Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆସନ୍ତାକାଲି ଶ୍ରାବଣ ମାସର ଚତୁର୍ଥ ସୋମବାର

Sanchar Live by Sanchar Live
August 11, 2024
in ଓଡିଶା
0
ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ଶୈବ ପୀଠରେ କାଉଡିଆଙ୍କ ଭିଡ
0
SHARES
10
VIEWS
FacebookTwitter

ସଂଚାର ବ୍ୟୁରୋ: ଆସନ୍ତାକାଲି ଶ୍ରାବଣ ମାସର ଚତୁର୍ଥ ସୋମବାର । ମହାଦେବଙ୍କ ମସ୍ତକରେ ଜଳଲାଗି କରିବେ ବୋଲବମ ଭକ୍ତ । ଏଥିପାଇଁ ବିଭିନ୍ନ ନଦୀରୁ ଜଳଭାର ଉଠାଇ ଶୈବପୀଠ ଅଭିମୁଖେ କାଉଡ଼ିଆ । କଟକ ଗଡଗଡିଆ ମହାନଦୀ କୂଳରେ କାଉଡିଆଙ୍କ ଲାଗିଛି ଭିଡ । ସକାଳୁ ସକାଳୁ ସୁଦୂର ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ଭୁବନେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଯାଜପୁର ରୁ ଶହ ଶହ ଭକ୍ତ ଆସି ନଦୀରେ ବୁଡ ପକାଇ ପୂଜାର୍ଚ୍ଚନା କରି ଲିଙ୍ଗରାଜ, ସିଦ୍ଧେଶ୍ଵର, ଧବଳେଶ୍ଵର ପୀଠ ଅଭିମୁଖେ ବାହାରିଛନ୍ତି । ପାଗ ଅନୁକୂଳ ରହୁଥିବାରୁ ବାବାଙ୍କ ପାଖକୁ ଯାତ୍ରା ଭଲରେ ଯିବ ବୋଲି ସମସ୍ତେ ଆଶା ରଖିଛନ୍ତି । ଭକ୍ତଙ୍କ ସୁରକ୍ଷା ପାଇଁ ଅଗ୍ନିଶମ ବାହିନୀ ଓ ପୋଲିସ ୨୪  ଘଣ୍ଟା ପଇଁତରା ମାରୁଛନ୍ତି । ନଦୀ କୂଳରେ ବୋଟ ମୁତୟନ କରାଯାଇ ଗଭୀର ଜଳ ଭିତରକୁ ପ୍ରବେଶ ନ କରିବାକୁ ବୋଲବମ ଭକ୍ତଙ୍କୁ ସଚେତନ କରାଯାଇଛି ।

Tags: bolbomodisha
ShareTweetShareSend
Sanchar Live

Sanchar Live

Next Post
ଗୁରୁଗ୍ରାମରେ ବର୍ଷା ତାଣ୍ଡବ

ଗୁରୁଗ୍ରାମରେ ବର୍ଷା ତାଣ୍ଡବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.