Saturday, June 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ତ୍ରିକୋଣୀୟ ପ୍ରେମକୁ ନେଇ ରାସ୍ତା ମଝିରେ ତୁମୁଳକାଣ୍ଡ

Sanchar Live by Sanchar Live
April 2, 2026
in ଓଡିଶା
0
ତ୍ରିକୋଣୀୟ ପ୍ରେମକୁ ନେଇ ରାସ୍ତା ମଝିରେ ତୁମୁଳକାଣ୍ଡ
0
SHARES
31
VIEWS
FacebookTwitter

ତ୍ରିକୋଣୀୟ ପ୍ରେମକୁ ନେଇ ରାସ୍ତା ମଝିରେ ତୁମୁଳକାଣ୍ଡ । ମୁହାଁମୁହିଁ ହୋଇଗଲେ ବୟଫ୍ରେଣ୍ଡ ସହ ଦୁଇ ପ୍ରେମିକା । ଦ୍ଵିତୀୟ ପ୍ରେମିକାଙ୍କୁ ନେଇ ପୁରୁଷ ବନ୍ଧୁ ଯାଉଥିବା ସମୟରେ ଭେଟ ହୋଇଗଲା ପ୍ରଥମ ପ୍ରେମିକା । ଆଉ ତା’ ପରେ ରାସ୍ତା ମଝିରେ ଆରମ୍ଭ ହୋଇଗଲା ହାଇଭୋଲଟେଜ୍ ଡ୍ରାମା । କଥା କଟାକଟିରୁ ଆରମ୍ଭ ହୋଇଥିବା ଝଗଡ଼ା ଚୁଟି ଝିଙ୍କାଝିଙ୍କିରେ ଶେଷ ହୋଇଥିଲା । ଏପରି ଏକ ରୋଚକ ଖବର ଦେଖିବାକୁ ମିଳିଛି ସମ୍ବଲପୁର ଫାଟକ ଓଭର୍ ବ୍ରିଜ୍ ଉପରେ ।

ସୂଚନା ଅନୁସାରେ, ଗତକାଲି ସମ୍ବଲପୁର ଫାଟକ ଓଭରବ୍ରିଜରେ ପ୍ରେମିକ ଜଣକ ତାଙ୍କର ଦ୍ଵିତୀୟ ବାନ୍ଧବୀ ସହ ଯାଉଥିଲେ । ହେଲେ ରାସ୍ତା ମଝିରେ ଭେଟ ହୋଇଗଲେ ପ୍ରଥମ ପ୍ରେମିକା । ଆଉ ତାପରେ ଉଭୟଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି । ଯାହାକି ଧୀରେଧୀରେ ଉଗ୍ର ରୂପ ନେଇଥିଲା । ପୁଅର ମୁହଁକୁ ଝିଅ ଛେପ ପକାଇବା ପରେ ଆରମ୍ଭ ହୋଇଥିବା ବାଡ଼ିଆପିଟା । ପୁଅ-ଝିଅ ଉଭୟେ ଚୁଟି ଝିଙ୍କାଝିଙ୍କି କରିଥିଲେ । ଉଭୟେ ଉଭୟଙ୍କୁ ଚାପୁଡ଼ା ପରେ ଚାପୁଡ଼ି ମାରିଚାଲିଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ସମସ୍ତ ଦୃଶ୍ୟକୁ ଅନ୍ୟ ଜଣେ ପଥଚାରୀ ରେକର୍ଡ କରୁଥିବା ଜଣାପଡ଼ିଛି । ଏହି ଭିଡିଓ ଭାଇରାଲ୍ ହେବା ପରେ ସହରରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିବା ପୂର୍ବରୁ ସମସ୍ତେ ଫେରାର ମାରିଥିଲେ ।

Tags: love casesambalpur
ShareTweetShareSend
Sanchar Live

Sanchar Live

Next Post
ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ କଳାବୈଶାଖୀ ସମ୍ଭାବନା

ଜାଣନ୍ତୁ ଆଉ କେତେ ଦିନ ରାଜ୍ୟରେ ଜାରି ରହିବ କଳାବୈଶାଖୀ ପ୍ରଭାବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଜାମିନ୍ ଆବେଦନ ଖାରଜ ପରେ ଜେଲ ଗଲେ ଚାମେଲୀ ଓଝା
  • ଅନଲାଇନ ସପିଂ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ
  • ସ୍ୱାମୀଙ୍କୁ ମନେ ପକାଇଲେ କରିସ୍ମା
  • କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି, ଓଡିଶାରୁ ୨ ଅଧିକାରୀ
  • ହାଇୱାକୁ ପିଟିଲା BMW କାର୍, ୨ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.