ସଂଚାର ବ୍ୟୁରୋ: ନୂଆଖାଇ ପାଇଁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର ୯ ତାରିଖରେ ଛୁଟି ଘୋଷଣା । ୮ ତାରିଖ ପଡୁଛି ନୂଆଖାଇ । ସେଦିନ ରବିବାର ଥିବାରୁ ୯ ତାରିଖ ଅର୍ଥାତ୍ ସୋମବାର ଦିନ ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ଛୁଟି ରହିବ ।