Friday, June 6, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ମାରଣାସ୍ତ୍ର ଦେଖାଇ ସୁନା ଦୋକାନରୁ ଲୁଟ୍

Sanchar Live by Sanchar Live
March 11, 2025
in ଅପରାଧ
0
ମାରଣାସ୍ତ୍ର ଦେଖାଇ ସୁନା ଦୋକାନରୁ ଲୁଟ୍
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ମାରଣାସ୍ତ୍ର ଦେଖାଇ ସୁନା ଦୋକାନରୁ ଲୁଟ । ତୁମୁସିଙ୍ଗା ଥାନା ଅଁଳାବେରେଣି ଠାରେ ଥିବା ଏକ ସୁନା ଦୋକାନରୁ ଲୁଟ । ଦୋକାନର ମାଲିକ ଗୋପି ପୃଷ୍ଟି ଦୋକାନ ବନ୍ଦ କରିବା ସମୟରେ ୨ଟି ବାଇକରେ ୪ଜଣ ଦୂବୁର୍ତ୍ତ ହଠାତ ଆସି ଦୋକାନୀଙ୍କୁ ଏକ ଭୂଜାଲି ଦେଖାଇ ଭୟଭିତ କରିବା ସହ ମାଡ ମାରି ଟଙ୍କା ଓ ସୁନା ଥିବା ବ୍ୟାଗକୁ ନେଇ ଢେଙ୍କାନାଳ ଆଡକୁ ଚମ୍ପଟ ମାରିଥିଲେ । ବ୍ୟାଗରେ ପ୍ରାୟର ୨ଭରି ସୁନା, ରୁପାଗହଣା ସହ ଲକ୍ଷାଧିକ ଟଙ୍କାର ଥିବାର ଜଣାପଡିଛି । ଖବର ପାଇ କାମାକ୍ଷାନଗର SDPO ଓ ତୁମୁସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ କିଛି ଦିନ ତଳେ ଏହି ସୁନା ଦୋକାନରୁ ସଟର ତାଡି ଲୁଟ ହୋଇଥିଲା । ତେବେ ସେ ସଂପର୍କରେ କୈାଣସି ସୂଚନା ମିଳିପାରି ନଥିଲା । ଆଜିର ଏହି ଲୁଟ ପରେ ସ୍ଥାନିୟ ଅଞ୍ଚଳରେ ପୋଲିସ ପେଟ୍ରୋଲିଙ୍ଗ କଡାକଡି ଭାବେ କରିବା ପାଇଁ ଦାବି ହୋଇଛି ।

Tags: crimelootodisha
ShareTweetShareSend
Sanchar Live

Sanchar Live

Next Post
ତାରା ବାହିନୀପତି ୭ ଦିନ ପାଇଁ ଗୃହକାର୍ଯ୍ୟରୁ ନିଲମ୍ବିତ

ତାରା ବାହିନୀପତି ୭ ଦିନ ପାଇଁ ଗୃହକାର୍ଯ୍ୟରୁ ନିଲମ୍ବିତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.