Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ହନିମୁନରେ ହତ୍ୟାକାଣ୍ଡ ଘଟଣା : ସାମ୍ନାକୁ ଆସିଲା ସାଙ୍ଘାତିକ ସତ

Sanchar Live by Sanchar Live
June 12, 2025
in ଭାରତ
0
ହନିମୁନରେ ହତ୍ୟାକାଣ୍ଡ ଘଟଣା : ସାମ୍ନାକୁ ଆସିଲା ସାଙ୍ଘାତିକ ସତ
0
SHARES
162
VIEWS
FacebookTwitter

ସଂଚାର ବ୍ୟୁରୋ: ରାଜା ରଘୁବଂଶୀ ହତ୍ୟା ମାମଲା। ଜେରାରୁ ମିଳୁଛି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ। ବିବାହ ପରେ ପ୍ରଥମେ ଆସାମର କାମାକ୍ଷାକୁ ଯାଇ ଦେବୀ ଦର୍ଶନ କରିବାକୁ ସ୍ବାମୀଙ୍କୁ ପରାମର୍ଶ ଦେଇଥିଲା ସୋନମ। ସେହି ଅନୁସାରେ ଗୁଆହାଟି ଓ ମେଘାଳୟକୁ ହନିମୁନରେ ଯିବା ଲାଗି ରାଜା ଯୋଜନା କରିଥିଲେ। ରାଜାଙ୍କୁ ସୋନମ କହିଥିଲା କାମାକ୍ଷା ଦେବୀଙ୍କ ନିକଟରେ ଭକ୍ତି ଅର୍ପଣ କରିବା ପରେ ହିଁ ଏହି ବିବାହ ପୂର୍ଣ୍ଣତା ଲାଭ କରିବ। ସେପଟେ ରାଜା ରଘୁବଂଶୀ ହତ୍ୟା ଘଟଣାରେ ଆଜିଠାରୁ ୮ ଦିନିଆ ରିମାଣ୍ଡରେ ନେଇ ୫ ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି ମେଘାଳୟ ଏସଆଇଟି। ତେଣେ ୮ ଦିନିଆ ରିମାଣ୍ଡରେ ନେଇ ସୋନମଙ୍କୁ ଜେରା କରିଛି ପୋଲିସ।

ମେଘାଳୟରୁ କାହିଁକି ରିଟର୍ଣ୍ଣ ଟିକେଟ କରାଯାଇ ନଥିଲା ସେନେଇ ଶାଶୂ କରିଥିବା ଅଭିଯୋଗ ସମ୍ପର୍କରେ ସୋନମଙ୍କୁ କରାଯାଇଛି ଜେରା। ସେହିପରି ରାଜାଙ୍କୁ ବିବାହ କରିବାକୁ ସୋନମଙ୍କୁ ବାଧ୍ୟ କରାଯାଇଥିଲା କି ନାହିଁ ସେ ସମ୍ପର୍କରେ ବି ଜେରା ହୋଇଛି। ଏପରିକି ଯଦି ବାଧ୍ୟବାଧକତାରେ ବିବାହ କରାଯାଏ ତେବେ ଫଳ ଭୋଗିବାକୁ ପଡିବ ବୋଲି ସୋନମ କହିଥିବା ନେଇ ସୂଚନା ଦେଇଛନ୍ତି ରାଜାଙ୍କ ଭାଇ। ଏହି ଘଟଣାରେ ମୋଟ ୫ ଜଣଙ୍କ ସମ୍ପୃକ୍ତି ପଦାକୁ ଆସିଥିବାବେଳେ ଏହି ଲିଙ୍କରେ ଆସିଛନ୍ତି ଜିତେନ୍ଦ୍ର ରଘୁବଂଶୀ।

ସୋନମଙ୍କ ପ୍ରେମିକ କୁହାଯାଉଥିବା ରାଜ ଖୁସୱାହାଙ୍କ ସହ ଜିତେନ୍ଦ୍ରଙ୍କ ସମ୍ପର୍କ ଥିବା ସୂଚନା ମିଳିଛି। ସେପଟେ ମେଘାଳୟରେ ରହଣୀ କାଳରେ ସୋନମ ଛାଡ଼ିଯାଇଥିବା ଏକ ମଙ୍ଗଳସୂତ୍ର ଓ ଏକ ମୁଦି ପୋଲିସ ଜବତ କରିବା ପରେ ଘଟଣାର ଖିଅ ଧରିପାରିଥିଲା ପୋଲିସ। ଜଣେ ନବବିବାହିତା କାହିଁକି ମଙ୍ଗଳସୂତ୍ର ଛାଡି ଚାଲିଯିବେ ବୋଲି ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା। ଗତକାଲି ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ନେଇ ମାନିଥିଲା ପତ୍ନୀ ସୋନମ। ସିସିଟିଭି ଫୁଟେଜ, କଲ ରେକର୍ଡ ଆଦି ପ୍ରମାଣ ମିଳିବା ପରେ ଜେରା ବେଳେ ଭାଙ୍ଗି ପଡିଥିଲା ସୋନମ।

ଅନ୍ଯ ୪ ଅଭିଯୁକ୍ତ ରାଜ ଖୁସୱାହା, ଆନନ୍ଦ କୁର୍ମୀ, ଆକାଶ ରାଜପୁତ, ବିଶାଲ ସିଂ ଚୌହାନଙ୍କୁ ବି ଆଜିଠାରୁ ହେବ ମାରାଥନ ଜେରା। ଖୁବ ଶୀଘ୍ର ସମସ୍ତଙ୍କୁ ନେଇ କରାଯାଇପାରେ ସିନ ରିକ୍ରିଏସନ। ହତ୍ଯା ଘଟଣାରେ ଏହି ୫ ଅଭିଯୁକ୍ତ ନା ଅନ୍ୟ କେହି ଅଛନ୍ତି ତାହାର ଖୋଳତାଡ଼ କରୁଛି ଏସଆଇଟି। ଗତକାଲି ରାଜା ରଘୁବଂଶୀଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ସୋନମର ଭାଇ ଗୋବିନ୍ଦ।

Tags: crimeraja raghuvanshisonam
ShareTweetShareSend
Sanchar Live

Sanchar Live

Next Post
ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍, ୨୪୨ ଜଣ ଯାତ୍ରୀ ଥିବା ସୂଚନା

ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍, ୨୪୨ ଜଣ ଯାତ୍ରୀ ଥିବା ସୂଚନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.