Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଖସିଲା ସେନସେକ୍ସ ଓ ନିଫ୍ଟି

Sanchar Live by Sanchar Live
June 23, 2025
in ଭାରତ
0
ଖସିଲା ସେନସେକ୍ସ ଓ ନିଫ୍ଟି
0
SHARES
58
VIEWS
FacebookTwitter

ବଜାର ଉପରେ ଭୂରାଜନୈତିକ ଅସ୍ଥିରତାର ପ୍ରଭାବ । ଖସିଲା ସେନସେକ୍ସ ଓ ନିଫ୍ଟି । ସପ୍ତାହର ପ୍ରଥମ ଦିନର କାରବାର ଆରମ୍ଭରୁ ୪୫୧ ପଏଣ୍ଟ ଖସିଲା ସେନସେକ୍ସ ଏବଂ ୧୭୦ପଏଣ୍ଟ ହ୍ରାସ ପାଇଲା ନିଫ୍ଟି । ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍, ସେୟାର ବଜାରକୁ ହିଟ୍ କରିଛି ।

କାରବାର ଆରମ୍ଭରୁ ବିଏସଇ ସେନସେକ୍ସ ପ୍ରାୟ ୮୫୦ ପଏଣ୍ଟ ଓ ନିଫ୍ଟି ପ୍ରାୟ ୨୫୦ ପଏଣ୍ଟ ଖସିଥିଲା । ପରେ ବଜାରରେ ସାମାନ୍ୟ ସୁଧାର ଆସିଥିଲା । ତଥାପି ବିଏସଇ ସମ୍ବେଦନଶୀଳ ସୂଚକାଙ୍କ ୭ଶହ ଖସି ୮୧ ହଜାର ୭୩୮ ପଏଣ୍ଟରେ ରହିଛି । ନିଫ୍ଟି୨ ଶହ ପଏଣ୍ଟ ଖସି ୨୫ ହଜାର ପଏଣ୍ଟ ତଳେ ରହିଛି । ଆଇଟି, ଅଟୋ, ବ୍ୟାଙ୍କ, ଏଫଏମଜିସି ଗୁଡିକର ସେୟାର ଖସିଛି ।

ତେବେ ଗତ ସପ୍ତାହ ଜୁନ୍ ୨୦ରେ ଷ୍ଟକ୍ ବଜାରରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା । ସେନସେକ୍ସ ୧୦୪୬ ପଏଣ୍ଟ୍ ଉପରକୁ ଉଠି ୮୨.୪୦୮ ରେ ପହଞ୍ଚିଥିଲା ​​ଏବଂ ନିଫ୍ଟି ୩୧୯ ପଏଣ୍ଟ୍ ଉପରକୁ ଉଠି ୨୫,୧୧୨ ରେ ବନ୍ଦ ହୋଇଥିଲା । ସେନସେକ୍ସର ୩୦ଟି ଷ୍ଟକ୍ ମଧ୍ୟରୁ ୨୭ଟି ଷ୍ଟକ୍ ବୃଦ୍ଧି ପାଇଥିଲା, ଯେତେବେଳେ ୩ଟି ହ୍ରାସ ପାଇଥିଲା । ଏୟାରଟେଲ୍, ନେସଲେ ଏବଂ ଏମ ଆଣ୍ଡ ଏମର ଶେୟାର ୩.୨% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଅନ୍ୟପକ୍ଷରେ, ମାରୁତି, ଅଲଟ୍ରାଟେକ୍ ସିମେଣ୍ଟ ଏବଂ ଆକ୍ସିସ୍ ବ୍ୟାଙ୍କର ସେୟାର ହ୍ରାସ ପାଇଥିଲା ।

Tags: odishasharemarket
ShareTweetShareSend
Sanchar Live

Sanchar Live

Next Post
କୈଳାସ ପର୍ବତର ବଡ଼ ରହସ୍ୟ, କାହିଁକି ହୁଏନି ଚଢ଼ି

କୈଳାସ ପର୍ବତର ବଡ଼ ରହସ୍ୟ, କାହିଁକି ହୁଏନି ଚଢ଼ି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.