Friday, November 6, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ବିଦେଶ

`ଅଫିସର ଅଫ ଦି ଅର୍ଡ଼ର ଅଫ ଦି ଷ୍ଟାର ଅଫ ଘାନା’ ସମ୍ମାନରେ ସମ୍ମାନିତ ହେଲେ ମୋଦି

Sanchar Live by Sanchar Live
July 3, 2025
in ବିଦେଶ
0
0
SHARES
29
VIEWS
Facebook
Twitter

ସଂଚାର ବ୍ୟୁରୋ: ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ । ଘାନା ରାଷ୍ଟ୍ରପତି ଜନ ମହାମା ଦ୍ବାରା ମୋଦିଙ୍କୁ ଘାନା ର ସର୍ବୋଚ୍ଚ ନାଗରିକ ସମ୍ମାନ `ଅଫିସର ଅଫ ଦି ଅର୍ଡ଼ର ଅଫ ଦି ଷ୍ଟାର ଅଫ ଘାନା’ ସମ୍ମାନରେ ସମ୍ମାନିତ କରାଯାଇଛି । ମୋଦି କହିଛନ୍ତି ଏହି ସମ୍ମାନ ମୁଁ ୧.୪ ଆରବ ଭାରତୀୟଙ୍କ ତରଫରୁ ବିନମ୍ରତାର ସହ ସ୍ବୀକାର କରୁଛି ।ଘାନା ସହ ୫ଟି ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଘାନା ଗସ୍ତ ହୋଇଥିବାବେଳେ ୩୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରିଛନ୍ତି। ଘାନା ରାଷ୍ଟ୍ରପତିଙ୍କ ସହ ପ୍ରତିରକ୍ଷା, ଶକ୍ତି, ଅର୍ଥନୈତିକ , ଏବଂ ବିକାଶ ସହଯୋଗ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦି।

ଆଜି ତ୍ରିନିଦାଦ ଓ ଟୋବାଗୋ ଗସ୍ତ କରିବେ ପିଏମ୍ ମୋଦି। ରାଷ୍ଟ୍ରପତି କ୍ରିଷ୍ଟିନ୍ ବାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଲା ପ୍ରସାଦ ବିସେସାରଙ୍କୁ ଭେଟିବେ ପିଏମ ମୋଦି ।ଏହାପରେ ଜୁଲାଇ ୪ ଓ ୫ ରେ ଆର୍ଜେଣ୍ଟିନା ଗସ୍ତ କରି ରାଷ୍ଟ୍ରପତି ଜାଭିୟର ମାଇଲିଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ । ୫ ତାରିଖରେ ବ୍ରାଜିଲରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବେ ପିଏମ୍ ମୋଦି । ଗସ୍ତର ଶେଷ ପର୍ଯ୍ୟାୟରେ ଜୁଲାଇ ୯ରେ ନାମିବ୍ୟା ଗସ୍ତ କରି ରାଷ୍ଟ୍ରପତି ନେତୁମ୍ବୋ ନଦୀ ନଦାଇଟ୍ବ ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦି ।

Related posts

ମିଡ୍ ଟର୍ମ ଟେଷ୍ଟରେ ଫେଲ୍ ଟ୍ରମ୍ପ: ହାରିଲା ରିପବ୍ଲିକାନ୍ ପାର୍ଟି

ମିଡ୍ ଟର୍ମ ଟେଷ୍ଟରେ ଫେଲ୍ ଟ୍ରମ୍ପ: ହାରିଲା ରିପବ୍ଲିକାନ୍ ପାର୍ଟି

November 4, 2026
ଭୁଟାନରେ ଗ୍ଲେସିୟର ହ୍ରଦ ଫାଟିବା ପରେ ବଡ଼ ବନ୍ୟା ଆଶଙ୍କା

ଭୁଟାନରେ ଗ୍ଲେସିୟର ହ୍ରଦ ଫାଟିବା ପରେ ବଡ଼ ବନ୍ୟା ଆଶଙ୍କା

October 30, 2026
Tags: ghananarendra modi

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.