Monday, March 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଡିକେ ଖେଳିବେ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍

Sanchar Live by Sanchar Live
August 28, 2024
in କ୍ରୀଡ଼ା
0
ଡିକେ ଖେଳିବେ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍
0
SHARES
14
VIEWS
FacebookTwitter

ସଂଚାର ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଆଗାମୀ ଦିନରେ ଖେଳିବେ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍  । ଏନେଇ ସେ ସ୍ପଷ୍ଠ କରିଛନ୍ତି । ଗତ ଆଇପିଏଲ୍ ଶେଷ ହେବା ପରେ ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । କ୍ରିକେଟପ୍ରେମୀ ଆଶା ରଖିଥିଲେ କି, ଡିକେ ଆଉ କିଛି ବର୍ଷ ଆଇପିଏଲ ଖେଳିବେ ମାତ୍ର ସେ ସମସ୍ତଙ୍କ ଆଶ୍ଚର୍ଯ୍ୟ କରି ଅବସର ଘୋଷଣହା କରିଥିଲେ । ଆଉ ଏବେ କାର୍ତ୍ତିକ କହିଛନ୍ତି, ଅବସର ପରେ ମୁଁ ଏଲ୍ଏଲ୍ସି ଖେଳିବା ନେଇ ମନସ୍ଥ କରିସାରିଥିଲି । ଏବେ ଶାରୀରିକ ଓ ମାନସିକ ଭାବେ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି । ମୁଁ ପୁଣିଥରେ ଖେଳ ପଡ଼ିଆରେ ରହି ସମସ୍ତଙ୍କୁ ମନୋରଞ୍ଜନ କରାଇବାକୁ ଚେଷ୍ଟା କରିବି ।’

କାର୍ତ୍ତିକ ଭାରତ ପକ୍ଷରୁ ୧୮୦ଟି ମ୍ୟାଚ୍ (୩ଟି ଯାକ ଫର୍ମାଟ) ଖେଳି ୩,୪୬୩ ରନ୍ ସଂଗ୍ରହ କରିଥିଲେ । ଟେଷ୍ଟରେ ସେ ଗୋଟିଏ ଶତକ ଏବଂ ୭ଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ୱିକେଟ୍ କିପର ଭାବେ ୧୭୨ଟି ସଫଳତା ହାସଲ କରିଥିଲେ । ଆଇପିଏଲ୍ରେ ସେ ୧୭ଟି ସିଜନରେ ୨୬୭ଟି ମ୍ୟାଚ୍ ଖେଳି ୪,୮୪୨ରନ୍ (୨୨ଅର୍ଦ୍ଧଶତକ) ସଂଗ୍ରହ କରିଥିଲେ । ଆସନ୍ତା ୨୯ ତାରିଖ ଏଲ୍ଏଲ୍ସିର ପରବର୍ତ୍ତୀ ସଂସ୍କରଣ ପାଇଁ ନିଲାମ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ନିକଟରେ ଅବସର ଘୋଷଣା କରିଥିବା ଶିଖର ଧାୱନ ମଧ୍ୟରେ ଏଲ୍ଏଲ୍ସି ଖେଳିବେ।

Tags: cricketdinesha kartik
ShareTweetShareSend
Sanchar Live

Sanchar Live

Next Post
ବିଧାନସଭାକୁ ମୋବାଇଲ୍ ମନା, ପାଣି ବୋତଲ ଉପରେ ଏପରି କଟକଣା ଲଗାଇଲେ ବାଚସ୍ପତି

ବିଧାନସଭାକୁ ମୋବାଇଲ୍ ମନା, ପାଣି ବୋତଲ ଉପରେ ଏପରି କଟକଣା ଲଗାଇଲେ ବାଚସ୍ପତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା
  • ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା
  • ବିରୋଧୀଙ୍କ ହଙ୍ଗାମା, ୪ଟା ଯାଏ ଗୃହ ମୁଲତବୀ
  • ଆଜି ପୁଣି କମିଲା ସୁନା ଦର, ଶୀଘ୍ର କିଣିନିଅ
  • ଜାଣନ୍ତୁ କେତେ ରୋଜଗାର କଲାଣି ଧୁରନ୍ଧର -୨

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.