Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଫିଲ୍ମ ଦୁନିଆ ଛାଡି ନୂଆ ଜୀବନ ଆରମ୍ଭ କେଲେ ମମତା କୁଲକର୍ଣ୍ଣି

Sanchar Live by Sanchar Live
January 25, 2025
in ଭାରତ
0
ଫିଲ୍ମ ଦୁନିଆ ଛାଡି ନୂଆ ଜୀବନ ଆରମ୍ଭ କେଲେ ମମତା କୁଲକର୍ଣ୍ଣି
0
SHARES
145
VIEWS
FacebookTwitter

ପ୍ରୟାଗରାଜ: ବିବାଦୀୟ ଅଭିନେତ୍ରୀ ମମତା କୁଲକର୍ଣ୍ଣୀରୁ ହୋଇଛନ୍ତି ମମତାନନ୍ଦ ଗିରି । ଅଭିନେତ୍ରୀରୁ ବଦଳି ହୋଇଯାଇଛନ୍ତି ସାଧ୍ୱୀ । ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇ ପିଣ୍ଡ ଦାନ କରିବା ପରେ ତାଙ୍କର ପଟ୍ଟାଭିଷେକ ହୋଇଛି । ସେ ଏବେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି । କିନ୍ନର ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ଉପସ୍ଥିତିରେ ତାଙ୍କୁ ମିଳିଛି ନୂତନ ପରିଚୟ, ତାହା ହେଲା ଶ୍ରୀ ୟାମି ମମତାନନ୍ଦ ଗିରି ।

ହଠାତ୍ ଦୀର୍ଘ ୨୪ ବର୍ଷ ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବା ଏବଂ କିନ୍ନର ଆଖଡ଼ାରେ ଯୋଗ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିନ୍ନର ଆଖଡ଼ା ସନାତନ ଧର୍ମର ୧୩ଟି ପ୍ରମୁଖ ଆଖଡ଼ା ମଧ୍ୟରୁ ଅନ୍ୟତମ । ଏଥିରେ ସନ୍ନ୍ୟାସୀ ହେବା ପରେ ମଧ୍ୟ ସାଂସାରିକ ଜୀବନ ଅତିବାହିତ କରିହେବ । ଏଥିରେ ପାରିବାରିକ ସମ୍ପର୍କ ଛିନ୍ନ କରିବା ଆବଶ୍ୟକ ନାହିଁ । ସେଥିପାଇଁ ସେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହେବା ସହିତ ଭୌତିକ ଜୀବନ ବଞ୍ଚିପାରିବେ । ଏଥରେ ଜଣେ ବୈରାଗୀର

ଜୀବନ ବଞ୍ଚିବା ଆବଶ୍ୟକ ନାହିଁ ।

ବିବାଦରେ ପୂର୍ଣ୍ଣ ମମତାଙ୍କ ଜୀବନ କାହାଣୀ

୯୦ ଦଶକର ପ୍ରଖ୍ୟାତ ଅଭିନେତ୍ରୀ ମମତା ଦୀର୍ଘ ୨୪ ବର୍ଷ ପରେ ଭାରତ ଫେରିଥିଲେ । ସେ ଅନେକ ବିବାଦରେ ରହିଛନ୍ତି । ଡ୍ରଗ୍ସ ମାଫିଆ ସହିତ ବିବାହ ଚର୍ଚ୍ଚା, ଟପ୍ ଲେସ୍ (ବସ୍ତ୍ର ବିହୀନ) ଫଟୋ ସୁଟ୍ ଓ ଅଣ୍ଡରୱାର୍ଲଡ୍ ଡନ୍ ସହିତ ସମ୍ପର୍କ ଥିବା ନେଇ ଅନେକ ବିବାଦ ଘେରରେ ରହିଥିଲେ ମମତା । ୨୦୧୩ ମସିହାରେ ଦୁବାଇରେ ଡ୍ରଗ୍ସ ମାଫିଆ ବିକି ଗୋସ୍ୱାମୀକୁ ବିବାହ କରିଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ସେହି ଡ୍ରଗ୍ସ ମାଫିଆ ୧୨ ବର୍ଷ ପର‌୍ୟ୍ୟନ୍ତ ଜେଲ ଯାଇଛନ୍ତି । ୨୦୧୬ରେ ମୁମ୍ବାଇ ପୋଲିସ ଜବତ କରିଥିବା ୮୦ ଲକ୍ଷ ଟଙ୍କାର ଡ୍ରଗ୍ସ କାରବାରେ ମମତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା । ତେବେ ସେ ଭାରତ ଫେରିବା ପରେ ସେ ଉକ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ ।  ସେହିପରି ୧୯୯୩ରେ ଯେତେବେଳେ ସେ ବଲିଉଡରେ ରାଜ କରୁଥିଲେ।

ସେତେବେଳେ ଟପ୍ ଲେସ୍ ଫଟୋ ସୁଟ୍ କରି ଚର୍ଚ୍ଚାକୁ ଆସିଥିଲେ । ଏମିତିକୁ ଅଣ୍ଡରୱାର୍ଲଡ୍ ଡନ୍ ସହିତ ଜଡ଼ିତ ଥିବା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ବଲିଉଡକୁ ଦେଇଛନ୍ତି ଏକାଧିକ ହିଟ୍ ଫିଲ୍ମ

୨୦୦୦ ମସିହାରେ ଫିଲ୍ମ ଦୁନିଆରୁ ଦୂରେଇ ଯାଇ ଭାରତ ଛାଡ଼ ଚାଲି ଯାଇଥିଲେ । ଏହା ପରେ ନିକଟରେ ଏକ ଭିଡ଼ିଓ ସେୟାର କରି ଭାରତ ଫେରିଛନ୍ତି ବୋଲି କହିଥିଲେ । ଦୀର୍ଘ ବର୍ଷ ପରେ ସେ ନିଜ ଦେଶର ମାଟିରେ ପାଦ ରଖିଥିବାରୁ ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ । ସେ ଆଧ୍ୟାତ୍ମିକ ମାର୍ଗରେ ଏବେ ଯାଉଛନ୍ତି ବୋଲି କହିଥିଲେ । ମମତା ବଲିଉଡକୁ ଅନେକ ହିଟ୍ ସିନେମା ଦେଇଛନ୍ତି, ସେଥି ମଧ୍ୟରେ ରହିଛି କରନ୍ ଅର୍ଜୁନ୍, ଛୁପା ରୁସ୍ତମ୍, ବାଜୀ, ଚାଇନା ଗେଟ୍, କ୍ରାନ୍ତିବୀର, ସବସେ ବଡ଼ା ଖିଲାଡ଼ୀ ।

Tags: bollywoodMamata kulkarni
ShareTweetShareSend
Sanchar Live

Sanchar Live

Next Post
ସରୋଜ ସାବତଙ୍କୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଭାବେ ଚୟନ

ସରୋଜ ସାବତଙ୍କୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଭାବେ ଚୟନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.