Friday, November 6, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

Sanchar Live by Sanchar Live
November 6, 2026
in କ୍ରୀଡ଼ା
0
0
SHARES
36
VIEWS
Facebook
Twitter

୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ମ୍ୟାଚ ଆସନ୍ତା ଶନିବାର, ନଭେମ୍ବର ୭ ତାରିଖରେ ୱେଲିଂଟନରେ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ନୀତିଶ କୁମାର ରେଡ୍ଡୀ ସିରିଜର ବାକି ମ୍ୟାଚଗୁଡ଼ିକରୁ ବାଦ୍‌ ପଡ଼ିଛନ୍ତି। ନୀତିଶ ପ୍ରଥମ ଦିନିକିଆ ମ୍ୟାଚରେ ମଧ୍ୟ ଖେଳିନଥିଲେ। ଅନ୍ୟପକ୍ଷରେ ମହମ୍ମଦ ସିରାଜଙ୍କୁ ନେଇ ଏବେ ପ୍ରଶ୍ନ ଉଠିଛି। ସେ ଦ୍ୱିତୀୟ ଦିନିକିଆର ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ପ୍ରଥମ ଦିନିକିଆରେ ଟିମ ଇଣ୍ଡିଆ ୪ ଜଣ ଦ୍ରୁତ ବୋଲରଙ୍କ ସହ ପଡ଼ିଆକୁ ଓହ୍ଲାଇଥିଲା। ଅର୍ଶଦୀପ ସିଂହ, ଗୁରନୂର ବରାର, ଆକିବ ନବୀ ଏବଂ ଅଂଶୁଲ କମ୍ବୋଜ ଦଳରେ ସାମିଲ ଥିଲେ। କିନ୍ତୁ ମହମ୍ମଦ ସିରାଜ ଖେଳିନଥିଲେ। ପ୍ରକୃତରେ ସିରାଜ ଇଣ୍ଡିଆ ‘ଏ’ ପାଇଁ ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ ଖେଳୁଥିବାରୁ ଅକଲାଣ୍ଡରେ ଭାରତୀୟ ଦଳ ସହ ଯୋଗ ଦେଇପାରିନଥିଲେ। ଏବେ ୱେଲିଂଟନରେ ସିରାଜ ଟିମ ଇଣ୍ଡିଆର ଦ୍ରୁତ ବୋଲିଂ ବିଭାଗର ନେତୃତ୍ୱ ନେବେ ବୋଲି ଆଶା କରାଯାଉଛି।

Related posts

ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର

ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର

November 5, 2026
୩୮ ବର୍ଷ ବୟସରେ ପାଦ ଥାପିଲେ ବିରାଟ କୋହଲି

୩୮ ବର୍ଷ ବୟସରେ ପାଦ ଥାପିଲେ ବିରାଟ କୋହଲି

November 5, 2026

ଦଳ ପରିଚାଳନା କମିଟିର ଯୋଜନା ଅନୁସାରେ, ନୀତିଶ କୁମାର ରେଡ୍ଡୀ ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରିବେ। ଏଥିପାଇଁ ତାଙ୍କୁ ଦିନିକିଆ ସିରିଜ୍ର ଶେଷ ୪ଟି ମ୍ୟାଚ୍‌ରୁ ବାଦ ଦିଆଯାଇଛି। ଟେଷ୍ଟ ସିରିଜ ପ୍ରସ୍ତୁତିର ଅଂଶ ଭାବେ ନୀତିଶ ନଭେମ୍ବର ୭ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଅଣଆନୁଷ୍ଠାନିକ ଟେଷ୍ଟରେ ଇଣ୍ଡିଆ ‘ଏ’ ପାଇଁ ଖେଳିବେ।

ମହମ୍ମଦ ସିରାଜ ଇଣ୍ଡିଆ ‘ଏ’ ପାଇଁ ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟ ଖେଳୁଥିବାରୁ ଅକଲାଣ୍ଡରେ ପ୍ରଥମ ଦିନିକିଆ ଖେଳିପାରିନଥିଲେ। କିନ୍ତୁ ଦ୍ୱିତୀୟ ଦିନିକିଆ ପୂର୍ବରୁ ସେ ୱେଲିଂଟନରେ ଟିମ ଇଣ୍ଡିଆ ସହ ଯୋଗ ଦେଇଛନ୍ତି। ପ୍ରଥମ ମ୍ୟାଚ୍ରେ ଆକିବ ନବୀଙ୍କୁ ଛାଡ଼ିଦେଲେ ଅନ୍ୟ ତିନି ଜଣ ଭାରତୀୟ ବୋଲର ଦମ୍ଦାର ପ୍ରଦର୍ଶନ କରିଥିଲେ। ତେଣୁ କାହା ସ୍ଥାନରେ ସିରାଜଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯିବ, ତାହା ଦେଖିବା ରୋଚକ ହେବ।

Tags: cricketindianewsland

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.