Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆମ୍ବୁଲାନ୍ସ ମିଳିଲାନି ବୋଲି ଶବକୁ କାନ୍ଧେଇ ବୋହିଲେ ୧୦ କିଲୋମିଟର

Sanchar Live by Sanchar Live
June 3, 2025
in ଓଡିଶା
0
ଆମ୍ବୁଲାନ୍ସ ମିଳିଲାନି ବୋଲି ଶବକୁ କାନ୍ଧେଇ ବୋହିଲେ ୧୦ କିଲୋମିଟର
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ମିଳିଲା ନାହିଁ ଆମ୍ବୁଲାନ୍ସ । ଶବକୁ କାନ୍ଧରେ ବୋହି ୧୦ କିଲୋମିଟର ନିଜ ଗାଁକୁ ନେଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଦାରିଙ୍ଗବାଡି ଥାନା କାଜୁରୀ ବାଦେରୀ ଗାଁର ସୁରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୁନିମା ପ୍ରଧାନ ୬ ମାସର ଗର୍ଭବତୀ ଥିଲେ। ପ୍ରସବ ବେଦନା ହେବାରୁ ସ୍ବାମୀ ତାଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ରୋଗ ପରୀକ୍ଷା ନକରି ଡାକ୍ତର ୨ଟି ଇଞ୍ଜେକ୍ସନ ଏବଂ ଗୋଟିଏ ସାଲାଇନ ଦେବାରୁ ସୁନିମା ପ୍ରଧାନ ଏବଂ ପେଟରେ ଥିବା ୬ ମାସର ଶିଶୁର ମୃତ୍ୟୁ ହୋଇଯାଇଥିଲା । ଶବକୁ ପୋଷ୍ଟମର୍ଟମ କରିବା ପାଇଁ ସକାଳ ୬ଟାରୁ ୧୨ଟା ଯାଏଁ ଅପେକ୍ଷା କରିଥିଲେ ସୁଦ୍ଧା କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଫଳରେ ମହିଳାମାନେ ୧୦ କିଲୋମିଟର ଦୂର କାଜୁରୀ ବାଦେରୀ ଗାଁକୁ ଶବ କାନ୍ଧରେ ବୋହି ନେଇଥିଲେ।

Tags: daringbadikandhamal
ShareTweetShareSend
Sanchar Live

Sanchar Live

Next Post
ହାଇଦ୍ରାବାଦରୁ ଆସିଲା ପୁଣି ୧୫ ଟନ ବିସ୍ଫୋରକ

ହାଇଦ୍ରାବାଦରୁ ଆସିଲା ପୁଣି ୧୫ ଟନ ବିସ୍ଫୋରକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.