜିତିଥିବାବେଳେ ୧୯ଟି ମ୍ୟାଚରେ ପରାଜିତ ହୋଇଛି ।

ଚଳିତ ବର୍ଷ ଉଭୟ ଦଳ ପ୍ରଥମ କରି ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି । ଆଜି ରିଙ୍କୁ ସିଂହଙ୍କ ପ୍ରଦର୍ଶନ ଉପରେ ଦର୍ଶକଙ୍କ ନଜର ରହିବ । ରିଙ୍କୁଙ୍କ ପ୍ରଦର୍ଶନ ବଳରେ କୋଲକାତା ୩ଟି ଯାକ ମ୍ୟାଚ ଜିତିଥିଲା । ତଥାପି ଓପନିଂ ବିଭାଗ ସଫଳ ହେଲେ କୋଲକାତା ପାଇଁ ବିଜୟ ସହଜ ହେବ । କୋଟଲା ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଫଳରେ ଆସନ୍ତା କାଲି ବିଶାଳ ସ୍କୋର ସଂଗୃହୀତ ହେବା ଆଶା କରାଯାଉଛି । ରାତ୍ରିରେ କାକର ବଡ଼ୁଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ଦିଲ୍ଲୀ: ପଥୁମ ନିଶଙ୍କା, କେଏଲ ରାହୁଲ, ନୀତିଶ ରାଣା, କରୁଣ ନାଏର, ଅକ୍ଷର ପଟେଲ, ଟ୍ରିଷ୍ଟନ ଷ୍ଟବ୍ସ, ସମୀର ରିଜଭୀ, ଆଶୁତୋଷ ଶର୍ମା, ମିଚେଲ ଷ୍ଟାର୍କ, ଲୁଙ୍ଗି ଏନ୍ଗିଡ଼ି, କୁଲଦୀପ ଯାଦବ, ଟି ନଟରାଜନ ।

କୋଲକାତା: ଅଜିଙ୍କ୍ୟ ରାହାଣେ, ଫିନ ଆଲେନ, ଅଙ୍ଗକ୍ରିଶ ରଘୁବଂଶୀ, ରିଙ୍କୁ ସିଂହ, କାମେରନ ଗ୍ରୀନ, ରୋଭମାନ ପାୱେଲ୍, ମନୀଷ ପାଣ୍ଡେ, ସୁନୀଲ ନାରାଏନ, ଅନୁକୂଳ ରୟ, କାର୍ତ୍ତିକ ତ୍ୟାଗୀ, ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା ।

Tags: IPL 2026kkr vs dc
ShareTweetShareSend
Sanchar Live

Sanchar Live

Next Post
ବାପା ହେଲେ ସୂର୍ଯ୍ୟାକୁମାର ଯାଦବ

ବାପା ହେଲେ ସୂର୍ଯ୍ୟାକୁମାର ଯାଦବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆପଣଙ୍କ ଛୁଆ ଅଧିକ ସମୟ ଧରୁଛି କି ମୋବାଇଲ
  • ଭାଗ ହେଉନି ଗଣିତ : କେମିତି ସରକାର କରିବେ ବିଜୟ?
  • IPL ରେ ଭୁବନେଶ୍ୱରଙ୍କ ବଡ଼ ରେକର୍ଡ
  • ବାପା ହେଲେ ସୂର୍ଯ୍ୟାକୁମାର ଯାଦବ
  • DC VS KKR : ଆଜିର ମ୍ୟାଚ ହେଵ ସଂଘର୍ଷପୂର୍ଣ୍ଣ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.