Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ନିର୍ବନ୍ଧ ପରେ କନ୍ୟାକୁ ବିଷ, ପିଆଇଲା ଭାବି ସ୍ୱାମୀର ପୂର୍ବତନ ପ୍ରେମିକା

Sanchar Live by Sanchar Live
January 30, 2025
in ଅପରାଧ
0
ନିର୍ବନ୍ଧ ପରେ କନ୍ୟାକୁ ବିଷ, ପିଆଇଲା ଭାବି ସ୍ୱାମୀର ପୂର୍ବତନ ପ୍ରେମିକା

Oplus_131072

0
SHARES
40
VIEWS
FacebookTwitter

କେନ୍ଦ୍ରାପଡ଼ା: ନିର୍ବନ୍ଧ ପରେ କନ୍ୟାକୁ ବିଷ । ବିଷ ପିଆଇଲା ଭାବି ସ୍ୱାମୀର ପୂର୍ବତନ ପ୍ରେମିକା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଡାମରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଝିଅର ନିର୍ବନ୍ଧ ଲାଗି ପରିବାର ଲୋକ ଯାଇଥିବା ବେଳେ ଭାବି ସ୍ୱାମୀର ପ୍ରେମିକା ଥଣ୍ଡାରେ ଝିଅକୁ ବିଷ ପିଆଇଥିବା ଅଭିଯୋଗ ହୋଇଛି। ଡାମରପୁର ଗାଁର କୈଫତ ଅଲ୍ଲୀଙ୍କ ଝିଅର ଆଜି ପଟ୍ଟାମୁଣ୍ଡାଇରେ ନିର୍ବନ୍ଧ ଥିଲା । ଏଥିପାଇଁ ଝିଅର ବାପା-ମା’ ପଟ୍ଟାମୁଣ୍ଡାଇ ଯାଇଥିଲେ । ଏହି ସମୟରେ ଝିଅ ଘରେ ପହଞ୍ଚି ପୁଅର ପୂର୍ବତନ ପ୍ରେମିକା ଥଣ୍ଡା ବୋତଲରେ ବିଷ ମିଶାଇ ଝିଅକୁ ଜୋର ଜବରଦସ୍ତ କରି ପିଆଇଦେଇଥିଲା । ଝିଅର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାକୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଗ୍ରାମବାସୀମାନେ ସମ୍ପୃକ୍ତ ଯୁବତୀକୁ ଅଟକ ରଖିବା ସହ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ବିଷ ପିଆଇଥିବା ମହିଳା ଜଣକ ବିବାହିତା ଆଉ ତାର ବାହାହେବାକୁ ଥିବା ଯୁବକ ସହ ପରକୀୟା ପ୍ରୀତି କାରଣରୁ ଏଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି ଜଣାପଡ଼ିଛି ।

Tags: kendrapadapoision
ShareTweetShareSend
Sanchar Live

Sanchar Live

Next Post
ଆମେରିକା ବିମାନ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଲା

ଆମେରିକା ବିମାନ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଲା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.