Sunday, October 18, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Sanchar Live by Sanchar Live
August 27, 2025
in ଜୀବନ ଶୈଳୀ
0
ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ
0
SHARES
111
VIEWS
FacebookTwitter

ମେଷ: ଦିନଟି ଆପଣଙ୍କ ଲାଗି ଭଲ ରହିବ । ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ମିଳିବ । ପାରିବାରିକ ସମସ୍ୟା ସମାଧାନ ହେବ । ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ ।

ବୃଷ: ଧୈର୍ଯ୍ୟଧରି ରୁହନ୍ତୁ ଆଉ ସମୟ ସହିତ ଚାଲନ୍ତୁ । ପ୍ରତିଟି କାମରେ ଭଲ ପରିଣାମ ପାଇବେ । ଅଚାନକ ଧନଲାଭ ହେବ । ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଜାଗାରେ ଚାକିରି ମିଳିବ ।

ମିଥୁନ: ଆପଣଙ୍କୁ ମନ ଚାହୁଁଥିବା କାମରେ ସଫଳତା ମିଳିପାରେ । ଅଫିସରେ ଅଧିକାରୀବର୍ଗ ଆପଣଙ୍କୁ ଅଧିକ ଦାୟିତ୍ବ ତୁଲାଇବାକୁ କହିପାରନ୍ତି । ଶିକ୍ଷାର୍ଥୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ ।

କର୍କଟ: ଧର୍ମକାର୍ଯ୍ୟରେ ମନ ଲାଗିବ । ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ବେପାରରେ ମନ ମୁତାବକ ଲାଭ ପାଇବେ । ପ୍ରେମୀ ଯୁଗଳ ମନର କଥା ଜଣେ ଅନ୍ୟଜଣଙ୍କୁ କହିବେ ।

ସିଂହ: ଆପଣଙ୍କ ଜୀବନ ଜୀବିକା ପାଇଁ ଭଲ ଦିନଟିଏ । ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ରାଜନୀତିରେ ମାନ ସମ୍ମାନ ବୃଦ୍ଧି ହେବ । ବନ୍ଧୁ ସହ ଫୋନରେ ଭଲ କଥା ହେବେ ।

କନ୍ୟା: କାମ ପାଇଁ କରି ଆସୁଥିବା ଚେଷ୍ଟାରେ ସଫଳ ହେବେ । ସୋସିଆଲ ମିଡ଼ିଆରେ କାହାରି ସହିତ କଥା ହେବେ । ନୂଆ ସ୍ଥାନକୁ ବୁଲିବାକୁ ଯିବେ ।

ତୁଳା: ଆପଣଙ୍କର ଆକର୍ଷକ ଓ ଚୁମ୍ବକୀୟ ବ୍ୟକ୍ତିତ୍ବ କିଛି ଲୋକଙ୍କ ଧ୍ୟାନ ଆପଣଙ୍କ ଆଡ଼କୁ ଟାଣିବ । ପରିଶ୍ରମ ବଳରେ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିନେବେ । ପ୍ରିୟଜନଙ୍କ ଠାରୁ ଉପହାର ପାଇବେ ।

ବିଛା: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା ଲାଗୁ କରନ୍ତୁ ଠିକ ରହିବ । ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ । ବେପାରରେ ଉନ୍ନତି ହେବ । ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ଆସିବ ।

ଧନୁ: ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ । ରାଜନୀତି କ୍ଷେତ୍ରରେ ସଫଳତା ପାଇବେ । ବୈବାହିକ ଜୀବନରେ ଖୁସି ବୃଦ୍ଧି ହେବ । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବହୁତ ଭଲ ରହିବ ।

ମକର: ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ଲାଭ ହେବାର ସମ୍ଭାବନା । ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସଫଳତା ମିଳିବ ।

କୁମ୍ଭ: ଦୀର୍ଘ ଦିନର ଅଟକି ଥିବା ସରକାରୀ କାମ ସଂପୂର୍ଣ୍ଣ ହୋଇଯିବ । ବ୍ୟବସାୟରେ ଉନ୍ନତି ହେବ । ବନ୍ଧୁଙ୍କୁ ମନର କଥା କହି ମନକୁ ଶାନ୍ତି ମିଳିବ । ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ ।

ମୀନ: ଆପଣଙ୍କର ସକାରାତ୍ମକ ମାନସତା ଆପଣଙ୍କୁ ଲାଭ ଦେବ । ଚାକିରି ପାଇଁ ନୂଆ ଅବସର ପାଇବେ । ଛୋଟଛୋଟ କଥାରେ ଖୁସିର ତଲାସ କରିବେ । ଜୀବନସାଥୀ ସହ ମିଶିବାର ମଉକା ପାଇବେ ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଆଜି ଗଣେଶ ଚତୁର୍ଥୀ

ଆଜି ଗଣେଶ ଚତୁର୍ଥୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କୁମାର ପୂର୍ଣ୍ଣିମା ଦିନ ଧାର୍ଯ୍ୟକୁ ନେଇ ପୁଣି ଦ୍ୱନ୍ଦ୍ୱ
  • ଶପଥ ନେଲେ ନୂଆ ରାଜ୍ୟପାଳ
  • ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ କାହିଁକି କରାଯାଏ ପୂଜା
  • ପୂଜା ମଣ୍ଡପରେ ଦଳାଚକଟା ଘଟଣା: ଦୋଷୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ
  • କୋଲକାତା ଦୁର୍ଗାପୂଜାରେ ଅଘଟଣ: ୧୮ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.