Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ବ୍ରେକଅପ୍ କରିବାକୁ ଚାହୁଁଛନ୍ତି କି ? ଜାଣି ରଖନ୍ତୁ ଏହି କଥା…

Sanchar Live by Sanchar Live
May 10, 2025
in ଜୀବନ ଶୈଳୀ
0
ବ୍ରେକଅପ୍ କରିବାକୁ ଚାହୁଁଛନ୍ତି କି ? ଜାଣି ରଖନ୍ତୁ ଏହି କଥା…
0
SHARES
23
VIEWS
FacebookTwitter

ପ୍ରେମ ସୃଷ୍ଟିର ଏକ ସୁନ୍ଦର ଶବ୍ଦ। ପ୍ରେମିକ ହୁଅନ୍ତୁ ଅବା ପ୍ରେମିକା ନିଜ ଇପ୍‌ସିତ ପୁରୁଷ କିମ୍ୱା ନାରୀଙ୍କୁ ପାଇବା ପାଇଁ ସର୍ବଦା କାମନା କରିଥା’ନ୍ତି। ପ୍ରେମ ପାଇଁ କାହାର ସାରା ଜୀବନ ବିତିଯାଏ ତ ଆଉ କେହି ଏହାକୁ ପାଇ ହରାଇ ବସନ୍ତି। ଆଉ ଏହାକୁ ଆମେ ଇଂରାଜୀରେ ‘ବ୍ରେକ୍‌ଅପ୍‌’ ବୋଲି କହୁ  ।

ଅନେକ ସମୟରେ ଦେଖାଯାଏ, ରିଲେସନ୍‌ସିପ୍‌ରେ ରହିବା ପରେ ଏପରି ଏକ ସମୟ ଆସେ, ଯେତେବେଳେ ପ୍ରେମିକ-ପ୍ରେମିକାଙ୍କ ପାଖରେ ଅଲଗା ହେବା ବ୍ୟତୀତ ଅନ୍ୟ କୌଣସି ଚାରା ନଥାଏ। ଯଦି ଆପଣ ବି ନିଜ ପ୍ରେମିକ କିମ୍ୱା ପ୍ରେମିକାଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତେବେ ଦୁହିଁଙ୍କ ମଧ୍ୟରେ ଯାହା ବି ଭୁଲ୍‌ ବୁଝାମଣା ଥାଉ ନା କାହିଁକି, ତା’କୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଅନ୍ତତଃ ଥରେ ପ୍ରୟାସ କରନ୍ତୁ।

ତା’ହେଲେ ଆସନ୍ତୁ ଜାଣିବା, ନିଜ ପାର୍ଟନର୍‌ ସହିତ ବ୍ରେକ୍‌ଅପ୍‌ କରିବା ପୂର୍ବରୁ କେଉଁ ସବୁ ବିଷୟ ଉପରେ କଥା ହେବା ଉଚିତ୍‌।

ପୁରୁଣା ଦିନକୁ ମନେ ପକାନ୍ତୁ
ଯେ କୌଣସି ସମସ୍ୟା ଥାଉ ନା କାହିଁକି ବ୍ରେକ୍‌ଅପ୍‌ କରିବା ପୂର୍ବରୁ ଥରେ ଆପଣ ଅତୀତକୁ ମନେ ପକାନ୍ତୁ। ଅତୀତରେ ସାଥୀ ହୋଇ ଅତିବାହିତ କରିଥିବା କିଛି ସମୟକୁ ମନେ ପକାଇଲେ ଏହା ଆପଣଙ୍କୁ ପଜିଟିଭ୍‌ ଏନର୍ଜି ଯୋଗାଇଥାଏ। ଏହା ଆପଣଙ୍କ ନିଷ୍ପତ୍ତିକୁ ବଦଳାଇବାର କ୍ଷମତା ରଖିଥାଏ। ତେଣୁ ପାର୍ଟନରଙ୍କ ସହିତ କଥା ହେବା ପୂର୍ବରୁ କିଛି ସମୟ ନିରୋଳାରେ ବସି ଅତୀତର ସେହି ସବୁ ସୁନ୍ଦର ଦିନଗୁଡ଼ିକ ବିଷୟରେ ଭାବନ୍ତୁ।

ପରସ୍ପରକୁ ଶୁଣନ୍ତୁ
ଗୋଟିଏ ସମ୍ପର୍କରେ ସବୁଠାରୁ ବଡ଼ କଥା ହେଉଛି ପରସ୍ପରର କଥାକୁ ଗୁରୁତ୍ୱ ଦେବା। ଏଥିପାଇଁ ବ୍ରେକ୍‌ଅପ୍‌ କରିବା ପୂର୍ବରୁ ପରସ୍ପରକୁ ନିଜର ପକ୍ଷ ରଖିବା ପାଇଁ ସୁଯୋଗ ଦିଅନ୍ତୁ। ଆପଣଙ୍କ ପାର୍ଟନରଙ୍କ କଥାକୁ ମନ ଦେଇ ଶୁଣନ୍ତୁ ଏବଂ ନିଜ ପକ୍ଷ ବି ରଖନ୍ତୁ। ପାର୍ଟନର କିଛି କହିବା ବେଳେ ଆଦୌ ମଝିରେ ବାଧା ଦିଅନ୍ତୁ ନାହିଁ।

ଝଗଡ଼ାର ସମାଧାନ କରନ୍ତୁ
ଝଗଡ଼ା ଯେତେ ବଡ଼ ହେଲେ ବି ଏହାକୁ ବଢ଼ିବାକୁ ନ ଦେଇ ଏହାର ମୂଳ କାରଣ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ମନେ ରଖନ୍ତୁ ଝଗଡ଼ାର ସମାଧାନ କରିବା ସମୟରେ ଆପଣଙ୍କ ପାର୍ଟନର୍‌କୁ କ୍ଷତି ପହଞ୍ଚିବା ଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ତା’ସହିତ ସବୁ କିଛି ଭୁଲି ପୁଣି ମୂଳରୁ ରିଲେସନ୍‌ସିପ୍ ଆରମ୍ଭ କରିପାରିବା କି ବୋଲି ବି ପଚାରନ୍ତୁ।

Tags: break ulifestyle
ShareTweetShareSend
Sanchar Live

Sanchar Live

Next Post
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ନେଇ ବୈଦେଶିକ ମନ୍ତ୍ରଣାଳୟର ପ୍ରେସମିଟ୍

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ନେଇ ବୈଦେଶିକ ମନ୍ତ୍ରଣାଳୟର ପ୍ରେସମିଟ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.