Wednesday, September 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ଆଜି ନାଗା ଚୈତନ୍ୟ ଓ ଶୋଭିତା ଧୁଲିପାଲାଙ୍କ ବିବାହ

Sanchar Live by Sanchar Live
December 4, 2024
in ମନୋରଞ୍ଜନ
0
ଆଜି ନାଗା ଚୈତନ୍ୟ ଓ ଶୋଭିତା ଧୁଲିପାଲାଙ୍କ ବିବାହ

Oplus_131072

0
SHARES
21
VIEWS
FacebookTwitter

ଆଜି ନାଗା ଚୈତନ୍ୟ ଓ ଶୋଭିତା ଧୁଲିପାଲାଙ୍କ ବିବାହ । ଡିସେମ୍ବର ୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସାଉଥ୍ ଇଣ୍ଡଷ୍ଟ୍ରିର ପାୱାର କପଲ୍ ନାଗା ଓ ଧୁଲିପାଲାଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ଆଜି ସେମାନେ ଧୁମଧାମରେ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି ।

କପଲଙ୍କ ବିବାହ ଏବେ ‘ଟକ୍ ଅଫ୍ ଦ ଟାଉନ୍’ ହୋଇଛି । ବର୍ତ୍ତମାନ ସେମାନଙ୍କ ପ୍ରି-ୱେଡିଂ ସେଲିବ୍ରେସନର ଫଟୋଗୁଡ଼ିକ ବହୁତ ଭାଇରାଲ ହେବାରେ ଲାଗିଛି । ଫ୍ୟାନମାନେ ଦୁହିଁଙ୍କ ବିବାହର ଫଟୋକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଖବର ରହିଛି କି, ବିବାହକୁ ଖାସ୍ କରିବା ପାଇଁ ଏହି ଯୋଡ଼ି ୬୫୦ କୋଟିର ଭେନ୍ୟୁ ଚୟନ କରିଛନ୍ତି, ଯାହାକୁ ନେଇ ଜୋରସୋରରେ ଚର୍ଚ୍ଚା ହେଉଛି ।

ନାଗା ଚୈତନ୍ୟ ଓ ଶୋଭିତା ଧୁଲିପାଲାଙ୍କ ବିବାହ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ହେବାକୁ ଯାଉଛି । ଏହା ବଞ୍ଜାରା ହିଲ୍ସରେ ୨୨ ଏକର ଜମିରେ ବ୍ୟାପିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ୬୦ରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏହି ଷ୍ଟୁଡିଓରେ ଖାସ୍ କରି ଟଲିଉଡ୍ ଚଳଚ୍ଚିତ୍ର ନିର୍ମାଣ କରାଯାଇଥାଏ । ଦେଶର ସର୍ବବୃହତ୍ ଷ୍ଟୁଡିଓ ମଧ୍ୟରେ ଅନ୍ନପୂର୍ଣ୍ଣା ଷ୍ଟୁଡିଓକୁ ଗଣନା କରାଯାଏ। ଏକ ରିପୋର୍ଟ ଅନୁଯାୟୀ, ଷ୍ଟୁଡିଓର ଜମିକୁ ୧୯୭୬ ମସିହାରେ ଚୈତନ୍ୟଙ୍କ ଜେଜେବାପା ନାଗେଶ୍ୱର ରାଓ କିଣିଥିଲେ ।

ଏହି ଷ୍ଟାର୍ କପଲଙ୍କ ବିବାହରେ ସାଉଥ୍ ଇଣ୍ଡଷ୍ଟ୍ରିର ବହୁ ଜଣାଶୁଣା ସେଲିବ୍ରିଟି ଯୋଗଦେବେ । ସୂତ୍ର ମୁତାବକ, ରାମଚରଣ-ଉପାସନା କୋନିଡେଲା, ମହେଶ ବାବୁ-ନମ୍ରତା ଶିରୋଡକର ବିବାହରେ ସାମିଲ ହେବେ । ଏହିପରି ଏସଏସ୍ ରାଜାମୗଲି, ନୟନତାରା, ପ୍ରଭାସ, ଅଲୁ ଅର୍ଜୁନ ମଧ୍ୟ ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିବେ । କପଲଙ୍କର ଷ୍ଟାର ଷ୍ଟଡେଡ୍ ୱେଡିଂ ହେବାକୁ ଯାଉଛି ।

କୁହାଯାଉଛି ଯେ ନାଗା ଚୈତନ୍ୟ ପାରମ୍ପରିକ ବସ୍ତ୍ର ‘ପାଞ୍ଚା’ ପିନ୍ଧି ତାଙ୍କ ଜେଜେବାପାଙ୍କୁ ଟ୍ରିବ୍ୟୁଟ୍ ଦେବେ ।

Tags: marriagenaga chaitnya
ShareTweetShareSend
Sanchar Live

Sanchar Live

Next Post
ଓଡ଼ିଶାରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣିବାକୁ ସିଜିମାଳି ବକ୍ସାଇଟ୍ ଖଣି ପ୍ରସ୍ତୁତ

ଓଡ଼ିଶାରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣିବାକୁ ସିଜିମାଳି ବକ୍ସାଇଟ୍ ଖଣି ପ୍ରସ୍ତୁତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଫାରୋସ୍ କପ୍୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ
  • ପୁରୀରେ ସମୁଦ୍ର ଅଶାନ୍ତ, ଲାଗିଲା ନାଲି ପତାକା
  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.