Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ପାକିସ୍ତାନର ସବୁ OTT ପ୍ଲାଟଫର୍ମ ବ୍ୟାନ୍ କଲା ଭାରତ

Sanchar Live by Sanchar Live
May 8, 2025
in ଭାରତ
0
ପାକିସ୍ତାନର ସବୁ OTT ପ୍ଲାଟଫର୍ମ ବ୍ୟାନ୍ କଲା ଭାରତ
0
SHARES
12
VIEWS
FacebookTwitter

ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ଲଗାତାର ପାକିସ୍ତାନ ଉପରେ କଡ଼ା ପଦକ୍ଷେପ ନେଉଛି । ମେ’୭ ତାରିଖ ରାତିରେ ଭାରତ ପାକିସ୍ତାନରେ ଥିବା ଅନେକ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ମାଟିରେ ମିଶାଇଥିଲେ । ଏହା ପୂର୍ବରୁ ଭାରତ ସରକାର ପାକିସ୍ତାନର ଅନେକ ସେଲିବ୍ରିଟିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି । ଆଉ ଏହାରି ଭିତରେ ଭାରତ ଏବେ ଏକ ବଡ଼ ପଦକ୍ଷେପ ନେଇଛି । ପାକିସ୍ତାନର ବିଭିନ୍ନ ଡ୍ରାମା ସିରିଜ୍ କଣ୍ଟେଣ୍ଟକୁ ବ୍ୟାନ୍ କରିଛି ଭାରତ ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଓଟିଟି ପ୍ଲାଟଫର୍ମ ଏବଂ ମିଡ଼ିଆ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମକୁ କୋ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ କୁହାଯାଇଛି କି ଏବେଠାରୁ ହିଁ ପାକିସ୍ତାନର ସବୁ ପ୍ରକାର କଣ୍ଟେଣ୍ଟକୁ ଭାରତରେ ବ୍ୟାନ୍ କରାଯାଉଛି । ଓଟିଟି ପ୍ଲାଟଫର୍ମ , ୟୁଟ୍ୟୁବ୍ ଏବଂ ଅନ୍ୟ ଅଡ଼ିଓ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମକୁ ଭାରତରେ ବ୍ୟାନ୍ କରାଯାଇଛି । ମନ୍ତ୍ରାଳୟ ନିଜ ଆଡଭାଇଜରୀରେ କହିଛି ,‘‘ରାଷ୍ଟ୍ରୀୟ ସୁରକ୍ଷାକୁ ଆଖି ଆଗରେ ରଖି ସବୁ ଓଟିଟି ପ୍ଲାଟଫର୍ମ , ମିଡିଆ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମକୁ ପରାମର୍ଶ ଦିଆଯାଉଛି କି ପାକିସ୍ତାନରେ ତିଆରି ୱେବସିରିଜ୍ , ସିନେମା , ଗୀତ ,ପଡକାଷ୍ଟ୍ ଓ ଅନ୍ୟ ଷ୍ଟ୍ରିମିଙ୍ଗ୍ ମିଡିଆ କଣ୍ଟେଣ୍ଟ୍ ଯାହା ସବସ୍କ୍ରିପସନ୍ ହୋଇଛି ତାହାକୁ ତୁରନ୍ତ ରୋକାଯାଉ । ଆପଣଙ୍କୁ କହିରଖୁଛୁ ଯେ ଭାରତରେ ପାକିସ୍ତାନୀ ଡ୍ରାମା , ସିରିଜର ବହୁତ ଲୋକପ୍ରିୟତା ରହିଛି । କିନ୍ତୁ ଏଭଳି ସମୟରେ ଦେଶ ଆଗ , ମନୋରଞ୍ଜନ ପଛ ।

Tags: indiaOttpakistan
ShareTweetShareSend
Sanchar Live

Sanchar Live

Next Post
ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା

ମା' ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ
  • ବିହାର ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ଼ ଘୋଷଣା, ବଢ଼ିଲା ଏମାନଙ୍କ ଭତ୍ତା
  • ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.