Saturday, March 28, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ରାମ ନବମୀରେ ତିନି ରାଶିଙ୍କ ଖୋଲିବ ଭାଗ୍ୟ

Sanchar Live by Sanchar Live
March 27, 2026
in ଜୀବନ ଶୈଳୀ
0
ରାମ ନବମୀରେ ତିନି ରାଶିଙ୍କ ଖୋଲିବ ଭାଗ୍ୟ
0
SHARES
47
VIEWS
FacebookTwitter

ପଞ୍ଚାଙ୍ଗ ଅନୁସାରେ, ପ୍ରତିବର୍ଷ ଚୈତ୍ରମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ରାମ ନବମୀ ପାଳନ କରାଯାଏ । ଚଳିତ ବର୍ଷ ରାମ ନବମୀ ମାର୍ଚ୍ଚ ୨୬ ଏବଂ ୨୭ ମାର୍ଚ୍ଚ ଉଭୟରେ ପାଳନ କରାଯାଉଛି । ଏହି ବିଶେଷ ଦିନରେ ରାମଙ୍କ ପୂଜା କରିବା ଦ୍ବାରା ସୁଖ, ଶାନ୍ତି ଏବଂ ସୌଭାଗ୍ୟରେ ପରିପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ କରାଯାଏ ।

ଏହି ଦିନକୁ ଖୁବ୍ ବିଶେଷ ଦିନ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ କରାଯାଏ । ଏହି ସମୟରେ ଶୁକ୍ର ମେଷ ରାଶିରେ ପ୍ରବେଶ କରି ଅଶ୍ବିନୀ ନକ୍ଷେତ୍ରରେ ଅବସ୍ଥାନ କରିବେ । ଯାହା ବୃହସ୍ପତି ଏବଂ ଚନ୍ଦ୍ରଙ୍କ ସଂଯୋଗ ମଧ୍ୟ ଗଜକେଶରୀ ରାଜଯୋଗର ପ୍ରଭାବ ସୃଷ୍ଟି କରିବ । ତେଣୁ କିଛି ରାଶି ପାଇଁ ଏହି ସମୟ ଖୁବ୍ ଭଲ ରହିବ । ଆର୍ଥିକ ଲାଭ, କ୍ୟାରିଅରରେ ଉନ୍ନତି ଏବଂ ଶୁଭ ଖବର ମିଳିପାରେ ।

ମେଷ ରାଶି : ଏହି ସମୟ ମେଷ ରାଶି ପାଇଁ ବହୁତ ଭଲ ରହିବ । ଆର୍ଥିକ ଲାଭର ଭଲ ସମ୍ଭାବନା ରହିଛି । ଏହି ସମୟ ଆୟ ପାଇଁ ବାଟ ଖୋଲିପାରେ । ପ୍ରଭାବଶାଳୀ ଲୋକଙ୍କ ସହିତ ଆପଣଙ୍କର ଭେଟ ହୋଇପାରେ । ଯାହା ଆପଣଙ୍କ ଭବିଷ୍ୟତରେ ଉନ୍ନତି କରିବାରେ ସହାୟକ କରିବ । ବିଦେଶ ସହିତ ଜଡିତ କାମରେ ସକରାତ୍ମକ ଫଳାଫଳ ମିଳିବ । ପରିବାରରେ ଖୁସିର ବାତାବରଣ ଦେଖାଦେବ ।

କନ୍ୟା ରାଶି : ଏହି ସମୟ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ସଫଳତା ଆଣିଦେବ । ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିବ । ଛାତ୍ରମାନଙ୍କ ପାଇଁ ଏହି ସମୟ ଉତ୍ତମ ରହିବ । କାର୍ଯ୍ୟରେ ସ୍ଥିରତା ଦେଖାଦେବା ସହିତ ବ୍ୟବସାୟରେ ସନ୍ତୋଷଜନକ ଲାଭ ମିଳିବାର ସମ୍ଭାବନା ରହିଛି । ଇଚ୍ଛା ଅନୁସାରେ ଚାକିରି ମିଳିବାର ସୁଯୋଗ ପାଇପାରନ୍ତି । ପଡ଼ି ରହିଥିବା କାମ ଶେଷ ହେବ । ଆଇନଗତ ମାମଲାରେ ଆଶ୍ବସ୍ତି ମିଳିପାରେ ।

ମୀନ ରାଶି : ମୀନ ରାଶି ପାଇଁ ଏହି ସମୟ ନୂତନ ଆରମ୍ଭର ସଙ୍କେତ । କ୍ୟାରିଅରରେ ଉନ୍ନତି ହେବ । ଚାକିରି ପାଇଁ ସୁଯୋଗ ମିଳିପାରେ । ସ୍ବାସ୍ଥ୍ୟରେ ଉନ୍ନତି ଆସିବା ସହ ମନରେ ସକରାତ୍ମକ ଶକ୍ତି ଜାଗ୍ରତ ହେବ । ଯାହା ଆତ୍ମବିଶ୍ବାସକୁ ବଢାଇବ । ଏହି ସମୟ ବିବାହ ପ୍ରସ୍ତାବ ପାଇଁ ଲାଭଦାୟକ ବୋଲି ସୂଚାଉଛି ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଆଜି ପବିତ୍ର ରାମନବମୀ

ଆଜି ପବିତ୍ର ରାମନବମୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଳବୈଶାଖୀ ପାଇଁ ଆଲର୍ଟ ଜାରି, ଏହିସବୁ ଜିଲ୍ଲାରେ…
  • ଦଶପଲ୍ଲା ଦୁର୍ଘଟଣା : ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା
  • ଏପ୍ରିଲ ପହିଲାରୁ ବଦଳିବ ଏହିସବୁ ନିୟମ
  • ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଆଇପିଏଲ ଆରମ୍ଭରୁ ସିଏସକେକୁ ବଡ଼ ଝଟକା, ଧୋନି ଖେଳିବେନି ୨ ସପ୍ତାହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.