Month: December 2025

ନୀତୀନ ନବୀନ ହେଲେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି

ସଂଚାର ବ୍ୟୁରୋ: ନୀତୀନ ନବୀନ ହେଲେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି। ବର୍ତ୍ତମାନ ବିହାରର ସଡ଼କ ନିର୍ମାଣ ବିଭାଗ ମନ୍ତ୍ରୀ ଅଛନ୍ତି ନୀତୀନ। ଏନେଇ ଦଳ ପକ୍ଷରୁ ...

Read more

ବିଭିନ୍ନ ଦାବି ନେଇ ରାଉରକେଲାରେ ବିଶାଳ କିନ୍ନର ଶୋଭାଯାତ୍ରା

ସଂଚାର ବ୍ୟୁରୋ: ବିଭିନ୍ନ ଦାବି ନେଇ ରାଉରକେଲାରେ ବିଶାଳ କିନ୍ନର ଶୋଭାଯାତ୍ରା । କିନ୍ନର ମାଆ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ସହରର ରେଲୱେ ଷ୍ଟେସନ ନିକଟ ଅମର ...

Read more

ମହିଳାଙ୍କ ହରମୋନ୍‌ ଅସନ୍ତୁଳନ କାରଣ ଓ ନିରାକରଣର କାରଣ

ସଂଚାର ବ୍ୟୁରୋ: ବ୍ୟସ୍ତବହୁଳ ଜୀବନ ଶୈଳୀ, ଅନିଦ୍ରା, ଖାଦ୍ୟପେୟ, ଶାରୀରିକ ଓ ମାନସିକ ଚିନ୍ତା ହରମୋନ୍‌କୁ ପ୍ରଭାବିତ କରେ। ଏହାଦ୍ବାରା ମହିଳାଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା; ଯଥା- ...

Read more

ମୁଖ୍ୟମନ୍ତ୍ରୀ ବସ ଧକ୍କାରେ ବାଇକ ଆରୋହୀ ମୃତ

ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ବସ ଧକ୍କାରେ ବାଇକ ଆରୋହୀ ମୃତ। ପୁରୀ ନିମାପଡା ଛଣିଜଙ୍ଗ ରାସ୍ତାରେ ଘଟିଛି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା। ମୃତ ଯୁବକ ଜଣଙ୍କ ଜଗସିଂହପୁର ...

Read more

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଚାଷୀଙ୍କ ଜୀବନ

ସଂଚାର ବ୍ୟୁରୋ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଚାଷୀଙ୍କ ଜୀବନ। ବାଲିପାଟଣା ଥାନା ଅନ୍ତର୍ଗତ ବାରିଲୋ ଗାଁରେ ଅଭାବନୀୟ ଘଟଣା। ମୃତକ ହେଲେ ବାରିଲୋ ଗାଁର ...

Read more

ପକ୍ସୋ କେସ ଅଭିଯୋଗରେ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ

ସଂଚାର ବ୍ୟୁରୋ: ପକ୍ସୋ କେସ ଅଭିଯୋଗରେ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଖଟିସାହି ଗାଁର ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଭୁବନେଶ୍ୱର ଫରେଷ୍ଟ ...

Read more

ଅଷ୍ଟ୍ରେଲିଆ ସିଡନୀରେ ଗୁଳିମାଡ଼, ଚାଲିଗଲା ୧୦ ଜୀବନ

ସଂଚାର ବ୍ୟୁରୋ: ଅଷ୍ଟ୍ରେଲିଆ ସିଡନୀରେ ଆଖିବୁଜା ଗୁଳିମାଡ଼। ସିଡନୀର ବଣ୍ଡି ବିଚ ପାର୍କରେ ଘଟିଥିବା ଗୁଳିମାଡରେ ୧୦ ମୃତ, ଅନେକ ଆହତ। ଗୁଳିମାଡରେ ମୃତ୍ୟୁସଂଖ୍ୟା ଅଧିକ ହେବା ...

Read more

ସ୍ଵତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା SIR ବିରୋଧରେ ଦିଲ୍ଲୀରେ କଂଗ୍ରେସର ସମାବେଶ

ସଂଚାର ବ୍ୟୁରୋ: ସ୍ଵତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା SIR ବିରୋଧରେ ଦିଲ୍ଲୀରେ କଂଗ୍ରେସର ସମାବେଶ। SIR ବିରୋଧରେ ଦିଲ୍ଲୀରେ କଂଗ୍ରେସର ରାଲିରେ ଶହ ଶହ କଂଗ୍ରେସ କର୍ମୀ ...

Read more

ଚାଟ୍‌ଜିପିଟି କଥାରେ ମା’ଙ୍କୁ ମାରିଦେଲେ ଆମେରିକୀୟ ଅଧିକାରୀ !

ପୁଅକୁ ଉସୁକାଇଲା ଚାଟ୍‌ଜିପିଟି, ମା’ ତଣ୍ଟିଚିପି ମାରିଦେଲା ପୁଅ । ଆମେରିକାର ପୂର୍ବ ଉପକୂଳରେ ଥିବା କନେକ୍ଟିକଟ୍‌‌ ରାଜ୍ୟରେ ଜଣେ ବ୍ୟକ୍ତି ଏଭଳି ଏକ ଅଜବ କାଣ୍ଡ ...

Read more

ଜାଣନ୍ତୁ ଆଜି କଣ ରହିଛି ସୁନା- ରୂପା ଦର

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୩,୯୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୨,୭୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୩,୯୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୨୨,୭୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୩୩,୯୧୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୨୨,୭୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୩୪,୦୭୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୨୨,୯୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୩୪,୯୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୨୩,୭୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୩୩,୯୧୦ ଓ ୧,୨୨,୭୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୧୦,୦୦୦ ଟଙ୍କା ହୋଇଛି ।

Read more
Page 14 of 28 1 13 14 15 28