Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଭତ୍ତାକୁ ନେଇ ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

Sanchar Live by Sanchar Live
August 30, 2024
in ଓଡିଶା
0
ଭତ୍ତାକୁ ନେଇ ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ
0
SHARES
16
VIEWS
FacebookTwitter

ସଂଚାର ବ୍ୟୁରୋ:  ଭତ୍ତାକୁ ନେଇ ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ । ରାଜ୍ୟରେ କେନ୍ଦ୍ରୀୟ ଭତ୍ତା ଯୋଜନାରେ ୩୬,୭୫,୦୦୮ ଭତ୍ତା ପାଉଛନ୍ତି । ମଧୁବାବୁ ପେନସନ ଯୋଜନାରେ ୨୦,୩୩,୯୬୮ ଜଣ ଭତ୍ତା ପାଉଛନ୍ତି । ଜାତୀୟ ବାର୍ଦ୍ଧକ୍ୟ ଭତ୍ତାରେ ୬୦ ରୁ ୭୯ ବର୍ଷର ୧୨,୬୨,୯୨୨ ହିତାଧିକାରୀ । ସେମାନଙ୍କୁ ୧୦୦୦ ଟଙ୍କା ଭତ୍ତା ଦିଆଯାଉଛି । କେନ୍ଦ୍ର ୨୦୦ ରାଜ୍ୟ ସରକାର ୮୦୦ ଟଙ୍କା ଦେଉଛନ୍ତି ।

୮୦ ବର୍ଷରୁ ଅଧିକ ୧,୫୫,୭୦୯ ବୃଦ୍ଧ ବୃଦ୍ଧା ଅଛନ୍ତି । ସେମାନଙ୍କୁ ୧୨୦୦ଟଙ୍କା ଭତ୍ତା ଦିଆଯାଉଛି । କେନ୍ଦ୍ର ୫୦୦ ଓ ରାଜ୍ୟ ,ରକାର ୭୦୦ ଟଙ୍କା ଦେଉଛନ୍ତି । ଭିନ୍ନକ୍ଷମ ମାନଙ୍କ ସଂଖ୍ୟା ୯୫ ହଜାର ୨୮୨ । ସେମାନଙ୍କୁ ୧୨୦୦ଟଙ୍କା ଭତ୍ତା ଦିଆଯାଉଛି । ୮୦ ବର୍ଷରୁ ଅଧିକ ଭିନ୍ନକ୍ଷମଙ୍କୁ ୧୪୦୦ଟଙ୍କା ଭତ୍ତା ଦିଆଯାଉଛି । ଗୃହରେ ତଥ୍ୟ ରଖିଲେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Tags: ministerpension
ShareTweetShareSend
Sanchar Live

Sanchar Live

Next Post
ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀଙ୍କ କଟକ ଗସ୍ତ, ୧୦୦ କୋଟ ଟଙ୍କା ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ

ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀଙ୍କ କଟକ ଗସ୍ତ, ୧୦୦ କୋଟ ଟଙ୍କା ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.