Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ମଦ ପିଇ ଗାଡ଼ି ଚଳାଇଥିଲେ ଗାଡ଼ି ହେବ ସିଜ୍‌

Sanchar Live by Sanchar Live
January 21, 2025
in ଓଡିଶା
0
ମଦ ପିଇ ଗାଡ଼ି ଚଳାଇଥିଲେ ଗାଡ଼ି ହେବ ସିଜ୍‌
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: ମଦ୍ୟପ ଚାଳକ ସାବଧାନ। ମଦ ପିଇ ଗାଡ଼ି ଚଳାଇଥିଲେ ଗାଡ଼ି ହେବ ସିଜ୍‌ । ରାଜଧାନୀର ପ୍ରତି ଛକରେ ଜଗିଛି କମିଶନରେଟ ପୋଲିସ । ଭୁବନେଶ୍ବରର ସମସ୍ତ ପୋଲିସ ଷ୍ଟେସନ ପକ୍ଷରୁ ମୋଟ ୧୦ଟି ଜାଗାରେ ହେଉଛି କଡ଼ା ଚେକିଂ । ସନ୍ଦିଗ୍ଧ ଗାଡ଼ି ସବୁକୁ ସମ୍ପୂର୍ଣ୍ଣ ତଦାରଖ କରିବା ସହ ଡ୍ରିଙ୍କ୍‌ ଏଣ୍ଡ ଡ୍ରାଇଭକୁ କଡାକଡି ଭାବେ ଚେକିଂ କରାଯାଉଛି । ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଚିହ୍ନିବା ପାଇଁ ବ୍ରିଥ ଅନାଲାଇଜର ବ୍ୟବହାର କରାଯାଉଛି । ଚେକିଙ୍ଗରେ ଧରା ପଡ଼ିଥିବା ଗାଡ଼ିକୁ ସିଜ୍‌ କରିବା ସହ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଉଛି ବୋଲି କହିଛନ୍ତି ଡିସିପି । ସେହିଭଳି ସ୍ମାର୍ଟସିଟି ପକ୍ଷରୁ ବିଭିନ୍ନ ନୂଆ ଟେକ୍ନୋଲୋଜିର ବ୍ୟବହାର ହେଉଛି । ବିଭିନ୍ନ ଅତ୍ୟାଧୁନିକ ମେସିନ ତଥା କ୍ୟାମେରା ଆଦିର ବ୍ୟବହାର କରି ଗାଡ଼ିକୁ ଟ୍ରାକ୍ କରିବାରେ ମଧ୍ୟ ସକ୍ଷମ ହେଉଛି ପୋଲିସ ।

Tags: bhubaneswardrunk and drive
ShareTweetShareSend
Sanchar Live

Sanchar Live

Next Post
ରାଜ୍ୟରେ କମିବ ଶୀତ, ବଢ଼ିବ କୁହୁଡ଼ି

ରାଜ୍ୟରେ କମିବ ଶୀତ, ବଢ଼ିବ କୁହୁଡ଼ି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.