Tuesday, April 21, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା

Sanchar Live by Sanchar Live
April 19, 2026
in ଭାରତ
0
ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
0
SHARES
22
VIEWS
FacebookTwitter

ଉତ୍ତରାଖଣ୍ଡର ପବିତ୍ର ଚାରଧାମ ଯାତ୍ରା ୨୦୨୬ ଆଜିଠାରୁ ବିଧିବଧ ଭାବେ ଆରମ୍ଭ ହୋଇଛି । ଆଜି ପ୍ରଥମେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କପାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ଏହାସହିତ ଲକ୍ଷଲକ୍ଷ ଭକ୍ତଙ୍କ ଆସ୍ଥା ଏବଂ ଭକ୍ତି ସହିତ ଜଡିତ ଚାରଧାମ ଯାତ୍ରା ଆରମ୍ଭ ହେବ ।

ଚାରଧାମ ଯାତ୍ରା ସହିତ ଅନ୍ୟ ଦୁଇଟି ପ୍ରମୁଖ ଧାମର କପାଟ ଖୋଲିବାର ତିଥି ମଧ୍ୟ ଧାର୍ଯ୍ୟ କରାଯାଇଛି । ଏପ୍ରିଲ ୨୨ରେ କେଦାରନାଥ ଧାମର କପାଟ ଖୋଲିବ, ସେହପରି ୨୩ ଏପ୍ରିଲରେ ବଦ୍ରିନାଥ ଧାମ କପାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯିବ । କେଦାରନାଥ ଧାମ କପାଟ ଖୋଲିବା ପାଇଁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି ।

ଚାରଧାମ ଯାତ୍ରା ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ଯାତ୍ରା ମଧ୍ୟରେ ଅନ୍ୟତମ । ଚାରଧାମ ଦର୍ଶନ କରିବା ଦ୍ବାରା ବ୍ୟକ୍ତିର ସମସ୍ତ ପାପ ଧୋଇଯାଏ ବୋଲି ମାନ୍ୟତା ରହିଛି । ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ମିଳିଥାଏ । ଏହି ଯାତ୍ରା କେବଳ ଆଧ୍ୟାତ୍ମିକ ଶାନ୍ତି ଦେଇଥାଏ, ଏହାସହିତ ସକାରାତ୍ମକ ଉର୍ଜା ସଂଚାର କରିଥାଏ ।

ଚାରଧାମ ଯାତ୍ରା ପାଇଁ ଅଫଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି । ଉତ୍ତରାଖଣ୍ଡର ଚାରଧାମ ଯାତ୍ରା ପାଇଁ ଲକ୍ଷ ଲକ୍ଷ ଭକ୍ତ ପଞ୍ଜିକରଣ କରିସାରିଛନ୍ତି । ଆପଣ uttarakhandtourism.gov.in ୱେବସାଇଟରେ ଚାରିଧାମ ଯାତ୍ରା ପାଇଁ ଅନଲାଇନ ପଞ୍ଜୀକରଣ କରିପାରିବେ । ୱେବସାଇଟକୁ ଯାଆନ୍ତୁ ଏବଂ ଆପଣଙ୍କର ମୋବାଇଲ୍ ନମ୍ବର ଦେଇ ଏକ ଆକାଉଣ୍ଟ୍ ଓପନ କରନ୍ତୁ । ଓଟିପି ଯାଞ୍ଚ ପରେ, ଲଗ୍ ଇନ୍ କରନ୍ତୁ ଏବଂ ‘ପରିଦର୍ଶନ ପରିଚାଳନା କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ ।

ଆପଣଙ୍କର ଯାତ୍ରା ତାରିଖ ଚୟନ କରନ୍ତୁ ଏବଂ ଆପଣ ଯେଉଁ ‘ଧାମ’ ପରିଦର୍ଶନ କରିବାକୁ ଚାହୁଁଛନ୍ତି ତାହା ବାଛନ୍ତୁ । ସମସ୍ତ ଆବଶ୍ୟକୀୟ ବିବରଣୀ ସହିତ ଆପଣଙ୍କର ଫଟୋଗ୍ରାଫ୍ ଅପଲୋଡ୍ କରନ୍ତୁ । ଶେଷରେ ଫର୍ମ ଦାଖଲ କରନ୍ତୁ । ତାପରେ ଆପଣ ଏକ କ୍ୟୁଆର୍ କୋଡ୍ ଏବଂ ଏକ ପାସ୍ ପାଇବେ । ଏହାକୁ ସୁରକ୍ଷିତ ରଖନ୍ତୁ କିମ୍ବା ପ୍ରିଣ୍ଟ ଆଉଟ୍ କାଢନ୍ତୁ ।

Tags: Charidham jatra
ShareTweetShareSend
Sanchar Live

Sanchar Live

Next Post
ଆଜି ପବିତ୍ର ଅକ୍ଷୟ ତୃତୀୟା, ଅନୁକୂଳ ହେବ ରଥକାଠ

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅନୁକୂଳ ହେବ ରଥକାଠ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଗର୍ଭବତୀ ଅଛନ୍ତି ମୋନାଲିସା, ଏବେ କଣ ହେବ ମାମଲା….
  • ପ୍ୟାଣ୍ଟ ଭିତରେ ବିଛୁଆତି ପୁରେଇବା ଘଟଣା : ପ୍ରଧାନଶିକ୍ଷକ ନିଲମ୍ବିତ
  • ଏଣିକି କେଦାରନାଥରେ ମୋବାଇଲ ମନା
  • ୧୦ଦିନିଆ ଦିଲ୍ଲୀ ରହଣି ପରେ ଓଡ଼ିଶା ଫେରିଲେ ନବୀନ
  • ମହାନଦୀ ଜଳ ବିବାଦ : ମେ’ ୨ ରେ ପରବର୍ତ୍ତୀ ଶୁଣାଣି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.