Wednesday, September 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home Uncategorized

ଟି – ଟ୍ବେଣ୍ଟି ବିଶ୍ବକପରେ ଆଜି ଫାଇନାଲ ଫାଇଟ୍

Sanchar Live by Sanchar Live
March 8, 2026
in Uncategorized
0
ଟି – ଟ୍ବେଣ୍ଟି ବିଶ୍ବକପରେ ଆଜି ଫାଇନାଲ ଫାଇଟ୍

Oplus_131072

0
SHARES
26
VIEWS
FacebookTwitter

ଟି – ଟ୍ବେଣ୍ଟି ବିଶ୍ବକପରେ ଆଜି ଫାଇନାଲ ଫାଇଟ୍ । ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ମେନ୍ ଇନ୍ ବ୍ଲୁ ବନାମ କିୱି । ଟାଇଟଲ ପାଇଁ ଲଢ଼ିବେ ଭାରତ – ନ୍ୟୁଜିଲ୍ୟାଣ୍ଡ । ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ହାଇଭୋଲଟେଜ ମ୍ୟାଚ । ଟି-ଟ୍ବେଣ୍ଟି ବିଶ୍ବକପ୍ ଦଶମ ସଂସ୍କରଣରେ ଆଜି ଟାଇଟଲ ଲଢ଼େଇରେ ସାମ୍ନାସାମ୍ନି ହେବେ ଦୁଇ ଦଳ। ବିଶ୍ବର ଏକ ନମ୍ବର ତଥା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଏବଂ ୪ ନମ୍ବର ଦଳ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ଭାରତ ଟାଇଟଲ ବଜାୟ ରଖିବ ନା ନ୍ୟୁଜିଲାଣ୍ଡ ବିଶ୍ବବିଜେତା ହେବ। କ୍ରିକେଟ୍ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ି ଚାଲିଛି ।

ନ୍ୟୁଜିଲାଣ୍ଡ ସପକ୍ଷରେ ରହିଛି ରେକର୍ଡ । ରେକର୍ଡ କହୁଛି ନ୍ୟୁଜିଲାଣ୍ଡ ବିପକ୍ଷ ଟି ଟ୍ବେଣ୍ଟିରେ ଭାରତର ପଲା ଭାରୀ ।  ଏଯାଏଁ ଉଭୟ ଦଳ ୩୦ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୧୮ଟିରେ ବିଜୟୀ ହୋଇଥିବା ବେଳେ ୧୧ଟି ମ୍ୟାଚ ଜିତିଛି ନ୍ୟୁଜିଲାଣ୍ଡ ।  ତେବେ T-20 ବିଶ୍ବକପରେ ରେକର୍ଡ କିନ୍ତୁ ଭାରତ ବିପକ୍ଷରେ ରହିଛି । କାରଣ ବିଶ୍ବକପରେ ନ୍ୟୁଜିଲାଣ୍ଡକୁ କେବେବି ହରାଇନି ଟିମ ଇଣ୍ଡିଆ। ୩ଥର ନ୍ୟୁଜିଲାଣ୍ଡକୁ ଭେଟିଥିଲେ ମଧ୍ୟ ସବୁଥର ପରାଜିତ ହୋଇଛି । ଅନ୍ୟପଟେ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ଭଲ ରହିଛି । ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଦଳ ପୂରା ଫର୍ମରେ ଅଛି ।

Tags: cricketupdateindianewzlandt-20 world cup
ShareTweetShareSend
Sanchar Live

Sanchar Live

Next Post
ଆଜିଠୁ ରାଜ୍ୟରେ ବଦଳିବ ପାଗ, ଏହିସବୁ ଜିଲ୍ଲାରେ ବର୍ଷିବ

ଆଜିଠୁ ରାଜ୍ୟରେ ବଦଳିବ ପାଗ, ଏହିସବୁ ଜିଲ୍ଲାରେ ବର୍ଷିବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଫାରୋସ୍ କପ୍୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ
  • ପୁରୀରେ ସମୁଦ୍ର ଅଶାନ୍ତ, ଲାଗିଲା ନାଲି ପତାକା
  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.