Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ପୁରୀରେ ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ

Sanchar Live by Sanchar Live
May 16, 2025
in ଅପରାଧ
0
ପୁରୀରେ ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ
0
SHARES
6
VIEWS
FacebookTwitter

ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା । ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ । ଆକ୍ରମଣରେ ଲହୁଲୁହାଣ ଯୁବକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ପୁରୀ ବଳିଆପଣ୍ଡା ଅଞ୍ଚଳରେ । ଦିନ ଦ୍ବିପ୍ରହରରେ ଖଣ୍ଡା ଦ୍ୱାରା ଆତଙ୍କ ଖେଳାଇ ଦୃର୍ବୃତ୍ତମାନେ ଯୁବକଙ୍କୁ ଆକ୍ରମଣ କରିଥିବା ବେଳେ ଯୁବକ ଜଣଙ୍କ ଗୁରତର ଆହତ ହୋଇଛନ୍ତି । ଆହତ ହୋଇଥିବା ଯୁବକ ଜଣକ ହେଲେ ଅଟୋ ସଂଘ ସଭାପତି ଦୀପ୍ତି ରଞ୍ଜନ ମହାନ୍ତି । ଅଭିଯୁକ୍ତ ରାକେଶ କୁମାର ସାହୁ ଦୀପ୍ତିଙ୍କୁ ଆକ୍ରମଣ କରିଥିବାବେଳେ ଦୀପ୍ତିଙ୍କ ଦେହରେ ବିଭିନ୍ନ ଜାଗାରେ ଖଣ୍ଡା ଚୋଟ ଲାଗିଛି । ସିସିଟିଭିରେ ଆକ୍ରମଣ ବେଳର ଦୃଶ୍ଯ କଏଦ ହୋଇଛି । ଯାହାକୁ ଯାଞ୍ଚ କରୁଛି ପୋଲିସ । ରଥ ଯାତ୍ରା ପାଖେଇ ଆସୁଥିବାବେଳେ ଏପରି ଅପରାଧିକ କାର୍ଯ୍ୟକଳାପ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ସଂପୂର୍ଣ୍ଣ ନିଷ୍କ୍ରିୟ ହୋଇପଡିଛି ବୋଲି ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Tags: attackcrimepuri
ShareTweetShareSend
Sanchar Live

Sanchar Live

Next Post
ଗନ୍ଧମାର୍ଦ୍ଦନ ପାହାଡ଼ରୁ ବଡ ଧରଣର ମାଓ କ୍ୟାମ୍ପ ଠାବ

ଗନ୍ଧମାର୍ଦ୍ଦନ ପାହାଡ଼ରୁ ବଡ ଧରଣର ମାଓ କ୍ୟାମ୍ପ ଠାବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଆସିପାରେ ବିହାରର ଚୂଡ଼ାନ୍ତ ଭୋଟର ତାଲିକା
  • ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍
  • ମହାମାୟାଙ୍କ ମହାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ
  • ତାମିଲନାଡୁ କରୁର ଦଳାଚକଟା ଘଟଣା : ତାମିଲଗା ଭେଟ୍ରି କାଜାଗମ ଦିଲ୍ଲା ସମ୍ପାଦକ ମାଥେଝଗନ ଗିରଫ
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ବଢ଼ୁଛି ଭିଡ଼, ବଢ଼ିଲାଣି ଟ୍ରାଫିକ୍ ଚିନ୍ତା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.