Sunday, April 19, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Sanchar Live by Sanchar Live
April 19, 2026
in ମନୋରଞ୍ଜନ
0
ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Oplus_131072

0
SHARES
181
VIEWS
FacebookTwitter

ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା । ପ୍ରୋଗ୍ରାମ ପାଇଁ ଡକାଇ ୩ ଘଣ୍ଟା ମଞ୍ଚ ତଳେ ବସାଇଲେ । ଷ୍ଟେଜ୍ ଉପରକୁ ଉଠିବାକୁ ଦିଆଗଲାନି । ଯେଉଁମାନେ ମୋତେ ନିମନ୍ତ୍ରଣ କରିଥିଲେ, ସେମାନେ ଧରାଛୁଆଁ ଦେଲେ ନାହିଁ । ମୋ ସହିତ ଯାଇଥିବା ଅନ୍ୟ ପିଲା ପଚାରିବାରୁ ପ୍ରୋଗ୍ରାମ ସରିଗଲା ବୋଲି କହିଲେ ଆୟୋଜନ କରିଥିବା କର୍ତ୍ତୃପକ୍ଷ । ତେଣୁ ବାଧ୍ୟ ହୋଇ ଆମେ ସେଠାରୁ ଫେରିଆସିଲି । ଯଦି ମଞ୍ଚକୁ ଚଢ଼ାଇବାର ନଥିଲା ତେବେ ଅଯଥାରେ ନିମନ୍ତ୍ରଣ କରି ଅପମାନିତ କରିବା ଠିକ୍ କଥା ନୁହେଁ ବୋଲି କ୍ଷୋଭର ସହ କହିଛନ୍ତି ୟୁଟ୍ୟୁବର ଅନୁଗୁଳିଆ ବଣ୍ଟି । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବଣ୍ଟି।

ସୂଚନା ଅନୁଯାଇ, ଅନୁଗୁଳ ମହୋତ୍ସବ ପାଇଁ ଚର୍ଚ୍ଚିତ ଓଡ଼ିଆ ୟୁଟ୍ୟୁବର ଅନୁଗୁଳି ବଣ୍ଟି ଓରଫ ଫନି ଅନୁଗୁଳି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିଲା । ୪ ଦିନ ଧରି ଚାଲିଥିବା ଉତ୍ସବରେ ଶନିବାର କମେଡି ପ୍ରଦର୍ଶନ ପାଇଁ ତାଙ୍କୁ କୁହାଯାଇଥିଲା । ସମ୍ମାନିତ କରାଯିବା ପାଇଁ ମଧ୍ୟ କୁହାଯାଇଥିଲା । ଶରୀର ଅସୁସ୍ଥ ଅର୍ଥାତ୍ ହାତ ଭାଙ୍ଗିଥିବା ଥିବା ସତ୍ତ୍ବେ ସେ ମହୋତ୍ସବରେ ପହଞ୍ଚିଥିଲେ । ଭାବିଥିଲେ ଅନୁଗୁଳବାସୀଙ୍କ ମୁହଁରେ ଟିକିଏ ହସ ଫୁଟାଇବେ ବୋଲି । ହେଲେ ମହୋତ୍ସହ କର୍ତ୍ତୃପକ୍ଷ ତାଙ୍କୁ ଅସମ୍ମାନିକ କରିଥିବା ସେ ଅଭିଯୋଗ କରିଛନ୍ତି । ୩ ଘଣ୍ଟା ବସାଇଲେ, ହେଲେ ତାଙ୍କୁ ମଞ୍ଚ ଉପରକୁ ଉଠିବାକୁ ଦିଆଗଲା ନାହିଁ । ସେ ପଚାରିବାକୁ ପ୍ରୋଗ୍ରାମ୍ ସରିଗଲା ବୋଲି କହିଥିଲେ ମହୋତ୍ସହ ଆୟୋଜନ କରିଥିବା କର୍ତ୍ତୃପକ୍ଷ । ଏହି ଘଟଣା ତାଙ୍କ ହୃହୟକୁ ଗଭୀର କ୍ଷତ ପହଞ୍ଚାଇଛି ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି ଅନୁଗୁଳିଆ ବଣ୍ଟି । ସେ କହିଛନ୍ତି, ମୁଁ ଭାବି ନଥିଲି ଯେ ମୋ ନିଜ ମାଟିରେ ମୋତେ ଏପରି ଅପମାନିତ କରାଯିବ । କଳାକାର ଛୋଟ ହୁଅନ୍ତୁ କିମ୍ବା ବଡ଼ ତାଙ୍କୁ ଆପଣ ନିମନ୍ତ୍ରଣ କରିଛନ୍ତି ମାନେ ଉପଯୁକ୍ତ ସମ୍ମାନ ଦେବା ଜରୁରୀ ।

Tags: Anugia buntyanugul
ShareTweetShareSend
Sanchar Live

Sanchar Live

Next Post
କିଏ ଜିତିବ ଆଜିର ମ୍ୟାଚ? PBKS VS LSG…

କିଏ ଜିତିବ ଆଜିର ମ୍ୟାଚ? PBKS VS LSG...

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.