Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ଓଡ଼ିଶାରେ ପ୍ରିୟଙ୍କା ଚୋପ୍ରା

Sanchar Live by Sanchar Live
March 10, 2025
in ମନୋରଞ୍ଜନ
0
ଓଡ଼ିଶାରେ ପ୍ରିୟଙ୍କା ଚୋପ୍ରା
0
SHARES
4
VIEWS
FacebookTwitter

ଓଡ଼ିଶାରେ ପ୍ରିୟଙ୍କା ଚୋପ୍ରା । କୋରାପୁଟ ସେମିଳିଗୁଡ଼ାରେ ସାଉଥ ସିନେମା ସୁଟିଂରେ ପହଞ୍ଚିଛନ୍ତି ପୂର୍ବତନ ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରା । ବାହୁବଳୀ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଫିଲ୍ମ SSMB29ରେ ଅଭିନୟ କରିବାକୁ ଆସି ସେ ପହଞ୍ଚିଛନ୍ତି । ପ୍ରିୟଙ୍କା ଓଡ଼ିଶାରେ ପହଞ୍ଚିବା ପରେ ଏୟାରଲାଇନସର କ୍ରିୟୁଙ୍କ ସହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭାଇରାଲ ଫଟୋର ବ୍ଲାକ କ୍ରପ ଟପ ସହ ମ୍ୟାଚିଂ ଜାକେଟ ଓ ବ୍ୟାଗି ଜିନସରେ ସିଟାଡେଲ ଗର୍ଲଙ୍କୁ ଦେଖିବାକୁ ମିଳିଛି । SSMB29ରେ ସାଉଥ ହାର୍ଟଥ୍ରୋବ ମହେଶ ବାବୁ ଓ ପୃଥ୍ବୀରାଜ ସୁକୁମାରନଙ୍କ ସହ ନଜର ଆସିବେ ପ୍ରିୟଙ୍କା ଚୋପ୍ରା । ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ରାଜାମୌଲିଙ୍କ ସିନେମାର ସୁଟିଂ ଦେଓମାଳିରେ ଜାରି ରହିଛି ।

Tags: odishapriyanka chopra
ShareTweetShareSend
Sanchar Live

Sanchar Live

Next Post
ରାତିରେ ଅଧିକ କାଶ ହେଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

ରାତିରେ ଅଧିକ କାଶ ହେଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.