Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ମନୋରଞ୍ଜନ

ଜଗନ୍ନାଥଙ୍କୁ ନେଇ ଅପମାନ ବୋଧକ ଶବ୍ଦ ବ୍ୟବହାର ଅଭିଯୋଗ, ଚେୟାର ଫିଙ୍ଗିଲେ ଦର୍ଶକ

Sanchar Live by Sanchar Live
November 27, 2024
in ମନୋରଞ୍ଜନ
0
0
SHARES
11
VIEWS
Facebook
Twitter

ଭଦ୍ରକ : ପୁଣି ଚର୍ଚାରେ ଯାତ୍ରା। କିଛି ଦିନ ହେବ ଅଶ୍ଳୀଳ ନୃତ୍ୟ ପାଇଁ ଦର୍ଶକଙ୍କ ମହାଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଆଉ ଏବେ ଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଅପମାନ ବୋଧକ ଶବ୍ଦ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଦର୍ଶକ ବନ୍ଦ କରିଦେଲେ ଯାତ୍ରା । ଆଉ ଦେଖିବାକୁ ମିଳିଥିଲ ଗଣ୍ଡଗୋଳ । ଭଦ୍ରକ ଜିଲ୍ଲା ଅନ୍ନପାଳ ଠାରେ ଯାତ୍ରା ପାର୍ଟି “ସ୍ୱର୍ଣ୍ଣ ମହଲ “ର ନାଟକ “ସ୍ୱାମୀ ପାଇଁ ପଛେ ନର୍କକୁ ଯିବି” ଚାଲୁଥିବା ବେଳେ ସଂଳାପରେ ପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦ ଥିବା ଅଭିଯୋଗ କରିଥିଲେ ଦର୍ଶକ ।

ଏହାପରେ ଦର୍ଶକ ଉତ୍ତେଜିତ ହୋଇ ଚେୟାର ଫୋପାଡ଼ି ବନ୍ଦ କରିଦେଇଥିଲେ ଯାତ୍ରା ।  କିଛି ସମୟ ଏହିଭଳି ଚାଲିବା ପରେ, ଯାତ୍ରା କଳାକାର ଏବଂ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଲୋକଙ୍କୁ ବୁଝାସୁଝା କରି ସିନ୍ ରୁ କିଛି ଅଂଶ କାଟି ପୁଣି ଯାତ୍ରା ପରିବେଷଣ କରାଯାଇଥିଲା।  ଯାତ୍ରାରେ ଅଶ୍ଳୀଳତା ପରେ ଏବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରି ନାଟକ ହେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଭିଯୋଗ ଆସିଛି ।

Related posts

କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

November 4, 2026
୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ

୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ

November 3, 2026

ସେପଟେ ଯାତ୍ରା ସ୍ୱର୍ଣ୍ଣ ମହଲର ମୁଖ୍ୟ ନାୟକ କହିଛନ୍ତି ଯେ, କାହାର ଭାବାବେଗ କିମ୍ବା ଧର୍ମକୁ ଆକ୍ଷେପ କରିବା ନାଟକର ଲକ୍ଷ୍ୟ ନୁହେଁ ।  ସଚେତନ କରିବା ଲକ୍ଷ୍ୟ ନେଇ ଏହି ନାଟକ ପରିବେଷଣ କରାଯାଇଥିଲା ଲୋକମାନେ ଶେଷ ପର୍ଯ୍ୟନ୍ତ ଏହି ନାଟକ କୁ ଦେଖିଥିଲେ ବୋଲି ସେ କହିଛନ୍ତି ।

Tags: bhadrakjatra

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ
  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.