Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଅନାସ୍ଥା ଭୋଟବେଳେ ଅଘଟଣ, ବିଷ ପିଇଲେ ଓ୍ଵାର୍ଡ ସଭ୍ୟଙ୍କ ପୁଅ

Sanchar Live by Sanchar Live
January 30, 2025
in ଓଡିଶା
0
ଅନାସ୍ଥା ଭୋଟବେଳେ ଅଘଟଣ, ବିଷ ପିଇଲେ ଓ୍ଵାର୍ଡ ସଭ୍ୟଙ୍କ ପୁଅ
0
SHARES
43
VIEWS
FacebookTwitter

ଅନାସ୍ଥା ଭୋଟ ବେଳେ ବିଷ ପିଇଲେ ଓ୍ଵାର୍ଡ ସଭ୍ୟଙ୍କ ପୁଅ । ବାପାଙ୍କୁ ଅନାସ୍ଥା ଭୋଟରେ ଅଂଶଗ୍ରହଣ ନକରିବାକୁ ପୁଅ କହିଥିଲା । ହେଲେ ବାପା ଭୋଟ କେନ୍ଦ୍ରକୁ ଯିବା ପରେ ପୁଅ ବିଷ ପିଇଦେଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିସାହିପାଟଣାରେ । ସୂଚନା ଅନୁସାରେ, ବାଲିସାହିପାଟଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ କୈଳାସ ପରିଡ଼ାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ଚାଲିଛି । କଡା ସୁରକ୍ଷା ବଳୟ ଭିତରେ ଭୋଟ ଗ୍ରହଣ କରାଯାଉଛି । ଗତ ଡିସେମ୍ବର ୩୦ ତାରିଖରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପାଇଁ ୮ ଜଣ ଓ୍ଵାର୍ଡ ସଭ୍ୟ ଲିଖିତ ଅଭିଯୋଗ କରିଥିଲେ । ଯାହା ଫଳରେ ଆଜି ଅନାସ୍ଥା ଭୋଟିଂ ଚାଲିଛି । ଅପରପକ୍ଷରେ ୧୧ ନଂ ଓ୍ଵାର୍ଡ ମଧୁପୁର ଗାଁର ଓ୍ଵାର୍ଡ ମେମ୍ବର ରବୀନ୍ଦ୍ର ଜେନା ନିଖୋଜ ଥିବାନେଇ ପୁଅ ଅଞ୍ଜନ ଜେନା ରାଜନଗର ଥାନାରେ ଆଜି ସକାଳେ ଲିଖିତ ଅଭିଯୋଗ କରିଥିଲେ । ପରେ ରବୀନ୍ଦ୍ର ଘରକୁ ଫେରିବାରୁ ଅଞ୍ଜନ ତାଙ୍କୁ ଅନାସ୍ଥା ଭୋଟ ଦେବାକୁ ମନା କରିଥିଲେ । କିନ୍ତୁ ଏହାକୁ ନମାନି ରବୀନ୍ଦ୍ର ଭୋଟ କେନ୍ଦ୍ରକୁ ଯିବାପରେ ପୁଅ ଅଞ୍ଜନ ବିଷ ପିଇଦେଇଥିବା ନେଇ ଅଭିଯୋଗ ହୋଇଛି । ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଞ୍ଜନଙ୍କୁ ସ୍ଥାନାନ୍ତର କରାଯାଇଛି ।

ShareTweetShareSend
Sanchar Live

Sanchar Live

Next Post
ଫେବ୍ରୁଆରୀ ୨ରେ ସରସ୍ବତୀ ପୂଜା : ଶ୍ରୀମନ୍ଦିର ନୀତି ପ୍ରଶାସକ

ଫେବ୍ରୁଆରୀ ୨ରେ ସରସ୍ବତୀ ପୂଜା : ଶ୍ରୀମନ୍ଦିର ନୀତି ପ୍ରଶାସକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ
  • ବିହାର ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ଼ ଘୋଷଣା, ବଢ଼ିଲା ଏମାନଙ୍କ ଭତ୍ତା
  • ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.