Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଲାଟିନ୍ ତାର ଜାଲିରେ ଫସିଥିବା ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

Sanchar Live by Sanchar Live
March 23, 2025
in ଓଡିଶା
0
ଲାଟିନ୍ ତାର ଜାଲିରେ ଫସିଥିବା ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ
0
SHARES
53
VIEWS
FacebookTwitter

ସଂଚାର ବ୍ୟୁରୋ: ଲାଟିନ ଭିତରେ ନାଗ ସାପ।  ତାର ଜାଲିରେ ଫସି ଟେକିଲା ଫଣା। ୪ ଫୁଟର ନାଗ ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ। ଭୁବନେଶ୍ୱର ଓୟୁଏଟିରେ କୃଷି ମହାବିଦ୍ୟାଳୟର ଗୋଦାବରୀଶ ଛାତ୍ରାବାସ ଲାଟିନରୁ ନାଗ ସାପ ଉଦ୍ଧାର ହୋଇଛି। ଜଣେ ଛାତ୍ର ପରିସ୍ରା ପାଇଁ ଯିବାବେଳେ ଏକ ସାପ ପାଣି ନଳା ପାଖରେ ଥିବା ଜାଲି ଭିତରେ ମୁଣ୍ଡ ଭର୍ତ୍ତି କରିଥିବା ଦେଖି ଚିତ୍କାର କରିଥିଲେ।  ଚିତ୍କାର ଶୁଣି ହଷ୍ଟେଲର ଅନ୍ୟ ଛାତ୍ର ମଧ୍ୟ ଚାଲିଆସିଥିଲେ। ଏନେଇ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେବା ପରେ  ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ ଘଟଣାସ୍ଥଳରେ ପହଞ୍ଚି ଥିଲେ ।  ପ୍ରାୟ ୪ ଫୁଟ ଲମ୍ବ ନାଗ ସାପକୁ ଷ୍ଟିଲ ଜାଲିରେ ମୁଣ୍ଡ ଫସି ଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ମେଟାଲ କଟର ସାହାଯ୍ୟରେ ଷ୍ଟିଲ ଜାଲିକୁ କାଟିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ଛେଣୀ ମାର୍ତୁଲ ବ୍ୟବହାର କରି ଜାଲି ଟିକୁ କାଟିବା ପରେ ସାପଟି ମୁକ୍ତ ହୋଇଥିଲା । ସାପଟିର ଫଣାରେ ସାମାନ୍ୟ କ୍ଷତ ହୋଇଥିଲା। କ୍ଷତ ସ୍ଥାନରେ ବେଟାଡିନ୍ ଲଗାଇବା ପରେ ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।

Tags: bhubaneswarsnake helplinesnake resque
ShareTweetShareSend
Sanchar Live

Sanchar Live

Next Post
ବିଏମସି ହସ୍ପିଟାଲ ସମ୍ମୁଖରେ ଗଣଧାରଣା

ବିଏମସି ହସ୍ପିଟାଲ ସମ୍ମୁଖରେ ଗଣଧାରଣା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.