Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି?

Sanchar Live by Sanchar Live
January 24, 2025
in ଜୀବନ ଶୈଳୀ
0
ଜାଣନ୍ତୁ କ’ଣ କହୁଛି ଆଜିର ଭାଗ୍ୟଫଳ
0
SHARES
21
VIEWS
FacebookTwitter

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ । ଯଦି କାମକୁ ନେଇ ଆପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହାର ସମାଧାନ ହେବ । ପିଲାମାନେ ଆପଣଙ୍କ ଆଶା ପୂରଣ କରିବେ ।

ବୃଷ: ବ୍ୟକ୍ତିଗତ ସଫଳତା ଉପରେ ପୁରା ଧ୍ୟାନ ଦେବେ । ବ୍ୟବସାୟ ସହ ଜଡିତ କିଛି ସମସ୍ୟା ବିଷୟରେ ଆପଣ ମା’ ବାପାଙ୍କ ସହିତ କଥା ହେବେ । ଦୀର୍ଘ ଦିନ ଧରି ଛାଲିଥିବା ଶାରୀରିକ ସମସ୍ୟା ଆଜି ଦୂର ହୋଇଯିବ ।

ମିଥୁନ : କୌଣସି ନିଷ୍ପତ୍ତି ନେବାଠାରୁ ଆପଣଙ୍କୁ ଦୂରେଇ ରହିବାକୁ ପଡିବ । ଜମି, ଯାନ ଆଦି କିଣିବା ଆପଣଙ୍କ ପାଇଁ ଭଲ ହେବ । ଘରେ ଏବଂ ବାହାରେ ସବୁ ସ୍ଥାନରେ ନିଜର ଦାୟିତ୍ବ ତୁଲାଇବେ, ଯାହା ପାଇଁ ଆପଣଙ୍କ ପରିବାର ସଦସ୍ୟଙ୍କୁ ଖୁସି କରିବ ।

କର୍କଟ : ଆପଣ ଉତ୍ସାହରେ ପରିପୂର୍ଣ୍ଣ ରହିବେ ଏବଂ କୌଣସି ବି କାମ କରିବାକୁ ମନା କରିବେ ନାହିଁ, ଯେଉଁ କାରଣରୁ ଆପଣଙ୍କର କିଛି କାମ ବିଳମ୍ବ ମଧ୍ୟ ହୋଇପାରେ ।

ସିଂହ : ଯଦି ଆପଣ କାହାଠାରୁ ଧନ ଊଧାର ନେଉଛନ୍ତି, ତେବେ ତାହାକୁ ଠିକ୍ ସମୟରେ ଫେରସ୍ତ କରିବାକୁ ପଡିବ । ଚାକିରି ସହିତ ଆପଣ ପାର୍ଟ ଟାଇମ୍ କାମ ପାଇଁ ଯୋଜନା କରିପାରନ୍ତି ।

କନ୍ୟା : ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି । ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବେ । ପ୍ରେମ ଜୀବନ ବିତାଉଥିବା ଲୋକଙ୍କ ପାଇଁ ଦିନଟି ଖୁସିରେ କଟିବ । ଘରେ ଚାଲିଥିବା ସମସ୍ୟାରୁ ଆପଣ ଛୁଟକାରା ପାଇବେ ।

ତୁଳା : ବ୍ୟବସାୟରେ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ, ନଚେତ୍ କ୍ଷତି ସହିପାରନ୍ତି । ଆଜି ଆପଣ ଆବଶ୍ୟକ କାର୍ଯ୍ୟ କରିବେ । ଆଜି ଆପଣ ସାହସୀ ମଧ୍ୟ ହେବେ । ଆଜି ଆପଣ ଦୂର ଯାତ୍ରା କରିପାରନ୍ତି ।

ବିଛା : ଆଜି ଆପଣ କଠିନ ପରିଶ୍ରମ କରିବେ । କାରବାର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ଆଜି ଆପଣ ଡାକ୍ତରୀ ପରାମର୍ଶ ନେଇପାରନ୍ତି । ପରିବାରରେ କିଛି ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ ।

ଧନୁ : ଦିନଟି ଆପଣଙ୍କ ପାଇଁ ଗୁରତ୍ବପୂର୍ଣ୍ଣ ରହିବ । ଆପଣଙ୍କ ପଦ, ପ୍ରତିଷ୍ଠା ବଢ଼ିବ । ଆପଣ ଦାନ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । ପ୍ରିୟ ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ ।

ମକର : ଆଜିର ଦିନଟି ହସଖୁସିରେ କଟିବ । ଆପଣଙ୍କର ଅନନ୍ୟ ପ୍ରୟାସ ଆଜି ଫଳପ୍ରଦ ହେବ । ଆୟ ଏବଂ ବ୍ୟୟ ପାଇଁ ଏକ ବଜେଟ୍ ପ୍ରସ୍ତୁତ କରିବାକୁ ପଡିବ । ଆପଣ ଭବିଷ୍ୟତ ପାଇଁ କିଛି ଟଙ୍କା ସଞ୍ଚୟ କରିପାରନ୍ତି ।

କୁମ୍ଭ : ଆଜିର ଦିନ ଆପଣଙ୍କ ପାଇଁ ସକାରାତ୍ମକ ପରିଣାମ ନେଇ ଆସିବ । ଜଣେ ପୁରୁଷ ବନ୍ଧୁଙ୍କୁ ଦୀର୍ଘ ଦିନ ପରେ ଭେଟିବେ । ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ପ୍ରୟାସ କରିବେ । ଆଜି ଆପଣ ପୁରୁଣା ବନ୍ଧୁଙ୍କୁ ଭେଟିବେ ।

ମୀନ : ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଲାଭଦାୟକ ହେବ । କ୍ୟାରିୟରକୁ ନେଇ ସମସ୍ୟା ଚାଲିଥିଲେ, ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ସରକାରୀ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଅଲଗା ହେବେ କି ସେହୱାଗ- ଆରତୀ? କାହିଁକି କଲେ ଏମିତି

ଅଲଗା ହେବେ କି ସେହୱାଗ- ଆରତୀ? କାହିଁକି କଲେ ଏମିତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.