Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପୁଣି ଚାଲିପାରିବେ ଦୁର୍ଘଟଣାରେ ଗୋଡ ହରାଇଥିବା କୁନି ଝିଅ

Sanchar Live by Sanchar Live
March 17, 2025
in ଓଡିଶା
0
ପୁଣି ଚାଲିପାରିବେ ଦୁର୍ଘଟଣାରେ ଗୋଡ ହରାଇଥିବା କୁନି ଝିଅ
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ପୁଣି ଚାଲିପାରିବେ ଦୁର୍ଘଟଣାରେ ଗୋଡ ହରାଇଥିବା କୁନି ଝିଅ । କଟକ ବଡ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ବିରଳ ଜରୁରୀକାଳୀନ ଅସ୍ତ୍ରୋପଚା କରାଯାଇଛି । କଟି ଯାଇଥିବା ଗୋଡ ପୁଣି ଶରୀରେ ଜୋଡିଛନ୍ତି ଡାକ୍ତର । ମୟୂରଭଞ୍ଜ ବେତନଟୀରେ ସଡକ ଦୁର୍ଘଟଣାରେ ନିଜର ବାମଗୋଡ ସଂପୂର୍ଣ୍ଣ ଭାବେ ହରାଇଥିଲେ 8 ବର୍ଷ ର କୁନି ଝିଅ ବୈଷ୍ଣବୀ।  କଟକ ବଡ ମେଡିକାଲର ତାଙ୍କ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇ କଟିଥିବା ଗୋଡକୁ ପୁଣି ଥରେ ଲଗାଯାଇଛି। ଗତକାଲି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ବୈଷ୍ଣବୀର ଗୋଡ ଜଙ୍ଘ ତଳୁ ପୁରା କଟି ଅଲଗା ହୋଇ ଯାଇଥିଲା।  ପ୍ରାଥମିକ ଚିକିତ୍ସା କରି ତାକୁ କଟକ ବଡ ମେଡିକାଲକୁ ପଠାଇ ଦେଇଥିଲେ ବେତନଟୀ ଡାକ୍ତରଖାନା କର୍ତ୍ତୃପକ୍ଷ । ଗୁରୁତର ରୋଗୀ ସହ ଗୋଡଟିକୁ ବରଫାବୃତ ଜରିରେ ପ୍ୟାକିଂ କରି ସାଥିରେ ଧରି ଆସିଥିଲେ ପରିବାର ଲୋକ। ଏଠାରେ ରାତି 12 ଟାରୁ ରାତି 3 ଟା ପର୍ଯ୍ୟନ୍ତ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ସରିବା ପରେ ଆଜି ବୈଷ୍ଣବୀର ଚେତା ଆସିବା ପରେ ସେ କଥାବାର୍ତ୍ତା କରୁଛି ଓ ଖାଇବାକୁ ମାଗୁଛି । ଆଉ 15 ଦିନ କାଳ ଏଠାରେ ଚିକିତ୍ସିତ ହେବା ପରେ ଯୋଡା ଯାଇ ଥିବା ଗୋଡରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।

Tags: cuttackoperation
ShareTweetShareSend
Sanchar Live

Sanchar Live

Next Post
ବେଦାନ୍ତର ‘ପ୍ରକଳ୍ପ ଆରୋଗ୍ୟମ୍ “ଦ୍ୱାରା ଗ୍ରାମୀଣ ଓଡ଼ିଶାରେ କର୍କଟ ଚିହ୍ନଟ ପରୀକ୍ଷଣ

ବେଦାନ୍ତର 'ପ୍ରକଳ୍ପ ଆରୋଗ୍ୟମ୍ "ଦ୍ୱାରା ଗ୍ରାମୀଣ ଓଡ଼ିଶାରେ କର୍କଟ ଚିହ୍ନଟ ପରୀକ୍ଷଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.