ଶ୍ରୀମତୀ ପଦ୍ମାବତୀ ବିଶ୍ୱାଳଙ୍କ ଦେହାନ୍ତ। ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଉଭୟ ପ୍ରାନ୍ତର, ପ୍ରଚାର ପ୍ରମୁଖ ସୃଷ୍ଟି ଭାଇଙ୍କ ମାତା ହେଉଛନ୍ତି ଶ୍ରୀମତୀ ପଦ୍ମାବତୀ ବିଶ୍ୱାଳ। ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ।