Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ମନୋରଞ୍ଜନ

Operation Sindoor ଫିଲ୍ମ ନେଇ ଘୋଷଣା

Sanchar Live by Sanchar Live
May 10, 2025
in ମନୋରଞ୍ଜନ
0
0
SHARES
14
VIEWS
Facebook
Twitter

ଅପରେଶନ ସିନ୍ଦୂର’। ପହଲଗାମରେ ହୋଇଥିବା ବର୍ବୋରଚିତ ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତୀୟ ସଶସ୍ତ୍ର ବାହିନୀ। ଏବେ ଏହି ଅପରେଶନ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଏନେଇ ଘୋଷଣା କରାଯାଇଛି। ଭାଇରାଲ ଭୟାନିଙ୍କ ଅନୁଯାୟୀ, ଏହି ଫିଲ୍ମଟି ନିକି-ଭିକି ଭଗନାନି ଫିଲ୍ମସ୍‌ ଏବଂ କଣ୍ଟେଣ୍ଟ ଇଞ୍ଜିନିୟରଙ୍କ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି। ଏକ AI ପୋଷ୍ଟର ମାଧ୍ୟମରେ ଏହି ଫିଲ୍ମର ଘୋଷଣା କରାଯାଇଛି। ପୋଷ୍ଟରରେ ଜଣେ ମହିଳା ସାମରିକ ଅଧିକାରୀ ହାତରେ ବନ୍ଧୁକ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବାର ଦେଖାଯାଉଛି। ଏହା ର ପୋଷ୍ଟରରେ ‘ଭାରତ ମାତା କି ଜୟ ଅପରେସନ ସିନ୍ଦୂର’ ଲେଖାଯାଇଛି। ଏହି ଫିଲ୍ମଟି ଜ୍ୟାକି ଭଗନାନୀଙ୍କ ସମ୍ପର୍କୀୟ ଭାଇ ଭିକି ଭଗନାନୀଙ୍କ ଦ୍ୱାରା ପ୍ରଯୋଜିତ ହେଉଛି। ଭିକି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାଇରାଲଙ୍କ ପୋଷ୍ଟ ସେୟାର କରି ତାଙ୍କ ଫିଲ୍ମର ଘୋଷଣା ମଧ୍ୟ କରିଛନ୍ତି।

ଏବେ କେବଳ ଫିଲ୍ମଟି ଘୋଷଣା କରାଯାଇଛି। ଏହି ଫିଲ୍ମର ଷ୍ଟାରକାଷ୍ଟ ସମ୍ପର୍କରେ କୌଣସି ସୂଚନା ଶେୟାର କରାଯାଇ ନାହିଁ। ଉତ୍ତମ ମାହେଶ୍ୱରୀ ଏବଂ ନୀତିନ କୁମାର ଗୁପ୍ତା ମିଳିତ ଭାବରେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଭିକି ଭଗନାନୀ ବଲିଉଡରେ ଏକ ବଡ଼ ନାମ। ସେ ସୋନାକ୍ଷୀ ସିହ୍ନାଙ୍କ ସହିତ ‘ନିକିତା ରୟ’ ନାମକ ଏକ ଫିଲ୍ମ ମଧ୍ୟ ତିଆରି କରିଛନ୍ତି। ସୋନାକ୍ଷୀଙ୍କ ଏହି ଫିଲ୍ମ ମେ’ ୩୦ରେ ମୁକ୍ତିଲାଭ କରିବ। ‘ଅପରେସନ ସିନ୍ଦୂର’ ହେଉଛି ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ପାକିସ୍ତାନ ବିରୁଦ୍ଧରେ ପରିଚାଳିତ ଏକ ଅପରେଶନ। ପାକିସ୍ତାନୀ ଆତଙ୍କବାଦୀମାନେ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କଶ୍ମୀରର ପହଲଗାମରେ ଆକ୍ରମଣ କରି ୨୬ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ। ପାକିସ୍ତାନକୁ ଜବାବ ଦେବା ପାଇଁ, ମେ’ ୭ ମେ’ରେ ଭାରତୀୟ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ପାକିସ୍ତାନରେ ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲେ। ଏବେ ଏହି ଷ୍ଟ୍ରାଇକର କାହାଣୀ ପରଦାରେ ଦେଖିବାକୁ ମିଳିବ।

Related posts

କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

November 4, 2026
୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ

୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ

November 3, 2026
Tags: bollywoodOperationsindoor

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ମହିଳା ଶିଳ୍ପୋଦ୍ୟୋଗୀ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍ ଉପହାର
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି
  • ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.