Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Sanchar Live by Sanchar Live
June 20, 2025
in ଜୀବନ ଶୈଳୀ
0
ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
0
SHARES
1
VIEWS
FacebookTwitter

ଅନେକ ସମୟରେ କାମ ପାଇଁ ମସ୍ତିଷ୍କ ଉପରେ ଚାପ ରହୁଥିବାରୁ ମୁଣ୍ଡ ବିନ୍ଧା ଭଳି ଅସୁବିଧା ଦେଖା ଦେଉଛି । ଅଧିକାଂଶ ଲୋକ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ବିଷୟରେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି । କିନ୍ତୁ, ଏଥିରେ ଅନେକ ପାର୍ଥକ୍ୟ ଅଛି । ମୁଣ୍ଡର ଡାହାଣ କିମ୍ବା ବାମ ପାର୍ଶ୍ୱରେ ବିନ୍ଧା ହେଲେ ଏହାକୁ ମାଇଗ୍ରେନ୍ ଯନ୍ତ୍ରଣା କୁହାଯାଏ । ଯେତେବେଳେ ବି ଅଧକପାଳି ମୁଣ୍ଡବିନ୍ଧା ହୁଏ, ଅବସ୍ଥା ପୁରା ଖରାପ ହୋଇଯାଏ । ମାଇଗ୍ରେନ୍ ଏକ ଗମ୍ଭୀର ରୋଗ, ଯାହା ସହଜରେ ଆରୋଗ୍ୟ ହୁଏ ନାହିଁ । ଏହା ଛଡା ଲୋକମାନେ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି । କିନ୍ତୁ ଜାଣିପାରନ୍ତି ନାହିଁ ଯେ ଏହା ଏକ ବଡ଼ ସମସ୍ୟା । ଖାଦ୍ୟ ପ୍ରତି ସଠିକ୍ ଧ୍ୟାନର ଅଭାବ ହେଉଛି ମାଇଗ୍ରେନ୍ ସମସ୍ୟା ପାଇଁ ସବୁଠାରୁ ବଡ କାରଣ । ଏହା ପରେ ମାଇଗ୍ରେନ ସମସ୍ୟା ଆରମ୍ଭ ହୋଇଥାଏ । ମାଇଗ୍ରେନ ଯନ୍ତ୍ରଣାକୁ ଏଡାଇବା ପାଇଁ ଖାଦ୍ୟର ବିଶେଷ ଯତ୍ନ ନେବା ନିହାତି ଆବଶ୍ୟକ । ଆହୁରି ମଧ୍ୟ, ଏହା ଜାଣିବା ଉଚିତ ଯେ ଏହାର ଲକ୍ଷଣ ଏବଂ କାରଣଗୁଡ଼ିକ କ’ଣ? ତେବେ ଆସନ୍ତୁ ଜାଣିବା ମୁଖ୍ୟ ଲକ୍ଷଣ, କାରଣ ଏବଂ ଏହି ସମସ୍ୟାରେ କ’ଣ ଖାଇବା ଉଚିତ୍ ନୁହେଁ ।

ମାଇଗ୍ରେନର ଲକ୍ଷଣ : ମାନସିକ ଅଶାନ୍ତି, ହାତ ଏବଂ ପାଦରେ ଝିମଝିମ ହେବା, ବାନ୍ତି ଲାଗିବା ଭଳି ସମସ୍ୟା ଦେଖାଦେଲେ ଆପଣ ନିଶ୍ଚି ହୋଇଯିବେ ଯେ ଏହା ମାଇଗ୍ରେନ୍ । ଏଥି ସହ ଆଲୋକ ଏବଂ ଶବ୍ଦ ପ୍ରତି ମଧ୍ୟ ସମ୍ବେଦନଶୀଳତା ବୃଦ୍ଧି ହେବାରେ ଲାଗେ ।

ଏଭଳି ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ

ଥଣ୍ଡା ଖାଦ୍ୟ ପଦାର୍ଥ: ଆଇସ୍କ୍ରିମ୍ ଏବଂ ଅନ୍ୟାନ୍ୟ ଥଣ୍ଡା ଖାଦ୍ୟ ଖାଇବା ଦ୍ୱାରା ମାଇଗ୍ରେନ୍ ଯନ୍ତ୍ରଣା ହୋଇପାରେ । ଯଦି ଆପଣ ବ୍ୟାୟାମ ପରେ କିମ୍ବା କୌଣସି ଗରମ ଖାଦ୍ୟ ଖାଇବା ପରେ ତୁରନ୍ତ ଥଣ୍ଡା ଜିନିଷ ଖାଆନ୍ତି, ତେବେ ମାଇଗ୍ରେନ୍ ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇପାରେ ।

ଚକଲେଟ୍ : ଚକଲେଟର ସେବନ ମାଇଗ୍ରେନ୍ ବ୍ୟଥାକୁ ବଢ଼ାଇଥାଏ । ମାଇଗ୍ରେନ୍ ସମୟରେ ମିଠାର ସେବନ ବ୍ୟଥାକୁ ଅଧିକ ବଢ଼ାଇଥାଏ । ଯଦି ଆପଣଙ୍କୁ ମାଇଗ୍ରେନ ସମସ୍ୟା ଅଛି, ଚକଲେଟର ସେବନ କରିବା ବନ୍ଦ କରନ୍ତୁ ।

ଅଧିକ ଲୁଣ ସେବନ : ଅଧିକ ଲୁଣ କିମ୍ବା ଲୁଣ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମାଇଗ୍ରେନ ସମସ୍ୟା ବଢିପାରେ । ଏହି ସମୟରେ, ଅଚାର ଏବଂ ରାଗ ଜିନିଷ ଖାଇବା ଦ୍ୱାରା ମଧ୍ୟ ମାଇଗ୍ରେନ୍ ଯନ୍ତ୍ରଣା ଦେଇଥାଏ। ଏହା ବ୍ୟତୀତ ପିଜା ପରି ଫାଷ୍ଟଫୁଡ୍ ମଧ୍ୟ ମାଇଗ୍ରେନ୍ ପାଇଁ କ୍ଷତିକାରକ ହୋଇଥାଏ।

ପ୍ରିଜରଭ ମିଟ୍ : ପ୍ରୋସେସଡ ମିଟରେ ସୋଡିୟମ୍ ନାଇଟ୍ରେଟ୍ ନାମକ ପ୍ରିଜରଭେଟିଭ୍ ଥାଏ । ଯାହା ମାଇଗ୍ରେନ୍ ବ୍ୟଥାକୁ ଅଧିକ ବଢ଼ାଇଥାଏ । ଏବଂ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ ।

କୈଫିନ୍ : କୈଫିନ୍ ମସ୍ତିଷ୍କର ରିସେପ୍ଟର୍ସକୁ ପ୍ରଭାବିତ କରିିଥାଏ ଓ ମାଇଗ୍ରେନ୍ ବ୍ୟଥାକୁ ବଢ଼ାଇଥାଏ । ଏହା ବଦଳରେ ଆପଣ ସୁସ୍ଥ ପାନୀୟ ପଦାର୍ଥର ସେବନ କରନ୍ତୁ ।

Tags: headackLifestle
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.