Wednesday, August 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆଉ ରହିବନି ଚିନ୍ତା, ଆସିଲା ଗ୍ୟାସ

Sanchar Live by Sanchar Live
March 22, 2026
in ଭାରତ
0
ଆଉ ରହିବନି ଚିନ୍ତା, ଆସିଲା ଗ୍ୟାସ
0
SHARES
25
VIEWS
FacebookTwitter

ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି । ଗୋଟିଏ ପଟେ ବିଶ୍ବସ୍ତରରରେ ଶକ୍ତି ଯୋଗାଣକୁ ନେଇ ଅନିଶ୍ଚିତତା ଥିବାବେଳେ ଅନ୍ୟପଟେ ଏଲପିଜି ମାଲବାହୀ ଜାହାଜ ଭାରତର ନ୍ୟୁ ମାଙ୍ଗାଲୁରୁ ବନ୍ଦରରେ ପହଞ୍ଚିଛି । ଆଜି ମାଲବାହୀ ଜାହାଜ ‘PYXIS PIONEER’ ଆମେରିକାର ଟେକ୍ସାସର ନେଦରଲ୍ୟାଣ୍ଡ ବନ୍ଦରରୁ ବାହାରି ଭିତର ନ୍ୟୁ ମାଙ୍ଗାଲୁରୁ ବନ୍ଦରରେ ଲଙ୍ଗର ପକାଇଛି । ପୋର୍ଟ ଅଫିସରଙ୍କ ଅନୁଯାୟୀ, ଏହି କାର୍ଗୋ ଜାହାଜ ଲିକିଫାଇଡ ପେଟ୍ରୋଲିୟମ୍ ଗ୍ୟାସର ବଡ଼ ପରିମାଣ ନେଇ ଭାରତ ଆସିଛି । ଯାହା ଯୋଗାଣକୁ ସୁଦୃଢ କରିବ ।

ସୂଚନାନୁଯାୟୀ, ଏହି ମାଲବାହୀ ଜାହାଜ ଏପରି ସମୟରେ ଭାରତରେ ପହଞ୍ଚିଛି ଯେତେବେଳେ ଇରାନ୍-ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନା ଯୋଗୁଁ ମଧ୍ୟପୂର୍ବ ଏସିଆରେ ତୈଳ ଏବଂ ଗ୍ୟାସ ଯୋଗାଣ ଉପରେ ପ୍ରଭାବିତ କରିବା ଆଶଙ୍କା ରହିଛି ।  ଏହି ପରିବହନ ଭାରତ ପାଇଁ ଖୁବ୍ ମହତ୍ତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି  । ଯଦି ମଧ୍ୟପୂର୍ବ ଏସିଆର ପରିସ୍ଥିତି ଆହୁରି ଖରାପ ହୁଏ ତେବେ ଗ୍ଲୋବାଲ ଏନର୍ଜି ମାର୍କେଟରେ ଇନ୍ଧନର ମୂଲ୍ୟ ବଢିପାରେ ବୋଲି ବିଶେଷଜ୍ଞମାନେ ବିଶ୍ବାସ କରନ୍ତି । ଯୁଦ୍ଧ ମଧ୍ୟରେ ଏହି ବିକଳ୍ପ ଉତ୍ସରୁ ଇନ୍ଧନ ଏବଂ ଗ୍ୟାସ ଉପଲବ୍ଧତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ‘PYXIS PIONEER’ ସମୟ ହିସାବରେ ପହଞ୍ଚିବା ଦେଶ ପାଇଁ ଏହାକୁ ସକରାତ୍ମକ ସଙ୍କେତ ଭାବେ ମାନାଯାଇଥାଏ ।

ବର୍ତ୍ତମାନ ଜାହାଜରୁ ଏଲପିଜି ଅନଲୋଡ୍ କରିବାର ପ୍ରକ୍ରିୟା ନ୍ୟୁ ମାଙ୍ଗାଲୋର ବନ୍ଦରରେ ଆରମ୍ଭ ହୋଇଛି । ସୁରକ୍ଷା ମାନଦଣ୍ଡ ପାଳନ କରିବାକୁ ଯାଇ ସମସ୍ତ ଜରୁରୀ ତଦନ୍ତ କରାଯାଉଛି । ଯାହାଦ୍ବାରା କୌଣସି ଦୁର୍ଘଟଣାର ସମ୍ଭାବନା ନାହିଁ । ଏହି ପ୍ରକାରର ଯୋଗାଣ ଭାରତ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିବ ।  ଯୁଦ୍ଧ ମଧ୍ୟରେ ଏହି ଖବର ସାମ୍ନାକୁ ଆସିବା ପରେ ସାଧାରଣ ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତିର କାରଣ ପାଲିଟିଛି । ଯାହା ଘରୋଇ ଗ୍ୟାସର ଉପଲବ୍ଧତା ଏବଂ ମୂଲ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇବ ।

Tags: gas cylenderindia
ShareTweetShareSend
Sanchar Live

Sanchar Live

Next Post
ବାଇକକୁ ଧକ୍କା ଦେଲା ବୋଲେରୋ : ୨ ମୃତ

ବାଇକକୁ ଧକ୍କା ଦେଲା ବୋଲେରୋ : ୨ ମୃତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଯଦି ଆପଣଙ୍କ ଗାଡିର ବୀମା ନାହିଁ, ତେବେ ତୁରନ୍ତ କରାଇ ନିଅନ୍ତୁ…
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ଚିତାଲାଗି ନୀତି
  • ଆଜିଠୁ ଲଘୁଚାପ: ପୁଣି ରାଜ୍ୟରେ ବଡ଼ ବର୍ଷା
  • ଆଜି ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଘରୁ ବାହାରିବା ପୂର୍ବରୁ ସତର୍କ ରୁହନ୍ତୁ….
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଏକ୍ ଭାରତ ଓ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସଫଳ କରିବା ଆମର ଲକ୍ଷ୍ୟ: ଜଗନ୍ନାଥ ପ୍ରଧାନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.