Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

କଂଗ୍ରେସ ଭବନରେ ନେତା ଓ କର୍ମୀଙ୍କୁ ଭେଟିଲେ ପିସିସି ସଭାପତି

Sanchar Live by Sanchar Live
February 21, 2025
in ରାଜନୀତି
0
କଂଗ୍ରେସ ଭବନରେ ନେତା ଓ କର୍ମୀଙ୍କୁ ଭେଟିଲେ ପିସିସି ସଭାପତି
0
SHARES
14
VIEWS
FacebookTwitter

ତିନି ଦିନ ସଂକଳ୍ପ ଯାତ୍ରା ପରେ ଆଜି ବେଶ ଜୋଶରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପ୍ରଭାରୀ ଅଜୟ କୁମାର ଲଲ୍ଲୁ । କଂଗ୍ରେସ ଭବନରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି ଏକଜୁଟ ହୋଇ ଲଢ଼ିବାକୁ ଗୁରୁମନ୍ତ୍ର ଦେଇଛନ୍ତି ଭକ୍ତ । ୩୦ ମିନିଟରୁ ଅଧିକ ସମୟ ଧରି ନେତାଙ୍କ ସହ ସଂଗଠନ ଉପରେ ଆଲୋଚନା କରିଥିଲେ ଉଭୟ l ଗିରିଧର ଗମାଙ୍ଗ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅମର ପ୍ରଧାନ ପ୍ରମୁଖ ନେତା ଏହି ଅବସରରେ ଉପସ୍ଥିତ ଥିଲେ । ସେହିପରି ସଂଗଠନକୁ ତିଆରି କରିବା ପାଇଁ ପଦଯାତ୍ରା କଲୁ । ସମର୍ପଣ ପାଇଁ ଭୁବନେଶ୍ଵର ବିମାନ ବନ୍ଦରରୁ ପୁରୀ ଯାଏ ପଦଯାତ୍ରା କରି ଜଗନ୍ନାଥଙ୍କ ଆଶୀର୍ବାଦ ନେଲୁ l ଲୋକଙ୍କ ଠାରୁ ପଇସା ନେଇ କଂଗ୍ରେସ୍ ରାଜନୀତି କରିବ l ତାଙ୍କୁ କିଏ ଅପମାନ କଲେ ସେ ସହିଯିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭକ୍ତ । କଂଗ୍ରେସକୁ ତିଆରି କରିବାକୁ ସେ ଦରକାର ପଡିଲେ ଜୀବନ ଦେବାକୁ ପ୍ରସ୍ତୁତ । କାମ ପାଇଁ ତାଙ୍କର ସମର୍ପଣ ଭାବ ସବୁବେଳେ ରହିବ l ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ବଡ ଦାୟିତ୍ୱ ଦେଇଛନ୍ତି l ଅନେକ ରାଜ୍ୟରେ ତାଙ୍କ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି l ଓଡ଼ିଶାରେ ନୂଆ ଚିନ୍ତାଧାରରେ ରାଜନୀତି ହେବ ବୋଲି କହିଛନ୍ତି ଭକ୍ତ । କ୍ରାନ୍ତି ଆରମ୍ଭ ହୋଇଛି । ଦୁଇ ବର୍ଷ ଭିତରେ ଗାଁ ଗାଁରେ କ୍ରାନ୍ତି ଅଣାଯିବ ବୋଲି ଆଶା କରିଛନ୍ତି ଭକ୍ତ । ସେହିପରି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ କହିଛନ୍ତି, ସଙ୍ଗଠନ ସଜାଡିବା ସହ ଲୋକଙ୍କ ହିତକୁ ପ୍ରାଧାନ୍ଯ ଦେବ କଂଗ୍ରେସ । ସାମାଜିକ ନ୍ୟାୟ ଦେବା ପାଇଁ ପ୍ରଚେଷ୍ଟା କରିବ ଦଳ । ଗରିବ ଲୋକଙ୍କ ସ୍ଵର ସାଜିବ କଂଗ୍ରେସ୍ l ବ୍ଲକ୍, ଜିଲ୍ଲା ସଂଗଠନକୁ ଚଳଞ୍ଚଳର କରାଯିବ l ରାଜ୍ଯରେ ୩୬ ହଜାର ମହିଳା ଓ ଶିଶୁ ନିଖୋଜ ରହିଛନ୍ତି l ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଏ ପ୍ରସଂଗରେ ଶୋଇଛନ୍ତି କାହିଁକି ବୋଲି କଂଗ୍ରେସ ପ୍ରଭାରୀ ପ୍ରଶ୍ନ କରିଛନ୍ତି । ଓଡ଼ିଶାର ଖଣି, ପାଣି ଲୁଟୁଛନ୍ତି l ଆଦିବାସୀମାନେ ଅଧିକାର ପାଉନାହାନ୍ତି l କଂଗ୍ରେସ ସଶକ୍ତ ବିରୋଧୀ ଦଳ ଭାବେ କାମ କରିବ l ସରକାରଂକ ଦୋଷ ଦୁର୍ବଳତାକୁ ପଦାକୁ ଆଣିବ l ୭ମାସରେ ୭୦୦ ବଦନାମ ବୋଝ ନେଇଛି ବିଜେପି ସରକାର l ବିଜେପିକୁ ହଟାଇବା ଏବେ ଲୋକଙ୍କର ପ୍ରଧାନ ମାନସିକତା ବୋଲି କହିଛନ୍ତି ଅଜୟ ଲଲ୍ଲୁ ।

Tags: bhakta dashcongresspcc
ShareTweetShareSend
Sanchar Live

Sanchar Live

Next Post
କିଟ୍ ଛାତ୍ରୀଙ୍କ ମୃତ୍ୟୁ: ରିମାଣ୍ଡରେ ଆସିବେ ଆଦବିକ୍

କିଟ୍ ଛାତ୍ରୀ ମୃତ୍ୟୁ ଘଟଣା ; ରାଜ୍ୟ ଅତିଥି ଭବନରେ ୪ ଜଣଙ୍କ ବୟାନ ରେକର୍ଡ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.